Movie prime

ସାମ୍ନାକୁ ଆସିଲା ଭୟଙ୍କର ଘଟଣା ଦେଖନ୍ତୁ ମହିଳା ପରିସ୍ରା କଲେ ବୋଲି ଲୁଗା ଟେକି ତଳେ ଲୁହାରଡ଼ ପୁରାଇ କରିଦେଲେ ଏମିତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବହୁ ପ୍ରକାରର ଘଟଣା ଘଟୁଥିବାରୁ ଦେଖୁଥିବେ। କିଛି କିଛି ଭିଡିଓ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ।
Special Report
ଏବଂ ଆଉ କିଛି କିଛି ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଲଗିବା ସହିତ ସେହି ଭିଡିଓ କୁ ବହୁତ ନିନ୍ଦା ମଧ୍ୟ କରିଥାନ୍ତି। ଲୋକମାନେ ଏମିତି ନି-ନ୍ଦ-ନୀ-ୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି। 
ବନ୍ଧୁଗଣ ଘର ସାମ୍ନାରେ ଥିବା ନାଳ ନିକଟରେ ଜଣେ ମହିଳା ପରିସ୍ରା ବସିଥିବା ବେଳେ କିଛି ପୋଡଶୀ ଆସି ମହିଳାଙ୍କ ଗୁ-ପ୍ତା-ଙ୍ଗରେ ଲୁହାରଡ ପୁରେଇ ଦେଇଥିଲେ।
Special Report
ଫଳରେ ମହିଳା ଜଣକ ବେହୋସ୍ ହେଇଯାଇଥିଲେ ତାଙ୍କ ଚିକିତ୍ସା ପାଇଁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସଂପର୍କ ବିଷୟରେ ପୋଲିସ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। 
ସୂଚନା ଅନୁଯାଇ ଉତ୍ତରପ୍ରଦେଶର ଶାହଜହାନପୁର ଅନ୍ତର୍ଗତ ରୁଦ୍ରପୁର ଗ୍ରାମରେ ରହୁଥିବା ୩୫ବର୍ଷର ମହିଳା ନିଜ ଘର ନିକଟରେ ଥିବା ନାଳରେ ପରିସ୍ରା କରୁଥିଲେ। ଏହି ସମୟରେ ସାମ୍ନାରେ ରହୁଥିବା ଜଣେ ପୋଡଶୀ ସେହି ହେଉଛନ୍ତି
Special Report
ଗୁରୁଦେବଙ୍କ ସ୍ତ୍ରୀ ନାଳ ନିକଟରେ ଜଣେ ମହିଳା ପରିସ୍ରା କରୁଥିବାର ଦେଖିଥିଲେ। ଏହାପରେ ଗୁରୁଦେବଙ୍କ ସ୍ତ୍ରୀ ରାଗରେ ଘରକୁ ଯାଇ ଲୁହାରଡ ଆଣି ସେହି ମହିଳାଙ୍କ ଗୁ-ପ୍ତା-ଙ୍ଗକୁ ମାଡ କରିଥିଲେ। ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇ ଅଚେତ ହୋଇପଡ଼ିଥିଲେ। 
ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହିତ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି।
ପୀଡ଼ିତା ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରିଥିଲା। ଘଟଣାରେ ସଂପୃକ୍ତ ଥିବା ଗୁରୁଦେବ, ରାଜୀବ ତଥା ଗୁରୁଦେବଙ୍କ ସ୍ତ୍ରୀ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି ପୋଲିସ।