Movie prime

କେନ୍ଦ୍ରାପଡ଼ା ରୁ ନଈ ରେ ପହଁରି ପହଁରି ଆସି କେନ୍ଦୁଝର ରେ ଷଣ୍ଢ ଖାଇଗଲା କୁମ୍ଭୀର !

 
Special report
ନମସ୍କାର ପାଠକ ବନ୍ଧୁ।କୁମ୍ଭୀର ଆତଙ୍କ ରାଜ୍ୟ ରେ ବଢ଼ିବାକୁ ଲାଗିଛି।କେନ୍ଦ୍ରାପଡ଼ା ପରେ ଏବେ କେନ୍ଦୁଝର ଓ ନୟାଗଡ ରେ ମାତିଛି କୁମ୍ଭୀର।ଏହି କିଛି ଦିନ ତଳେ ଆପଣ ମାନେ ଯାଜପୁର ଜିଲ୍ଲା କଥା ବି ଶୁଣି ଥିବେ।ସେଠାରେ ଜଣେ ମହିଳା ଙ୍କୁ କୁମ୍ଭୀର ଟାଣି ନେଇ ଖାଇ ଗଲା।।
Special report
ପୁଣି ଏକ ଛାତି ଥରାଇବା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।ସେଠାରେ କୁମ୍ଭୀର ଗୁଡ଼ିକ ରାସ୍ତାରେ ବୁଲୁଛନ୍ତି।ଲୋକ ମାନେ ଭୟ ରେ ଘରୁ ବାହାରୁ ନାହାଁନ୍ତି।ଯେ କେହି ବି କୁମ୍ଭୀର କୁ ଦେଖୁଚୁ ଭୟ ରେ ଘର ଭିତର କୁ ଚାଲି ଯାଉଚି।କୌଣସି ନଦୀ ପୋଖରୀ କୁ ନ ଯିବା ପାଇଁ ସରକାର ମଧ୍ୟ ଆଗୁଆ ସତର୍କ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚାୟତ ର ନୟାଗଡ କୁଷେଇ ନଦୀ ଘାଟ ରେ ପୁଣି ଗୋଟିଏ ଅଭାବନୀୟ ଘଟଣା ଘଟିଛି।ଏଠାରେ ଜଣେ ବ୍ୟକ୍ତି ନଦୀ ଘାଟ କୁ ଗାଧେଇବାକୁ ଯାଇଥିଲେ।ଠିକ୍ ନଦୀ ରେ ଗୋଡ ରଖିଛନ୍ତି ତ ମଣିଷ ଖିଆ କୁମ୍ଭୀର ଚାତକ ପରି ଚାହିଁ ରହିଥିଲା।
ତାଙ୍କୁ ଝାଂପି ନେବାକୁ ମାଡ଼ି ଆସିବା ବେଳେ ବ୍ୟକ୍ତି ଜଣକ କୁଦା ମାରି ଚାଲି ଆସିଲା।ଅନେକ ଲୋକ ସେଠାରେ ଚିତ୍କାର କଲେ।କୁମ୍ଭୀର ଡରି ଯାଇ ଛାଡି ଚାଲି ଗଲ।ଏହି ଘଟଣା ଏବେ ସେ ଅଞ୍ଚଳ ରେ ଆତଙ୍କ ସୃଷ୍ଟି କରିଛି।ଲୋକ ମାନେ ଆଉ ନଦୀ କୁଳ କୁ ଯାଉ ନାହାଁନ୍ତି।
Special report
ଥରେ ମଣିଷ ମାଂସ ଖାଇ କୁମ୍ଭୀର ପାଟି ରେ ମଣିଷ ମାଂସ ଲାଗି ଯାଇଛି।ତାର ବାରମ୍ବାର ଇଚ୍ଛା ହେଉଚି ମଣିଷ ମାଂସ ଖାଇବା ପାଇଁ ।ଯାହାକୁ ଦେଖୁଛି ତାହାକୁ ମାଡ଼ି ବସିଛି କୁମ୍ଭୀର।ଗ୍ରାମ ରେ ଥିବା ଏକ ଶଣ୍ଡ ମଧ୍ୟ ଆଉ ଦେଖା ଯାଉ ନାହିଁ।
ଲୋକ ମାନେ ଆଶଙ୍କା କରୁଛନ୍ତି କି ବୋଧେ ସେଇ କୁମ୍ଭୀର ତାକୁ ଖାଇ ଦେଇଚି।ଲୋକ ବହୁତ ଭୟ ବିତ ହୋଇ ଯାଇଛନ୍ତି।ସେହି ଦିନ ରାତି ରେ ଗଣ ମାଧ୍ୟମ ଓ କିଛି ପୋଲିସ କର୍ମଚାରି ସେହି ବୃଦ୍ଧା ଙ୍କ ନିକଟ ରେ ପହଞ୍ଚିଲେ।ଘଟଣା ବିଷୟ ରେ ତାଙ୍କୁ ପଚରା ଯାଇଥିଲା।
ବୁଦ୍ଧ ଜଣକ କହିଥିଲେ କି ସେ ପ୍ରତିଦିନ ନଦୀ କୁ ଗାଧୋଇବାକୁ ଯାଆନ୍ତି।ଘଟଣା ଦିନ ସେ ଗାଧୋଇବାକୁ ଯାଇଥିବା ବେଳେ ପଥର ତଳେ ଲୁଚି ରହିଥିଲା ଏକ କୁମ୍ଭୀର।ସେ ପାଦ ଦଉ ଦଉ ପାଣି ଭିତରେ ମାଡି ବସି ଥିଲା କୁମ୍ଭୀର।
ଲୋକ ଙ୍କ ଚିତ୍କାର ଶୁଣି କୁମ୍ଭୀର ଛାଡି ଚାଲି ଗଲା।ନହେଲେ ସେଦିନ ଆଉ ଜଣକ ଜୀବନ ନେଇ ଯାଇ ଥାଆନ୍ତା କୁମ୍ଭୀର।କିଛି ଲୋକ ଏହି ଦୃଶ୍ୟ କୁ ମଧ୍ୟ କ୍ୟାମେରା ରେ କଏଦ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.