Movie prime

ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ ଦେଖନ୍ତୁ ଯୁବକଙ୍କୁ ଗୋଡାଇଲେ ଦେହଜୀବୀ ଦେଖନ୍ତୁ Exclusive Visual

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ମାଳିସାହିକୁ ନେଇ ଆସୁଥିବା ଖବର ବି ଆପଣମାନେ ଜାଣି ପାରୁଥିବେ । ରାଜଧାନୀ ଭୁବନେଶ୍ବରରେ ଘଟିଛି କିଛି ଏଭଳି ଘଟଣା ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special Report
ରାଜଧାନୀ ଭୁବନେଶ୍ଵରରେ ମାଳିସାହି ଅଛି ଏହି ଖବର ତ ଆପଣମାନେ ସମସ୍ତେ ଜାଣିଥିବେ । ଏବେ ଏହି ମାଳିସାହିରେ ରହୁଥିବା ଯୁବତୀ ଏଭଳି କାମ କରିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ଏହି ଖବର ହେଉଛି କି ଜଣେ ଯୁବକ ସେହି ମାଳିସାହି ରାସ୍ତା ଦେଇ ଯାଉଥିଲେ । ଆଉ ତାଙ୍କ ପଛରେ ଦୁଇଜଣ ଯୁବତୀ ଯାଉଥିବାର ଆପଣମାନେ ଦେଖିପାରିବେ ।
Special Report
ଆପଣମାନେ ସମସ୍ତେ ତ ଜାଣିଥିବେ ରାତି ଯେତେ ବଢେ ମାଳିସାହିରେ ସେତେ ଅଧିକ ଭିଡ ହୋଇଥାଏ । ରାତିରେ ଏହି ମାଳିସାହିରେ ପେଟ୍ରୋଲିଙ୍ଗ ଚାଲିଥାଏ କିନ୍ତୁ ସେଠାରେ ଏହି କାମ ଚାଲିଥାଏ । ମାଳିସାହି ପାଖରେ ଥିବା ଏକ ଘର ଛାତ ଉପରୁ ଏକ ଭିଜୁଆଲ ନିଆଯାଇଥିଲା । 
ଏହି ଭିଜୁଆଲରେ ଆପଣମାନେ ଦେଖିପାରିବେ କି ଟଙ୍କାକୁ ନେଇ ଧସ୍ତାଧସ୍ତି ହୋଇଥିଲା । ଆଉ ଯୁବକ ଜଣକ ୧୦ ହଜାର ଟଙ୍କା ଧରିଥିଲେ ଆଉ ତାଙ୍କ ଠାରୁ ମାଳିସାହିରେ କାମ କରୁଥିବା ଯୁବତୀ ଛଡ଼ାଇ ନେଉଥିଲେ । ଆଉ ତାଙ୍କ ପାଖକୁ ଆଉ ଜଣେ ଯୁବତୀ ମଧ୍ୟ ଆସିଥିଲେ ।
Special Report
ଏହି ଘଟଣା ସନ୍ଧ୍ୟା ସମୟରେ ଘଟିଛି । ଏହି ଭିଜୁଆଲ ଏବେ ଚର୍ଚ୍ଚାକୁ ଆସିଛି । ସେଠାରେ ରହୁଥିବା ଲୋକମାନେ ଏହି କଥାକୁ ନେଇ କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି । କାରଣ ମାଳିସାହିରେ ରହୁଥିବା ଯୁ।ଭନେବତୀ ତାଙ୍କ ଉପରେ ଆକ୍ରମଣ କରିବେ ।
ଲୋକଙ୍କ ଗାଡ଼ି ଭଙ୍ଗାରୁଜା କରିବେ । ଏହି ଯୁବତୀମାନଙ୍କ ନାଁରେ କେହି କହିଲେ ସେହି ଯୁବତୀମାନେ ତାଙ୍କୁ କାମୁଡି ପକାଇବେ । ଏହି ଘଟଣା ସନ୍ଧ୍ୟା ସମୟରେ ଘଟିଛି । ସନ୍ଧ୍ୟା ସମୟରେ ଏଭଳି ଘଟଣା ଘଟିଥିଲେ ବି ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ।
ଏବେ ଖାରବେଳ ନଗର ଥାନାରେ ଏହି ଯୁବତୀ ଦୁଇଜଣ ଅଛନ୍ତି । ଏବେ ଦେଖିବାକୁ ବାକି ରହିଲା ପୋଲିସ ଏଭଳି କାମ ଆଗକୁ ହେବାକୁ ଦେଉଛି ନା ଏଭଳି କାମ ନ ହେବା ପାଇଁ କିଛି ପଦକ୍ଷେପ ନେଉଛି ।