Movie prime

ସାମ୍ନାକୁ ଆସିଲା ଶୁଭ ଲକ୍ଷ୍ମୀଙ୍କ ମୃ-ତ୍ୟୁ ପୂର୍ବର ଶେଷ ଭିଡିଓ ଦେଖନ୍ତୁ CCTV Footage ରୁ ଜଣା ପଡିଗଲା ଏହି ସତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶୁକ୍ରବାର ରାତି ପ୍ରାୟ ୩.୨୦ ମିନିଟ୍‌ରେ ଶୁଭଲକ୍ଷ୍ମୀ କଟକ ରୋଡ୍‌ରେ ଥିବା ହୋଟେଲ ଦୀପାଲି ଇଣ୍ଟରନ୍ୟାସନାଲ୍‌କୁ ଯାଇଥିଲେ।
Special report
ହୋଟେଲ୍‌ ୨୦୫ ନମ୍ୱର ରୁମ୍‌ରେ ରହିଥିଲେ। ଶନିବାର ସକାଳେ ଓ ମଧ୍ୟାହ୍ନରେ କବାଟ ଖୋଲିନଥିଲେ ଶୁଭଲକ୍ଷ୍ମୀ। ହୋଟେଲ୍‌ କର୍ମଚାରୀଙ୍କ ମନରେ ସନ୍ଦେହ ବଢ଼ିବାରୁ ରୁମ କବାଟ ଭାଙ୍ଗିବାରୁ ଦେଖାଯାଇଥିଲା ତାଙ୍କର ଝୁଲନ୍ତା ମୃ-ତ-ଦେ-ହ। 
ତେବେ ବନ୍ଧୁଗଣ ବର୍ତ୍ତମାନ ଶୁଭଲକ୍ଷ୍ମୀ ମୃ-ତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ବଢୁଛି ସସପେନ୍ସ। ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସୁଛି। ଦୀପାଳି ହୋଟେଲରେ ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁ ପଛର ରହସ୍ୟ ସ୍ପଷ୍ଟ ହୋଇନଥିବାବେଳେ ସାମନାକୁ ଆସିଛି ସିସିଟିଭି ଫୁଟେଜ୍।
Special report
ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦେଖାଯାଉଛି, ହୋଟେଲର ସିଡି ଦେଇ ରୁମ ଭିତରକୁ ଏଂଟ୍ରି କରୁଛନ୍ତି ଶୁଭଲକ୍ଷ୍ମୀ। ଆଉ ଆଗରେ ଦୁଇ ଜଣ ଯୁବକ ଯାଉଛନ୍ତି। 
ତେବେ ସେମାନେ କିଏ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡକୁ ଆସିଛି ଅବକାରୀ ବିଭାଗ। ତେବେ ବନ୍ଧୁଗଣ ବର୍ତ୍ତମାନ ସିସିଟିଭିରେ ରେକଡ୍ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳୁଛି
Special report
ହୋଟେଲର ସିଡି ଦେଇ ରୁମ ଭିତରକୁ ଏଂଟ୍ରି କରୁଛନ୍ତି ଶୁଭଲକ୍ଷ୍ମୀ। ଆଉ ଆଗରେ ଦୁଇ ଜଣ ଯୁବକ ସହିତ ପଛେ ପଛେ ଶୁଭଲକ୍ଷ୍ମୀ ଯାଉଛନ୍ତି। ପ୍ରଥମ ଯୁବକ ହାତରେ ଟ୍ରଲି ବ୍ୟାଗ୍ ଧରି ଶୁଭଲକ୍ଷ୍ମୀଙ୍କୁ ପାଛୋଟି ନେଉଛନ୍ତି। 
ଆଉ ଦ୍ୱିତୀୟ ବ୍ୟକ୍ତି ଜଣକ ଦୁଇ ହାତରେ ଦୁଇ ଦୁଇଟି ବ୍ୟାଗ୍ ଧରି ଆଗେ ଆଗେ ଯାଉଛନ୍ତି। ଏବଂ ଶେଷରେ ଶୁଭଲକ୍ଷ୍ମୀ କାନ୍ଧରେ ବ୍ୟାଗ୍ ପ୍ୟାକ୍ ଏବଂ ସ୍ଲିଙ୍ଗ ବ୍ୟାଗ୍ ପକାଇ ରୁମ୍ ଭିତରକୁ ଯାଉଛନ୍ତି।
ସାଙ୍ଗରେ ଏତେ ଗୁଡ଼ିଏ ବ୍ୟାଗ୍ ନେଇ ଶୁଭଲକ୍ଷ୍ମୀ ହୋଟେଲ ରୁମକୁ ଯାଉଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ବନ୍ଧୁଗଣ ହୋଟେଲ ରୁମ୍ ଭିତରେ ଶୁଭଲକ୍ଷ୍ମୀଙ୍କ ସହ କ’ଣ ଘଟିଲା ଓ କାହିଁକି ସେ ମୃତ୍ୟୁ ଭଳି ଚରମ ନିଷ୍ପତି ନେଇ ନିଜ ଜୀବନ ହାରିଲେ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.