ସାମ୍ନାକୁ ଆସିଲା ନୁଙ୍ଗୁରା ବାବାର ଅସଲି ସତ ଦେଖନ୍ତୁ କେମିତି କବାଟ ବନ୍ଦ କରି କରୁଥିଲା ଖେଳ
Jul 31, 2023, 19:03 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଖବର ଏବେ ବହୁତ ପରିମାଣରେ ଚର୍ଚ୍ଚା ହେବା ସହ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । ଏହି ଖବର ଆସିଛି ଜଣେ ବାବାଙ୍କୁ ନେଇ ।
ଏହି ବାବା ଜଣକ ଏଭଳି କାମ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଯୁଗରେ ଅନେକ ଲୋକ ବାବା ହୋଇ ଲୋକମାନଙ୍କୁ ଠକିବାକୁ ବସିଛନ୍ତି । ଏହି ଦୁନିଆରେ ଅନେକ ଭଣ୍ଡ ବାବା ଅଛନ୍ତି ।

ଆଉ ଏହି ଭଣ୍ଡ ବାବାମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଏହି ଭିଡିଓରେ ବାବା ଜଣକ ଏଭଳି ନିର୍ଲଜ୍ଜ କାମ କରିଛନ୍ତି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଘଟିଛି ଦିଲ୍ଲୀ ସହରର ନୋଏଡ଼ା ସେକ୍ଟର ୯ ରେ ।ଏହି ଖବର ଏବେ ସାମ୍ନାକୁ ଆସିଛି ।
ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ବାବାଙ୍କୁ ପୂଜାପାଠ କରିଥାନ୍ତି । ଆଉ ତାଙ୍କୁ ଟଙ୍କା ଦେଇଥାନ୍ତି । ଏହି ସମାଜ ଯେତେ ଆଗକୁ ବଢ଼ିଲେ ମଧ୍ୟ ଲୋକମାନେ ଏହିଭଳି ଅନେକ ଭଣ୍ଡ ବାବାଙ୍କୁ ବିଶ୍ବାସ କରିବେ ଆଉ ଏଭଳି ସବୁ କାମ କରିବେ ।

ଏହି ଦିଲ୍ଲୀ ସହରର ନୋଏଡ଼ା ସେକ୍ଟର ୯ ଅଞ୍ଚଳର ଜଣେ ଯୁବତୀ ସେହି ଅଞ୍ଚଳରେ ଥିବା ବାବାଙ୍କ ପାଖକୁ ଯାଇଥାନ୍ତି । ଆଉ ଏହି ବାବାଙ୍କୁ ପ୍ରତିଦିନ ପୂଜା କରି ପ୍ରସାଦ ଖାଇଥାନ୍ତି । ଧୀରେ ଧୀରେ ଏହି ବାବାଙ୍କ ମନରେ ଝିଅ ପ୍ରତି ଅଲଗା ଭାବ ଜାଗ୍ରତ ହେଲା ।ଆଉ ସେ ତାଙ୍କୁ ବିବାହ କରିବେ ବୋଲି କହିଲେ ।
ଏହି ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେବା ପରେ ଯୁବତୀ ଜଣକ ମଧ୍ୟ ବାବାଙ୍କ କଥାରେ ରାଜି ହୋଇଗଲେ । କାରଣ ଯୁବତୀ ଜଣଙ୍କ ବାବାଙ୍କ ଟଙ୍କା ଦେଖି ସବୁ ତାର ବୋଲି ଭାବୁଥିଲା । ଆଉ ଏହାପରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ସେମାନେ କଣ କରୁଛନ୍ତି । ଏହି ବାବା ଆଉ ଯୁବତୀ ଜଣକ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।
ଏହି ଯୁବତୀ ଜଣକ ସହ ବାବା ଜଣକ ବହୁତ ଶୀଘ୍ର ବାହା ହେଉଛନ୍ତି । ସେଠାରେ କୌଣସି ପୁରୋହିତ ବା ବ୍ରାହ୍ମଣ ନାହାଁନ୍ତି । କେବଳ ଏହି ଯୁବତୀ ଆଉ ବାବା ବିବାହ କରିଲେ ଏକ ଦୀପ ଲଗାଇ । ଏହି ବାବା ଜଣକ ତାଙ୍କ ଝିଅ ବୟସର ଯୁବତୀଙ୍କୁ ବିବାହ କରିବା ସତରେ ଏହି ସମାଜ ପାଇଁ କଳଙ୍କ ଅଟେ ।