Movie prime

କାଲି ବଞ୍ଚି ଥିବା ଦିଲ୍ଲୀପ ଆଜି ସକାଳୁ ସକାଳୁ କିପରି ମରିଗଲେ??? ସନ୍ଦେହ ଘେର ରେ ହାଇ ଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ଭୂମିକା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୁବନେଶ୍ୱର ଘରୋଇ ମେଡିକାଲ ରେ ମୃ-ତଦେହ ହସ୍ତାନ୍ତର କୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନା କୁ ଆସିଛି। ପରିବାର କୁ ଅନ୍ୟ ଜଣକ ମୃ-ତଦେହ ହସ୍ତାନ୍ତର କରାଯାଇଛି।
Special Report
ହେଲେ ମୃ-ତ ବୋଲି କୁହା ଯାଉଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ ବୋଲି ଜଣା ପଡ଼ିଛି। ଏହି ବିସ୍ଫୋରଣ ରେ ମୃ-ତ୍ୟୁ କୁ ନେଇ ଦ୍ଵନ୍ଦ ଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ମଧ୍ୟ ଏହା ଜଣା ପଡ଼ିଛି।
ସେ ମୃ-ତଦେହ ଜ୍ୟୋତି ରଞ୍ଜନ ନା ଦିଲ୍ଲୀପ ସାମନ୍ତ ରାୟ ଙ୍କ ସେ ନେଇ ଏବେ ମଧ୍ୟ ସମସ୍ତଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହୋଇଛି। ଏବଂ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ମଧ୍ୟ ଏହା କୁହା ଯାଉଛି।
ଖୋର୍ଦ୍ଧା ଜିଲ୍ଲାରେ ହେଉଛି ଦିଲ୍ଲୀପ ଙ୍କ ଘର ଆଉ ତାଙ୍କର ମୃ-ତ୍ୟୁ ଖବର ମିଳିବା ପରେ ତାଙ୍କର ସ୍ତ୍ରୀ ମଧ୍ୟ ଆ-ତ୍ମ-ହ-ତ୍ୟା କରି ଦେଇଥିଲେ। ହେଲେ ଏବେ ଜଣା ପଡିଛି କି ଦିଲ୍ଲୀପ ସାମନ୍ତ ରାୟ ବଞ୍ଚିଛନ୍ତି ବୋଲି। ଗତ ଶୁକ୍ରବାର ହସ୍ପିଟାଲ ରେ ବିସ୍ପୋରଣ ପରେ ୪ ଜଣ ଆହତ ହୋଇଥିଲେ।
Special Report
ଆଉ ରବିବାର ଦିନ ଦିଲ୍ଲୀପ ସାମନ୍ତ ରାୟ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ଘୋଷଣା କରାଯାଇ ଥିଲା। ଏହାପରେ ମଞ୍ଚେଶ୍ଵର ଥାନା ପୋଲିସ୍ ଓ ପରିବାର ଲୋକଙ୍କ ଉପସ୍ଥିତି ରେ ମୃ-ତ ଦେହ ବ୍ୟବଚ୍ଛେଦ କରାଯାଇ ଥିଲା।
ଏହାପରେ ପରିବାର ଲୋକଙ୍କୁ ହସ୍ତାନ୍ତର ମଧ୍ୟ କରାଯାଇ ଥିଲା। ଏହାପରେ ପରିବାର ଲୋକେ ମଧ୍ୟ ଶବ ସତ୍କାର କରି ଦେଲେ। ଏବଂ ଏହାପରେ ତାଙ୍କର ସାତ ମାସ ର ଗର୍ଭବତୀ ସ୍ତ୍ରୀ ଆ-ତ୍ମ-ହ-ତ୍ୟା କରିଦେଲେ।
ଦିଲ୍ଲୀପ ଙ୍କ ଗାଁ ହରିରାଜପୁର ରେ ଶୋକ ର ଛାୟା ଖେଳି ଯାଇଥିଲା। ହେଲେ ଏବେ ଜଣା ପଡ଼ିଛି କି ସେ ମୃ-ତ ଦେହ ଜ୍ୟୋତି ରଞ୍ଜନ ମଲ୍ଲିକ ଙ୍କର ଥିଲା। ଏହି ଖବର ପାଇ ପରିବାର ଲୋକେ ଖୁସୀ ହେବେ ନା ବୋହୂ ମୃ-ତ୍ୟୁ ରେ ଦୁଃଖୀ ହେବେ କେହି କିଛି ହେଲେ ମଧ୍ୟ ବୁଝି ପାରୁ ନାହାଁନ୍ତି।
ଏଭଳି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଆପଣ ମାନଙ୍କୁ କଣ ଲାଗୁଛି କିଏ ଏହି ଘଟଣା ପାଇଁ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।