Movie prime

ସମୀରଙ୍କ ଉପରେ ଥିବା ରାଗ ସୁଝାଇ ଦେଲେ ସାହାରୁଖ ଖାନ ! ଦେଖନ୍ତୁ ଆସିଲା ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଏହି ଭିଡିଓ ଦେଖିଲେ ଆପଣମାନେ ଅନେକ କିଛି ଖବର ପାଇପାରିବେ । 
ଆପଣମାନେ ସମସ୍ତେ ବଲିଉଡ ଜଗତର ମହାନ୍ କଳାକାର ଶାହାରୁଖ ଖାନଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରିଥାନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ଜାଗା ତିଆରି କରି ପାରିଛନ୍ତି ।
Special report
ଏବେ ଏହି ଅଭିନେତା ଜଣଙ୍କୁ ନେଇ ଏକ ଖବର ଆସିଛି । ଅଭିନେତା ଶାହାରୁଖ ଖାନ୍ ଏବେ ଆଉ ଏକ ନୂଆ ଫିଲ୍ମରେ ନଜର ଆସିବେ । ଅଭିନେତା ଶାହାରୁଖ ଖାନଙ୍କ ଅଭିନୀତ ନୂଆ ଫିଲ୍ମ୍ ଏବେ ରିଲିଜ୍ ହେବାକୁ ଯାଉଛି । 
Special report
ଏହି ଅଭିନେତା ଜଣଙ୍କର ଆଗାମୀ ଫିଲ୍ମ୍ ନାଁ ହେଉଛି "ଯବାନ" । ସେ ଏହି ଫିଲ୍ମରେ ବହୁତ ଜବରଦସ୍ତ ଅଭିନୟ କରିଛନ୍ତି । ବଲିଉଡ କିଙ୍ଗ ଖାନ୍ ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ୍ ଯବାନର ଟ୍ରେଲର ଏବେ ସାମ୍ନାକୁ ଆସିଛି ।
ଆଉ ଏହି ତିନି ମିନିଟର ଟ୍ରେଲର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆଉ ଏହି ଫିଲ୍ମର ବଜେଟ ଏହି ଟ୍ରେଲର ଉପରେ ନିର୍ଭର କରୁଛି । ଏହାର ଟ୍ରେଲର ବହୁତ ଭଲ ହୋଇଛି । ଏହି ଟ୍ରେଲରରେ ଅନେକ ଦମଦାର ଡାଇଲଗ ରହିଛି । 
Special report
ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଏବଂ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । ଲୋକମାନେ ଏହିସବୁ ଡାଇଲଗ ଗୁଡ଼ିକ ଭିତରୁ ଗୋଟିଏ ଡାଇଲଗକୁ ପସନ୍ଦ କରିଛନ୍ତି । ଏହି ଫିଲ୍ମ୍ ଡାଇଲଗ ହେଉଛି ପୂର୍ବତନ ଏନସିବି ଜର୍ଣ୍ଣାଲ ନିର୍ଦ୍ଦେଶକ ସମୀର ୱାଙ୍କେଡଙ୍କ ସହିତ ।
ପ୍ରଶ୍ନ ଆସୁଛି କି ଶାହାରୁଖ ଖାନ ତାଙ୍କ ପୁଅ ଆରୀୟନ ଖାନଙ୍କ ସହିତ ହୋଇଥିବା ଅସଦାଚରଣର ପ୍ରତିଶୋଧ ନେଇଛନ୍ତି କି ? ଏହି ଡାଇଲଗ ହେଉଛି, "ବେଟେ କୋ ହାତ ଲଗାନେ ସେ ପେହେଲେ ବାପ ସେ ବାତ୍ କରଲେତା" । ଅନେକ ଏହି ଡାଇଲଗ ଦେଖି କମେଣ୍ଟ ଦେଇଛନ୍ତି । ଆଉ ଏହାକୁ ନେଇ ଅନେକ କଥା ମଧ୍ୟ କହିଛନ୍ତି ।