Movie prime

ସପ୍ତମ ଶ୍ରେଣୀ ଛାତ୍ରୀ କୁ ଏକୁଟିଆ ପାଇ ରାକ୍ଷସ କରିଦେଲା ବଳାତ୍କାର, ଲୋକେ ଧରି ଗଛ ରେ ବାନ୍ଧି ପକେଇଲେ..

 
Special Report
ନମସ୍କାର ପାଠକ ବନ୍ଧୁ।ଛାତ୍ରୀ ଙ୍କୁ ପ୍ରେମ କରି ମାଡ ଖାଇଲେ ଶିକ୍ଷକ।ଆପଣ ମାନେ ସମସ୍ତେ ଜାଣି ଥିବେ ଶିକ୍ଷକ ମାନେ ଏ ସମାଜ ରେ ସବୁବେଳେ ନମସ୍ୟ।ସେ ପିଲା ମାନଙ୍କୁ ସବୁବେଳେ ଭଲ ଶିକ୍ଷା ଦେଇ ଥାନ୍ତି।ଯାହାକି ପିଲା ମାନଙ୍କୁ ଆଗକୁ ଯିବା ରେ ସାହାର୍ଯ୍ୟ କରନ୍ତି।
Special Report
ହେଲେ ବର୍ତ୍ତମାନ ର ଶିକ୍ଷକ ମାନେ ଏହାକୁ ଭୁଲି ଯାଉଛନ୍ତି।ନିଜ ମନ ର ଇଛା ଆଗରେ ସେମାନେ ସବୁ କିଛି କୁ ପଛରେ ଛାଡି ଦେଉଛନ୍ତି।ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲାର ସଦର ଥାନା ଅଞ୍ଚଳ ରେ ।
ଏଠାରେ ଜଣେ ହାଇ ସ୍କୁଲ ଶିକ୍ଷକ ସେହି ବିଦ୍ୟାଳୟ ରେ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ପ୍ରେମ କରୁଥିଲେ।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଗାଁ ଲୋକ ମାନେ ଦେଖି ଦେବା ପରେ ତାଙ୍କୁ ରାସ୍ତା ମଝି କୁ ଘୋଷାଡି ଆଣି ଥିଲେ।
Special Report
ତାଙ୍କୁ ଗୋଟିଏ ଗଛ ରେ ବାନ୍ଧି ଦେଇ ଖୁବ୍ ପିଟି ଥିଲେ।ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ଙ୍କୁ ବୁଝା ସୂଝା କରିଥିଲେ।ଓ ଶିକ୍ଷକ ଙ୍କୁ ଉଦ୍ଧାର କରି ପୋଲିସ ଥାନା କୁ ନେଇ ଯାଇଥିଲେ।ଯାହାକି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି।
ସୂଚନା ଅନୁସାରେ ଗତ ଶନିବାର ଦିନ ବି ବ୍ରହ୍ମପୁର ବିଦ୍ୟାଳୟ ର ଜଣେ ଛାତ୍ରୀ ଶୀଘ୍ର ଘର କୁ ଚାଲି ଆସିଥିଲେ।ଏହା ପରେ ସେ ଟ୍ୟୁସନ୍ ଯିବେ ବୋଲି କହିଥିଲେ।ଘର ଲୋକେ ମଧ୍ୟ ତାଙ୍କ କଥା କୁ ମାନି ନେଇ ଥିଲେ।
ଏହା ପରେ ସେ ଟ୍ୟୁସନ୍ ବାହାରି ଯାଇଥିଲେ।ହେଲେ ଫେରିବା ରେ ବିଳମ୍ବ ହେବାରୁ ତାଙ୍କ ବାପା ଯାଇ ସବୁ ଆଡେ ଖୋଜିଲେ।ଜାଣିବାକୁ ପାଇଲେ ତାଙ୍କ ଝିଅ ଟ୍ୟୁସନ୍ ଯାଇ ନାହିଁ।ଏହା ପରେ ସେ ଅନେକ ସ୍ଥାନ ରେ ତାଙ୍କ ଝିଅ କୁ ଖୋଜିଲେ।
ଗାଁ ଲୋକ ମାନେ କହିଲେ କି ତାଙ୍କ ଝିଅ ଶିକ୍ଷକ ଙ୍କ ଘର କୁ ଯାଇଚି।ଏହା ପରେ ତାଙ୍କ ବାପା ଶିକ୍ଷକ ଙ୍କ ଘର କୁ ଯାଇଥିଲେ।ସେଠାରେ ସେ ତାଙ୍କ ଝିଅ କୁ ଦେଖି ମୁଣ୍ଡ ତଳକୁ ହୋଇ ଯାଇଥିଲା।
ଏହା ପରେ ତାଙ୍କ ଝିଅ ଜିଦ୍ ଧରି ଥିଲା ଶିକ୍ଷକ ଙ୍କୁ ବିବାହ କରିବା ପାଇଁ।ଅନ୍ୟପଟେ ଗାଁ ର ଲୋକ ମାନେ ସେହି ଶିକ୍ଷକ ଙ୍କୁ ଆଣି ଗଛ ରେ ବାନ୍ଧି ପକାଇ ଥିଲେ।ତାଙ୍କୁ ଖୁବ୍ ପିଟି ଥିଲେ।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।