Movie prime

ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣା ଦେଖନ୍ତୁ ବୋହୂକୁ ଟେକିନେଇ ରାସ୍ତା ଉପରେ ଲୁଗା ଖୋଲିଦେଲେ ଏହି ଲୋକ ଜାଣନ୍ତୁ କଣ ଥିଲା ବାସ୍ତବ କାରଣ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
Special Report
ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି। ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। ସମସ୍ତେ ନିଜସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି। 
ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି।
Special Report
ତେବେ ବନ୍ଧୁଗଣ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅନ୍ତର୍ଗତ ଗଡିଘାଟି ପଞ୍ଚାୟତର ବନ୍ଧମୁଣ୍ଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। କାର୍ତ୍ତିକ ରାଉଳଙ୍କ ଘର ନିକଟରେ ଥିବା ଜମିକୁ ଜୋଜବରଦସ୍ତି ନେଇ ଯାଉଛନ୍ତି ସେହି ଅଞ୍ଚଳର ତିନିଜଣ ବ୍ୟକ୍ତି। 
ଆଉ ସେହି ଜମିରେ ବାଡ ମଧ୍ୟ ଦେଇ ଦେଉଛନ୍ତି। ସେମାନେ ହେଲେ କୃଷ୍ଣଚନ୍ଦ୍ରର ଦେଇ, ସୁଶାନ୍ତ ଗିରି ଓ ଦାମୋଦର ବେହେରା। ଯେତେବେଳେ କାର୍ତ୍ତିକ ରାଉଳଙ୍କ ଜମିକୁ ବାଡ ଦେଇ ଦେଉଥିଲେ
Special Report
ସେତେବେଳେ ସେହି ତିନିଜଣ ବ୍ୟକ୍ତି ପରିବାରର ସମସ୍ତ ସଦସ୍ୟ ଅଟକାଇଥିଲେ। କିନ୍ତୁ କାର୍ତ୍ତିକ ରାଉଳଙ୍କ ବୋହୂକୁ ରାସ୍ତା ଉପରକୁ ଟେକି ନେଇ ଲୁଗା ଖୋଲି ଦେଇଥିବାର ଅଭିଯୋଗ ହୋଇଛି। 
Special Report
ଆଉ କାର୍ତ୍ତିକଙ୍କ ପରିବାରକୁ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ରାସଗୋବିନ୍ଦପୁର ଥାନାରେ ବାରମ୍ଵାର ଅଭିଯୋଗ ପରେ ବି କୌଣସି ସାହାଯ୍ୟ ମିଳୁନି।
ତେବେ ଏହି ପୀଡ଼ିତ ଅଭିଯୁକ୍ତଙ୍କ ପରିବାରଙ୍କର ବାରମ୍ୱାର ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁନାହିଁ। ଏବେ ଦେଖିବାକୁ ବାକି ରହିଲା କେବେ ମିଳୁଛି କାର୍ତ୍ତିକଙ୍କ ପରିବାରକୁ ନ୍ୟାୟ।