Movie prime

ସାରାଙ୍କ ପ୍ରେମରେ ପଡି ନିଜ ଭବିଶ୍ୱତକୁ ଅନ୍ଧାର କରିଦେଲେଣି ଶୁଭମନ ଗିଲ !!! ଦେଖନ୍ତୁ କେମିତି ଏବେ ଏବେ ଆସିଲା ବହୁତ୍ ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ କ୍ରିକେଟ ଜଗତକୁ ନେଇ ଆସିଥିବା ଖବର ଜାଣିପାରିବେ ।
Special report
ଆପଣମାନେ ସମସ୍ତେ ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି କ୍ରିକେଟର ଜଣକ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ଭଲ ପାଉଛନ୍ତି । 
ଆପଣମାନେ ସମସ୍ତେ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଜାଣିଥିବେ । ଏହି କ୍ରିକେଟର ଆମ ଦେଶର ଗର୍ବ ଆଉ ଗୌରବ ଅଟନ୍ତି । ତାଙ୍କ ଝିଅକୁ କ୍ରିକେଟର ଶୁଭମନ ଗିଲ ଭଲ ପାଉଛନ୍ତି । ସଚିନଙ୍କ ଜ୍ବାଇଁ ବୋଲି ବିସିସିଆଇ କ୍ରିକେଟର ଶୁଭମନ ଗିଲଙ୍କୁ ଗେହ୍ଲା ପୁଅ କରିଛି ।
Special report
ଏବେ ଖବର ଆସିଛି କି କ୍ରିକେଟର ଶୁଭମନ ଗିଲ ଗୋବରରୁ ଖତ ହୋଇ ଯାଇଛନ୍ତି । ସେ ଆଉ ଭଲ ଖେଳୁ ନାହାଁନ୍ତି । ଏବେ ଭାରତ ଆଉ ଇଂଲଣ୍ଡ ମଧ୍ୟରେ ଖେଳ ହେଉଥିଲା । ଏହି ଖେଳରେ ଇଂଲଣ୍ଡ ଠାରୁ ଭାରତ ପରାଜୟ ଲାଭ କରିଛି ।
ପୁଣି ଭାରତ ମାଟିରେ ଖେଳି ଭାରତକୁ ହରାଇଛି ଇଂଲଣ୍ଡ । ଜିତିବା ମ୍ୟାଚକୁ ହାରିଲା ଭାରତ । ଭାରତ କରିଲା ଖରାପ ରେକର୍ଡ । ଭାରତକୁ ଇଂଲଣ୍ଡ ଖେଳିବା ପାଇଁ ଆସି ପୁଣି ଭାରତକୁ ଆଣ୍ଠେଇ ଦେଇଛି ଇଂଲଣ୍ଡ । ଏହି ଖେଳ ଦେଖି ଲାଜରେ ଝାଉଁଳି ପଢ଼ିଛନ୍ତି ଭାରତୀୟ ଦର୍ଶକମାନେ ।
Special report
ବିଶ୍ୱକପ୍ ହାରିଯିବାର ଦୁଃଖ ପରେ ଏହା ହେଉଛି ଆଉ ଏକ ଦୁଃଖ । ଆଉ ତାପରେ ଭାରତର ଦର୍ଶକମାନେ କ୍ରିକେଟର ଶୁଭମନ ଗିଲଙ୍କୁ ଗାଳି କରିବା ଆରମ୍ଭ କରି ଦେଇଛନ୍ତି । ଲୋକେ କହୁଛନ୍ତି ଗୋବରରୁ ଖତ ହୋଇଗଲେଣି ଶୁଭମନ ଗିଲ । 
ଆଉ ଏହାସହ ଲୋକମାନେ କହିଛନ୍ତି ସଚିନ ତେନ୍ଦୁଲକରଙ୍କ ଜ୍ବାଇଁ କ୍ରିକେଟର ଶୁଭମନ ଗିଲ ବୋଲି ତାଙ୍କୁ ବିସିସିଆଇ ଜ୍ବାଇଁ ଭଳି ଟ୍ରିଟ କରୁଛି । ଅନେକ ଖେଳାଳି ଅଛନ୍ତି କିନ୍ତୁ ତାଙ୍କୁ ଖେଳିବାର ସୁଯୋଗ ଦିଆଯାଉଛି । ଏହାସହ କ୍ରିକେଟର ଶ୍ରେୟସ ଏୟର ମଧ୍ୟ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଭୁଲି ଗଲେଣି ବୋଲି ଲୋକେ କହୁଛନ୍ତି ।
ଏହି ଦୁଇ ଖେଳାଳିଙ୍କୁ ଦଳରୁ ବିଦା କରିବାକୁ ନେଇ ଚର୍ଚ୍ଚା ହେଉଛି । ଜିତିବାକୁ ଥିବା ମ୍ୟାଚକୁ ହାରି ଥିଲେ ଭାରତୀୟ ଦଳ । ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି । ୨୩୨ ରନ ଟାର୍ଗେଟ ଥିବା ବେଳେ ୨୦୨ ରନ୍ କରି ହାରି ଯାଇଥିଲା ଭାରତ । କୌଣସି ଖେଳାଳି ଭଲ ପ୍ରଦର୍ଶନ କରି ନଥିଲେ ।