ସାମ୍ନାକୁ ଆସିଲେ ଅଙ୍କଲ ଦେଖନ୍ତୁ ଖୋଲିଲେ ମୁଁହ ଦୁଇଟି ଡଙ୍ଗାରେ ଗୋଡ଼ ଦେଇଥିଲେ ଶୁଭଲକ୍ଷ୍ମୀ - Exclusive
Aug 10, 2023, 16:58 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ଶୁଭଲକ୍ଷ୍ମୀଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣିଥିବେ । ଶୁଭଲକ୍ଷ୍ମୀଙ୍କୁନେଇ ଅନେକ ଖବର ଆସୁଛି । ଆଉ ଏହିସବୁ ବିଷୟରେ ଆପଣମାନେ ସୋସିଆଲ ମିଡିଆରେ ଖବର ପାଇପାରିବେ । ଏହି ଯୁବତୀ ଜଣକ ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି ।
ତାଙ୍କର ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀସାଗର ଦିପାଲି ହୋଟେଲରେ ମିଳିଥିଲା । ଏହି ଯୁବତୀ ଜଣଙ୍କ ମୃତ୍ୟୁକୁ ନେଇ ଏବେ ପୋଲିସ ତଦନ୍ତ କରୁଛି । ଆଉ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆଣୁଛି । ପୋଲିସ ହାତରେ ଏବେ ଆଉ କିଛି ଖବର ଲାଗିଛି ।

ଏହି ମୃ-ତ୍ୟୁ ପଛରେ ତାଙ୍କ ପୁରୁଷ ବନ୍ଧୁଙ୍କ ହାତ ଅଛି ବୋଲି ସୂଚନା ମିଳୁଛି । ଆଉ ଏହାପରେ ତାଙ୍କୁ ଜେରା କରାଯାଇଥିଲା । ଆଉ ଏହାପରେ ଜଣେ ଅଙ୍କଲଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ଏବେ ସେହି ଅଙ୍କଲ ଜଣକ କିଛି କଥା କହିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ସେ କହିଛନ୍ତି , ଶୁଭଲକ୍ଷ୍ମୀ ଗାଁ ରୁ ଆସିବା ପରେ ତାଙ୍କ ସହିତ ରହୁଥିଲେ । ଆଉ ଯେତେବେଳେ ଏହି ଅଙ୍କଲ ଜାଣିଲେ ସେ ସଂଜୟଙ୍କୁ ଭଲ ପାଉଛନ୍ତି ଆଉ ପୁଣି କିଛିଦିନ ପରେ ଆଉ ଜଣଙ୍କୁ ଭଲ ପାଇଲେ ।

ଏହି ବିଷୟରେ ତାଙ୍କ ବାପା ମାଆଙ୍କୁ ଜଣାଇଥିଲେ । ଏଭଳି କାମ କରିଲେ ସେ ତାଙ୍କୁ ଘରେ ରଖାଇ ଦେବେ ନାହିଁ ବୋଲି କହିଥିଲେ । ଆଉ ଏହାପରେ ଶୁଭଲକ୍ଷ୍ମୀ ମଧ୍ୟ ଅଲଗା ଘର ନେଇ ରହିଲେ । ଆଉ ଏହାପରେ ସେ ଦିପାଲି ହୋଟେଲରେ ବାର ଡ୍ୟାନ୍ସ କରୁଥିଲେ । ସେଠାରେ ସେ ସଞ୍ଜୟଙ୍କୁ ଭଲ ପାଇଥିଲେ ।
ଏହି ଅଙ୍କଲ ଜଣକ ହେଉଛନ୍ତି ଶୁଭଲକ୍ଷ୍ମୀଙ୍କ ଦୂର ସମ୍ପର୍କୀୟ ବନ୍ଧୁ । ଆଉ ସେ ତାଙ୍କ ଘରେ ରହୁଥିଲେ । ଅଧିକ ଟଙ୍କା ରୋଜଗାର କରିବା ପାଇଁ ସେ ଏଭଳି ବାରରେ ନାଚ କରୁଥିଲେ । ସେହି ବାରକୁ ଅନୀଲ ନାମକ ଯୁବକ ଆସିଥିଲେ ଆଉ ତାଙ୍କୁ ଭଲ ପାଇଥିଲେ ଏହି ଶୁଭଲକ୍ଷ୍ମୀ ।
ଶୁଭଲକ୍ଷ୍ମୀ ଅନୀଲ ଆଉ ସଞ୍ଜୟ ଏଭଳି ଗୋଟିଏ ସୂତାରେ ବନ୍ଧା ହୋଇଥିଲେ । ଏହାପରେ ସଞ୍ଜୟ ସବୁ ଜାଣିବା ପରେ ଶୁଭଲକ୍ଷ୍ମୀଙ୍କୁ ଛାଡି ଦେଇଥିଲେ । ଅନୀଲ ଏହାର ଫାଇଦା ନେଉଥିଲା । ଅନୀଲ ପାଇଁ ଆଜି ଶୁଭଲକ୍ଷ୍ମୀ ମୃତ୍ୟୁବରଣ କରିଛନ୍ତି ବୋଲି ସଞ୍ଜୟ କହିଛନ୍ତି । ଏବେ ଏହି ଘଟଣାର ତଦନ୍ତ କରୁଛି ପୋଲିସ ।