Movie prime

ସାମ୍ନାକୁ ଆସିଲା ପୀହୁ ଅପହରଣ କାରିର ଦୃଶ୍ୟ ଦେଖନ୍ତୁ ଯିଏ ଧରାଇ ଦେବ ମିଳିବ ପୁରସ୍କାର ଭଲ ଭାବେ ଦେଖନ୍ତୁ ଏହି ଚେହେରା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପିହୁ ଅପହରଣକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପିହୁ ଅପହରଣ ବିଷୟରେ କିଛି ଖବର ଜାଣିବା ସହ
Special Report
କ୍ୟାମେରାରେ ରେକର୍ଡ ହୋଇଥିବା ଘଟଣା ଜାଣିପାରିବେ । ପିହୁ ଅପହରଣ ଏକ ବଡ ଘଟଣା । ଏହି ସମ୍ପର୍କରେ କିଏ ବା ନ ଜାଣିଛି । ଏହି ସମ୍ପର୍କରେ ସମସ୍ତ ଓଡିଶାବାସୀ ଜାଣିଛନ୍ତି ।
ଏବେ ପିହୁ ଅପହରଣ କରିଥିବା ଅଭିଯୁକ୍ତମାନଙ୍କୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଅନେକ କଥା ଏବେ ଜଣାପଡିଛି । ପିହୁକୁ ଅପହରଣ କରିଥିବା ଅପହରଣକାରୀ ଏବେ ନଜର ଆସିଛନ୍ତି ।
Special Report
ହୋଟେଲ ଭିତରେ ନଜର ଆସିଛନ୍ତି ଏହି ଅଭିଯୁକ୍ତମାନେ । ଅଭିଯୁକ୍ତମାନଙ୍କ ବିଷୟରେ ଏବେ ଏହି ସିସିଟିଭି କ୍ୟାମେରା ସାମ୍ନାକୁ ଆସିଛି । ଏହି ଖବର ଏବେ ସାମ୍ନାକୁ ଆଣିଛି ପୋଲିସ ।
ସୁନ୍ଦରଗଡ଼ ଜିଲ୍ଲାର ଏକ ହୋଟେଲକୁ ଏହି ଅଭିଯୁକ୍ତମାନେ ରହିବାକୁ ଆସିଥିଲେ କିନ୍ତୁ ତାଙ୍କ ପାଖରେ ପରିଚୟ ପତ୍ର ନଥିବାରୁ ହୋଟେଲରେ ତାଙ୍କୁ ରୁମ୍ ଦିଆଯାଇ ନଥିଲା ।
Special Report
ଏହି ଅଭିଯୁକ୍ତମାନେ ହୋଟେଲ ଭିତରକୁ ଯାଇଥିବା ବେଳେ ବାହାରେ ଗାଡ଼ିରେ ପିହୁ ଥିଲା । ହୋଟେଲ ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ ହୋଇଥିଲା । ଏବେ ପିହୁ ଘରେ ପହଞ୍ଚି ସାରିଛି । ପୋଲିସ ଏବେ ଏହି ଅଭିଯୁକ୍ତମାନଙ୍କୁ ଖୋଜୁଛି । 
Special Report
ଏହାସହ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଧରାଇ ଦେଲେ ଅର୍ଥ ରାଶି ମିଳିବ ବୋଲି ଘୋଷଣା କରିଛନ୍ତି । ସେମାନେ ହୋଟେଲକୁ ଯାଇଥିଲେ ଆଉ ମ୍ୟାନେଜର ପରିଚୟ ପତ୍ର ମାଗିଥିଲେ କିନ୍ତୁ ସେହି ଅଭିଯୁକ୍ତମାନେ ଦେଇନଥିଲେ ।
ଏହାପରେ ମ୍ୟାନେଜରର ସନ୍ଦେହ ଆସିବା ପରେ ସେ ପୋଲିସକୁ ଏହି ବିଷୟରେ ଜଣାଇଥିଲେ । ପୋଲିସ ଏହି ଖବର ପାଇ ଅଭିଯୁକ୍ତମାନଙ୍କୁ ଖୋଜୁଥିଲା । ଅଭିଯୁକ୍ତମାନଙ୍କର ପିଛା କରିବାରୁ ସେମାନେ ପିହୁକୁ ଅଧା ରାସ୍ତାରେ ଛାଡ଼ି ଦେଇଥିଲେ ।