Movie prime

ସାମ୍ନାକୁ ଆସିଲେ ଦୀପିକା ଙ୍କ ଶାଶୁ ଦେଖନ୍ତୁ DNA ରିପୋର୍ଟ ମ୍ୟାଚ୍ ହେବା ଜାଣି କଣ କହିଲେ ମିଡ଼ିଆ ସାମ୍ନାରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ତ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଥିବା ଖବର ଯାହା ଦୀପିକା ଆଉ ଦିନେଶଙ୍କୁ ନେଇ ଆସିଛି ସେହି ବିଷୟରେ ଜାଣିଥିବେ ।
ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି । ଆପଣମାନେ ସମସ୍ତେ ଏହି ଘଟଣା ବିଷୟରେ ତ ସବୁକିଛି ଜାଣିଥିବେ । ଦୀପିକା ଦିନେଶ ପରସ୍ପରକୁ ଭଲ ପାଉଥିଲେ । 
ଆଉ ତାଙ୍କର ଏକ ସନ୍ତାନ ମଧ୍ୟ ଥିଲା । ଏବେ ଦିନେଶ ଦୀପିକାଙ୍କୁ ନିଜର କରିବାକୁ ଚାହୁଁ ନାହାଁନ୍ତି । ଆଉ ଦୀପିକା ଏବେ ଦିନେଶର ଘର ଆଗରେ ଧାରଣାରେ ବସିଛନ୍ତି । ଦୀପିକା ପୁଣି ଏବେ ସାମ୍ନାକୁ ଆସିଛନ୍ତି । ପୂର୍ବରୁ ମଧ୍ୟ ଦୀପିକା ଦିନେଶର ଘର ଆଗରେ ବସିଥିଲେ ।
Special report
ଆଉ ତାଙ୍କୁ ନ୍ୟାୟ ମିଳି ନଥିଲା । ଏବେ ତାଙ୍କୁ ମଧ୍ୟ ନ୍ୟାୟ ମିଳିନାହିଁ । ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଦିନେଶଙ୍କ ମାଆ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
ଏହି ଘଟଣାକୁ ନେଇ ସେ କହିଛନ୍ତି, କୋର୍ଟର ରାୟ ଯାହା ଆସିବ ସେ ରାଜି ଅଛନ୍ତି । ଆଉ ବେଆଇନ ଭାବରେ ଏଭଳି ଘର ଆଗରେ ବସିବା ଠିକ୍ ନୁହେଁ । ସେ ଘର ବାହାରେ ବସିଛି ଆଉ ଘରୁ ବାହାରିଲେ ଭିଡିଓ କରୁଛି । ଘରର ବୟସ୍କ ଲୋକମାନଙ୍କୁ ହଇରାଣ କରୁଛି ।
ତାଙ୍କର ଗାଡ଼ି ମଧ୍ୟ ଭଙ୍ଗା ଯାଇଛି ବୋଲି ସେ କହିଛନ୍ତି । ଆଉ ଏହି ଗାଡ଼ି ଯିଏ ଭାଙ୍ଗିଛି ତାହା ବିରୋଧରେ ସେ ଥାନାରେ ଅଭିଯୋଗ କରିବା ପାଇଁ ଆସିଛନ୍ତି । ଦିନେଶର ମାଆ ଏଭଳି ଅନେକ କଥା କହିଛନ୍ତି । ଆଉ ସେ କୋର୍ଟ ରାୟ ମାନିବେ ବୋଲି ମଧ୍ୟ କହିଛନ୍ତି । କୋର୍ଟରେ ଏବେ ଏହି ମାମଲା ଚାଲିଛି ।
Special report
ଦେଖାଯାଉ ଏହି ମାମଲା ଆଗକୁ କେଉଁ ମୋଡ ନେଉଛି । ଦିନେଶର ମାଆ କହିଛନ୍ତି ବେଆଇନ ଭାବରେ ତାଙ୍କ ଘର ଆଗରେ ଦୀପିକା ବସିଛନ୍ତି ସେଥିପାଇଁ ସେମାନେ ଘର ଭିତରେ ବନ୍ଦୀ ଭଳି ରହୁଛନ୍ତି । ଏଭଳି ଅନେକ ପ୍ରକାରର ଅସୁବିଧା ତାଙ୍କୁ ଭୋଗ କରିବାକୁ ପଡୁଛି ।
ଆଉ ତାଙ୍କ ଗାଡ଼ି ଘର ଆଗରେ ଥିଲା ତାକୁ ଭାଙ୍ଗି ଦେଇଛନ୍ତି । ଏଭଳି ଅନେକ ଅଭିଯୋଗ ନେଇ ଏହି ଦିନେଶଙ୍କ ମାଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।