Movie prime

ସାମ୍ନାକୁ ଆସିଲା ସୁମନ୍ତଙ୍କ ଅସଲ ଚେହେରା ଦେଖନ୍ତୁ ଝିଅ ବୋହୂଙ୍କ ଦେହ କେମିତି କରୁଛି ପାଗଳ - VIRAl news

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗାଁ ର ମାଆ ଝିଅ କିମ୍ବା ମହିଳା ମାନଙ୍କୁ ଦେଖିଲେ ନିଜକୁ ସମ୍ଭାଳି ପାରୁନି ଯୌନ ରାକ୍ଷସ ସୁମନ୍ତ। ରାତି ହେଲେ ଝିଅ ବୋହୂଙ୍କୁ ଦେଖି ମାଡ଼ି ବସୁଛି ଏହି ଯୌନ ପାଗଳ ସୁମନ୍ତ। ରନ୍ଧ୍ୟା ଦେଲେ ସୁମନ୍ତ ଖାଲି ମହିଳା ମାନଙ୍କୁ ଖୋଜୁଛି।
Special report
ଆଉ ପଛରେ ଗୋଡେଇ ଗୋଡେଇ ସେମାନଙ୍କୁ ଧରିପକଉଛି। ଆଉ ଯଦି କେହି ନମିଳିଲେ ତାହାଲେ ରାତିରେ ଘରେ ବସି ମାଆ ବୋହୂଙ୍କ ଇଜ୍ଜତ୍ ଲୁଟୁଛି। ତେବେ ବନ୍ଧୁଗଣ ରାତିରେ ସୁମନ୍ତ ଜଣଙ୍କ ଘରେ ପଶି ମହିଳାଙ୍କୁ ଟଣା ଓଟରା କରିଛି। 
କେହି ନଥିବାର ସୁଯୋଗ ନେଇ ମହିଳାଙ୍କୁ ଖରାପ ବ୍ୟବହାର ମଧ୍ୟ କରିଛି। ଏମିତି କି ମାଆ ସହିତ ସୋଇଥିବା ଜଣେ ବଢିଲା ଝିଅକୁ ରାତି ଅଧରେ ଟଣା ଓଟରା କଲା ସୁମନ୍ତ। ଆଉ ଝିଅକୁ ମାଆ ଜଣକ ନଦେବାରୁ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଲା ସୁମନ୍ତ।
Special report
 ତେବେ ବନ୍ଧୁଗଣ ଏହିଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଯୋଡୁମ୍ ଥାନା ଅନ୍ତର୍ଗତ ଓଡସୀଙ୍ଗା ଗ୍ରାମରେ। ସୁମନ୍ତ ମହିଳା ଏବଂ ଯୁବତୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। 
ସୂଚନା ଅନୁଯାୟୀ, ଓଡସୀଙ୍ଗା ଗ୍ରାମର ଗୌରୀ ପ୍ରଧାନଙ୍କ ପୁଅ ଆଉ ସ୍ଵାମୀ ଘରେ ନଥିଲେ। ଆଉ ଗୌରୀ ନିଜ ଝିଅ କୁ ରାତିରେ ଧରି ସୋଇଥିଲେ। ଠିକ୍ ରାତି ୧୦ ଟା ବେଳେ ସୁମନ୍ତ ତାଙ୍କ ଘରେ ପଶି ମହିଳାଙ୍କୁ ଟଣା ଓଟରା କରିବା ସହ ଧସ୍ତାଧସ୍ତି କରିଥିଲା।
Special report
ପରବର୍ତ୍ତୀ ସମୟରେ ଯୁବକ ଜଣକ ଏକ ଲୁହା ଛଡ଼ରେ ମହିଳା ଏବଂ ତାଙ୍କ ଝିଅକୁ ମୁଣ୍ଡକୁ ପିଟି ଦେଇଥିଲା। ଆଉ ପୋଲିସରେ ଖବର ଦେଲେ ତାଙ୍କୁ ଗାଡି ଚପାଇ ମାରି ଦେବେ ବୋଲି ସୁମନ୍ତ ମାଆ ଝିଅଙ୍କୁ ଧମକ ଦେଇଥିଲେ। ଏବଂ ତାପରେ ସୁମନ୍ତ ସେହି ଠାରୁ ଫେରାର ହୋଇଯାଇଥିଲା। 
ରାତି ୧ଟେ ରେ ଯୋଡୁମ ଥାନାରେ ଅଭିଯୋଗ ପରେ ପୋଲିସ ମାଆ ଝିଅଙ୍କୁ ମେଡିକାଲ୍ କୁ ପଠାଇ ଦେଇ ମାମଲା ରୁଜ୍ଜୁ କରିଛି। ତେବେ ଏହାର ତଦନ୍ତ କରାଯାଉ ଖୁବ୍ ଶୀଘ୍ର ଦୋଷୀଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ନିଆଯିବି ବୋଲି ସୂଚନା ଦେଇଛନ୍ତି ଯୋଡୁମ ଥାନା ଅଧିକାର।
ତେବେ ବନ୍ଧୁଗଣ ଅ-ଭି-ଯୁ-କ୍ତ ସୁମନ୍ତ ଫେରାର ଥିବା ଜଣାପଡ଼ିଛି। ସୁମନ୍ତକୁ କେବେ ଗିରଫ କରା ଯାଉଛି, ଆଉ ତା ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.