Movie prime

ଚଉଠି ରାତି ରେ ସମ୍ପର୍କ ରଖିଲା ବେଳେ ସ୍ଵାମୀ ଜାଣିଲା କି ତା ସ୍ତ୍ରୀ ଆଗରୁ ଅଛି ୪ମାସ ର ଗର୍ଭବତୀ... ଆଉ ତାପରେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ବର୍ତ୍ତମାନ ଆପଣଙ୍କୁ ଏଭଳି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ଚକିତ ହୋଇ ଯିବେ।
Special Report
କାରଣ ଚତୁର୍ଥୀ ରାତିରେ ଏଭଳି ଘଟଣା ଘଟି ଯାଇଥିଲା ଯାହାକୁ କେହି ବିଶ୍ଵାସ କରି ପାରି ନଥିଲେ। ଚତୁର୍ଥୀ ରାତିରେ ସ୍ୱାମୀ ଦେଖିଲା ସ୍ତ୍ରୀ ର ପେଟ ଫୁଲିଛି। ତାର ସ୍ତ୍ରୀ ଗ-ର୍ଭ-ବ-ତୀ ଅଛି। ସ୍ୱାମୀ ଏକଥା ଠିକ ବୁଝି ପାରୁଥିଲା,
ସେ ଜାଣିଥିଲା କି ସେ ଆଉ କାହାର ପ୍ରେମିକା କୁ ବାହା ହୋଇ ଯାଇଛି ବୋଲି। ହଠାତ୍ ସ୍ତ୍ରୀ ସ୍ୱାମୀକୁ ମେଡିକାଲ ନେଇ ଯିବାକୁ କହିଥିଲେ ଆଉ କହିଥିଲେ କି ସେ ମାଆ ହେବା ପାଇଁ ଯାଉଛନ୍ତି ବୋଲି।
ବାହାଘର ପରେ ସ୍ତ୍ରୀ କୁ ନେଇ ସ୍ୱାମୀ କେତେ ସ୍ବପ୍ନ ଦେଖିଥିଲା। ସେ ଭାବିଥିଲା କି ସ୍ତ୍ରୀ ସହ ସେ ନିଜ ରାତିକୁ ରଙ୍ଗୀନ କରିବ ବୋଲି। ଚତୁର୍ଥୀ ରାତି ମଝିରେ ହିଁ ସ୍ତ୍ରୀ ର ପେଟରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା।
Special Report
ଆଉ ଯେତେବେଳେ ସ୍ୱାମୀ ଏହା ଦେଖିଥିଲା ସେତେବେଳେ ସ୍ୱାମୀର ହୋସ ସଂପୂର୍ଣ୍ଣ ଭାବରେ ଉଡ଼ି ଯାଇଥିଲା। ସେ ନିଜ ଆଖିକୁ ବିଶ୍ଵାସ କରି ପାରି ନଥିଲା। ଶୀଘ୍ର ଶାଶୂ ଘର ଲୋକେ ତାଙ୍କୁ ଡ଼ାକ୍ତରଖାନା ନେଇ ଯାଇଥିଲେ।
ଆଉ ଡ଼ାକ୍ତର ଯେତେବେଳେ ପରୀକ୍ଷା କରି କାରଣ ଜଣାଇ ଥିଲେ ସେତେବେଳେ ତାଙ୍କର ପାଦ ତଳୁ ମାଟି ସମ୍ପୁର୍ଣ୍ଣ ଭାବରେ ଖସି ଯାଇଥିଲା। କନ୍ୟା ଜଣକ ସେତେବେଳକୁ ସାତ ମାସର ଗ-ର୍ଭ-ବ-ତୀ ଥିଲେ।
ଆଉ ଚତୁର୍ଥୀ ପର ଦିନ ହିଁ ସେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲେ। ଆଉ ଏହି ଘଟଣା ଏବେ ଚହଳ ସୃଷ୍ଟି କରିଛି। ଏହାକୁ କେହି ବିଶ୍ବାସ କରି ପାରୁ ନାହାଁନ୍ତି। ସୋସିଆଲ ମିଡିଆରେ ଏହି ଘଟଣା ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଲୋକମାନେ ଏହାକୁ ଖୁବ୍ ନିନ୍ଦା କରିଛନ୍ତି। ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.