Movie prime

ସମୁଦ୍ର ଭିତରୁ ଆସିଲା ଏଲିଅନ ମାନଙ୍କ ମେସେଜ, ଭାଇ ମାନେ ଆମେ ଖୁବ୍ ଶୀଘ୍ର ପୃଥିବୀ କୁ ଆସୁଛୁ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏଲିୟନସ ମାନେ ମହାକାଶ ରେ ଅଛନ୍ତି ବୋଲି ସବୁବେଳେ ଚର୍ଚ୍ଚା ହୋଇ ଥାଏ।ହେଲେ ଏବେ ଶୁଣିବାକୁ ମିଳୁଚି ଏମାନେ ମହାକାଶ ରେ ନାହାନ୍ତି।ଏମାନେ ଏହି ମାଟି ତଳେ ରହିଛନ୍ତି।
Special Report
ତେବେ ଏ ନେଇ ଅନେକ ଥର ଚର୍ଚ୍ଚା କରା ଯାଉ ଥିଲେ ମଧ୍ୟ ତାହା ସଫଳ ହୋଇ ପାରି ନାହିଁ।୨୦୧୩ ଅକ୍ଟୋବର ମାସ ରେ ଏକ ସିଦର ସମୁଦ୍ର ରୁ ମିଳି ଥିଲା।ଏମାନଙ୍କ ଓଜନ ୬୬୦ ପାଉଣ୍ଡ ଥିଲା।ଏମାନେ ୧୩ ଫୁଟ ର ଅଟନ୍ତି।ଏତେ ବଡ ବିଶାଳ କାୟ ଜୀବ କୁ ଦେଖି ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଏହା ପରେ ପୁଣି ଥରେ ସମୁଦ୍ର ରେ ଗୋଟିଏ ବଡ ଜୀବ ଦେଖା ଯାଇ ଥିଲା।ଏହା ମଧ୍ୟ ବହୁତ ବଡ ଥିଲା।ଏହାର ନାମ ଥିଲା ଗ୍ଲୋବଷ୍ଟର।ଏମାନଙ୍କ ଉପର ଅଂଶ ଗୋଟିଏ ଜାଲ ପରି ମାଡ଼ି ରହି ଥିଲା।ଲୋକ ମାନେ ଏହାକୁ ଦେଖି ବହୁତ ଭୟଭୀତ ହୋଇ ଯାଇ ଥିଲେ।
ସମୁଦ୍ର ଭିତରେ ଏହାର ମୃତ୍ୟୁ ହୋଇ ଯାଇଥିଲା।ଅନେକ ଦିନ ରହିବା ପରେ ଏମାନେ ବହୁତ ଦୁର୍ଗନ୍ଧ ସୃଷ୍ଟି କରୁଥିଲେ।ଏହା ପରେ ସେଠାରେ ଲୋକ ମାନେ ବହୁତ ହଇରାଣ ହୋଇ ଥିଲେ।ଏହା ପରେ ବୈଜ୍ଞାନିକ ମାନେ ମାନେ ଏହି ଜୀବ କୁ କିଏ ମାରିଲା ବୋଲି ଖୋଜି ଥିଲେ।
Special report
ଶେଷ ରେ ଜଣା ପଡି ଥିଲା ଏହି ଜୀବ କୁ ଅନ୍ୟ ଏକ ସାମୁଦ୍ରିକ ଜୀବ ମାରି ଦେଇଛି।ତେବେ ଏହି ସମୟ ମଧ୍ୟରେ ଆମେରିକା ମହାକାଶ ସଂସ୍ଥା ନାସା ଏକ ନୂଆ ତଥ୍ୟ ଦେଇଚି।ସେମାନଙ୍କ କହିବା ଅନୁଯାୟୀ ସମୁଦ୍ର ଭିତରେ ଏଲିୟନ ମାନେ ଲୁଚି ରହିଛନ୍ତି।
ସେମାନେ ମହାକାଶ ରେ ନାହାନ୍ତି।ତେବେ ଆଗରୁ ମଧ୍ୟ କୁହା ଯାଉଚି କି ଏଲିୟନ ମାନେ ଆମ ପୃଥିବୀ କୁ ବାରମ୍ବାର ଆସୁଛନ୍ତି।ତେବେ ସେମାନେ କେଉଁ ଉଦ୍ଦେଶ୍ୟ ରେ ଆମ ପୃଥିବୀ କୁ ଆସୁଛନ୍ତି। ତାହା ଏ ଯାଏଁ ଜଣା ପଡି ନାହିଁ।
ନାସା ର ଜଣେ ପୂର୍ବତନ ରିସର୍ଚ୍ଚର ଏକ ଭିନ୍ନ ମତ ଦେଇଛନ୍ତି।ଗୋଟିଏ ଗ୍ରହ ର ତାପମାତ୍ରା ତୁଳନା ରେ ଅନ୍ୟ ଗ୍ରହ ର ତାପମାତ୍ରା ରେ ବହୁତ ପାର୍ଥକ୍ୟ ରହି ଥାଏ।ତେଣୁ ସେମାନେ ଅନ୍ୟ ଗ୍ରହ କୁ ବୁଲି ବାକୁ ଯାଆନ୍ତି।
ସେମାନେ ବାହାର ତୁଳନା ରେ ସମୁଦ୍ର ଭିତରେ ରହିବାକୁ ପସନ୍ଦ କରନ୍ତି।ସେଠାରୁ ସେମାନେ ଅନ୍ୟ ଗ୍ରହ କୁ ସହଜ ରେ ଯାଇ ପାରନ୍ତି।ତେଣୁ ଏବେ କୁହା ଯାଉଚି କି ଏଲିୟନ ମାନେ ସମୁଦ୍ର ଭିତରେ ରହୁଛନ୍ତି।