Movie prime

ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ ଦେଖନ୍ତୁ ଛୁଆକୁ କ୍ଷୀର ଦେଇ ସବୁଦିନ ପାଇଁ ଆଖି ବୁଜିଦେଲା ମା - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତ ଦେଶ, ବିଦେଶ ଏବଂ ଅନ୍ୟାନ୍ୟ ସହର, ଆଉ ଗାଁ ଗହଳିର ଖବର ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଏହି ଖବର ହେଉଛି କି ଜଣେ ମହିଳା ନିଜ ଜୀବନ ହାରି ଦେଇଛି ।
Special report
ଏହି ମହିଳା ଜଣଙ୍କର ଗୋଟିଏ ସନ୍ତାନ ବି ଥିଲା । ଆଉ ଛୋଟ ଛୁଆକୁ କ୍ଷୀର ପିଆଇ ଦେଲା ପରେ ମାଆ ଜୀବନ ହାରିଦେଲା । ଛୁଆକୁ କ୍ଷୀର ପିଆଉଥିଲା ମାଆ ଆଉ ଛୁଆର ପେଟ ଭରିଯିବା ପରେ ମହିଳା ଜଣକ ନିଜ ଜୀବନ ହାରି ଦେଲେ ।
ଛୁଆଟି କାନ୍ଦୁଥିଲା କିନ୍ତୁ ମାଆ ଶବ ପାଲଟି ଗଲା । ଛୁଆର ଭୋକ ମେଣ୍ଟି ଯିବା ପରେ ତାକୁ ଗୋଡ଼ ତଳେ ଶୁଆଇ ଦେଇ ମାଆ ଜୀବନ ହାରି ଦେଲା । ଛୁଆ କାନ୍ଦୁଥିଲା କିନ୍ତୁ ମାଆ ଉପରେ କିଛି ଫରକ୍ ପଡ଼ିନଥିଲା ।
Special report
ସବୁଦିନ ପାଇଁ ନିଜ ଛୁଆକୁ ଛାଡ଼ି ମାଆ ନିଜ ଜୀବନ ହାରିଦେଲା । ୭ ମାସର ସନ୍ତାନକୁ କ୍ଷୀର ପିଆଇବା ପରେ ଜଣେ ମାଆ ତାର ଜୀବନ ହାରି ଦେଇଛି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସହରର ସାଇନ୍ସପାର୍କ ବସ୍ତିରେ । 
ପୋଲିସ ଏବେ ସେଠାରେ ପହଞ୍ଚିଛି । ପୋଲିସ ସେଠାରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି । ସାତ ମାସର ଛୁଆ ଯିଏ କି ମାଆ କ୍ଷୀର ବିନା ବଞ୍ଚିବା ଅସମ୍ଭବ ଅଟେ । ଏହି ଛୁଆଟି ଆଜି ମାଆ ଛେଉଣ୍ଡ ହୋଇଯାଇଛି ।
Special report
ଏହି ମହିଳାଙ୍କ ନାମ ହେଉଛି ଜାଜ୍ଞସ୍ବିନୀ ଯାଲିମ । ଏହି ମହିଳା ଜଣକ ପ୍ରେମ ବିବାହ କରିଥିଲେ । ପୁରୀ ଚନ୍ଦନପୁର ଅଞ୍ଚଳରେ ସେ ପ୍ରେମ ବିବାହ କରିଥିଲେ । ସବୁକିଛି ଠିକ୍ ଚାଲିଥିଲା । ପୁଅକୁ ୭ ମାସ ହୋଇଥିବା ବେଳେ ତାଙ୍କ ଶାଶୁ ଘରୁ କିଛି ସୁନାଗହଣା ଚୋରି ହୋଇ ଯାଇଥିଲା । 
ଏହାପରେ ଶାଶୁଘରଲୋକେ ତାଙ୍କ ଉପରେ ରାଗି ଯାଇଥିଲେ । ଆଉ ଏହି ଘଟଣା ପରେ ପ୍ରାୟ ୧୦ ଦିନ ହେବ ଜାଜ୍ଞସ୍ବିନୀ ବାପଘରକୁ ଆସିଥିଲେ । ଜେଜେଙ୍କୁ ଖାଇବାକୁ ଦେଲା ପରେ ଆଉ ନିଜ ପୁଅକୁ କ୍ଷୀର ଦେଇ ଜାଜ୍ଞସ୍ବିନୀ ନିଜ ଜୀବନ ହାରି ଦେଇଥିଲେ।
ଟିଭି ସାଇଣ୍ଡକୁ ଜୋରରେ ଦେଇଥିଲେ ଜାଜ୍ଞସ୍ବିନୀ କାରଣ ତାଙ୍କ ପୁଅର କାନ୍ଦ ତାଙ୍କୁ ସୁଭିବ ଆଉ ସେ ନିଜ ଜୀବନ ହାରି ପାରିବେ ନାହିଁ । ଏହି ଛୋଟ ଛୁଆଟି ଏବେ ତାର ମାଆକୁ ଖୋଜି କାନ୍ଦୁଛି । ଏହି ଘଟଣା ଏବେ ସାମ୍ନାକୁ ଆସିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.