Movie prime

ସମସ୍ତଙ୍କ ଆଗରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଗଲେ ପୋଲିସ ବାବୁ, ଲୋକେ କହିଲେ ୟାକୁ ବାନ୍ଧିକି ବାଡାଓ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯଦି ଜଣେ ପୋଲିସ ହିଁ ଭୁଲ କାମ କରିବ ତେବେ ଆପଣ ତାଙ୍କୁ କଣ କହିବେ? ଲକ୍ଷ୍ନୌ ରେ ଏଭଳି ଏକ ଘଟଣା ଘଟି ଯାଇଛି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ମଧ୍ଯ ଲାଗିଛି।
Special Report
ଦେଖିବାକୁ ମିଳିଛି କି ଜଣେ ପୋଲିସ ଅଫିସର ଙ୍କୁ ତାଙ୍କର ଚାରି ପାଖରେ ଘେରି ଥିବା ଲୋକମାନେ ଘୋଷାଡି ଘୋଷାଡି ନେଇ ଯାଉଛନ୍ତି। ଲକ୍ଷ୍ନୌ ରେ ଏହି ପୋଲିସ ଅଫିସର୍ ରାହୁଲ୍ ତ୍ରିପାଠୀ ଏଭଳି କିଛି ଘଟଣା ଘଟିଛି।
ସେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଲୋକମାନେ ଧରି ପକାଇଛନ୍ତି। ଏଣ୍ଟି କରପସନ୍ ଟିମ୍ ଏହି ଅଫିସର୍ ଙ୍କ ଲାଞ୍ଚ ନେଉ ଥିବା ନାମରେ ଖବର ପାଇଥିଲା ସେତେବେଳେ ହିଁ ସେ ଏକ ଜାଲ ବିଛାଇ ଥିଲେ।
ଆଉ ଏହି ଜାଲରେ ଏବେ ଏହି ପୋଲିସ ଅଫିସର୍ ଜଣକ ଧରା ପଡି ଯାଇଛନ୍ତି। ସେ ଲାଞ୍ଚ ନେଉଥିବା ସମୟରେ ହିଁ ତାଙ୍କୁ ଧରି ପକାଇ ଥିଲେ। ଆଉ ତାଙ୍କୁ ଧରିବା ପରେ ହିଁ ତାଙ୍କର ଏଭଳି ଅବସ୍ଥା ହୋଇଥିବା ଜଣା ପଡିଛି।
Special Report
ଏହାପରେ ତାଙ୍କୁ ଥାନାକୁ ନିଆ ଯାଇଥିଲା। ପୋଲିସ ଙ୍କ ଉପସ୍ଥିତି ରେ ମଧ୍ୟ ଏକ ମୋକଦ୍ଦମା ଦର୍ଜ୍ କରାଯାଇ ଥିଲା। ଯେତେବେଳେ ରାହୁଲ୍ ତ୍ରିପାଠୀ ଙ୍କୁ ଗିରଫ କରାଯାଇ ଥିଲା ସେତେବେଳେ ସେଠାରେ ଥିବା ଚୌକିଦାର ବାରମ୍ବାର ପ୍ରମାଣ ମଧ୍ଯ ମାଗୁ ଥିଲେ।
ସେ ତାଙ୍କର ଆଖ ପାଖରେ ଥିବା ଲୋକ ମାନଙ୍କ ଠାରୁ ସାହଯ୍ୟ ମଧ୍ୟ ମାଗୁଥିଲେ। କାରଣ ଗାଡ଼ି ଟିକେ ଦୂରରେ ଥିଲା ସେଥିପାଇଁ ଏହି ସମୟର ଭିଡ଼ିଓ ମଧ୍ୟ କଏଦ ହୋଇଛି।
ଆଉ ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଜଣେ ପୋଲିସ ଅଫିସର ହୋଇ ଏଭଳି କାମ କରୁଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ। ଏହାକୁ ଖୁବ୍ ନିନ୍ଦା ମଧ୍ୟ କରାଯାଉଛି।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ଅନେକ ଲୋକ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଏହି ଭିଡିଓ କୁ ଦେଖିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.