Movie prime

ସରକାର ଙ୍କ ବିରୁଦ୍ଧ ରେ ଠିଆ ହେଲେ ଛାତ୍ର ଛାତ୍ରୀ, ଆମେ ପାସ କଲୁ ଏବେ ଫଟାଫଟ ଆମକୁ ଚାକିରି ଦିଅ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରାଜ୍ୟ ସରକାର କନିଷ୍ଠ ଶିକ୍ଷକ ପାଇଁ ୨୦ ହଜାର ପଦବୀ ସୃଷ୍ଟି କରିଥିଲେ ଏବଂ ତାଙ୍କୁ ନିଯୁକ୍ତି ଦିଆଯିବ ବୋଲି ମଧ୍ୟ କୁହା ଯାଇଥିଲା।
Special report
ସେଥିପାଇଁ ମଧ୍ୟ ପରୀକ୍ଷାର୍ଥୀ କିଭଳି ଭାବରେ ଆବେଦନ କରି ପାରିବେ ତାହାର ବ୍ୟବସ୍ଥା କରାଯାଇଥିଲା। ପାଖାପାଖି ୯୩ ହଜାର ପରୀକ୍ଷାର୍ଥୀ ଏଥିପାଇଁ ଆବେଦନ ମଧ୍ୟ କରିଥିଲେ।୫୫ ରୁ ୬୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।
ସେମାନଙ୍କ ମଧ୍ୟରୁ ଓସେପା ୧୮୭୮୮ ଜଣ ପାର୍ଥି ଙ୍କ ମେରିଟ ଲିଷ୍ଟ ଘୋଷଣା କରାଯାଇଛି। ପରୀକ୍ଷା ପରିଚାଳନା ଗତ ତୃଟି ପାଇଁ ସ୍ବଚ୍ଛତା କୁ ନେଇ ଏବେ ଆଶାୟୀ ପ୍ରାର୍ଥୀ ମାନେ ଏନେଇ ପ୍ରଶ୍ନ ଉଠାଇଛନ୍ତି।
ଯେଉଁ ଆଡମିଟ କାର୍ଡ ପରୀକ୍ଷା ପାଇଁ ପ୍ରକାଶ ପାଇଥିଲା ସେଥିରେ ପରୀକ୍ଷାର୍ଥୀ ଙ୍କ ନାମ ଥିଲା ମହାଲ ମାଣ୍ଡା। ବାପାଙ୍କ ନାମ ରହିଛି ମହାଲ ମାଣ୍ଡା ପ୍ରୋ। ପରୀକ୍ଷାର୍ଥୀ ଙ୍କ ଫଟୋ ବଦଳରେ ମଧ୍ୟ ପକ୍ଷୀ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା।
Special Report
ଏଭଳି କି ଓଡ଼ିଶାର ମାନଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇଛନ୍ତି ସେ ପରୀକ୍ଷା ଦେଲାପରେ କେତେ ମାର୍କ ରଖିଛନ୍ତି ତାହା ମଧ୍ୟ ସେମାନେ ଜାଣି ପାରୁ ନାହାଁନ୍ତି।
ଏହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ ଯାହାକି ସ୍ବଚ୍ଛତା କୁ ନେଇ ପ୍ରଶ୍ନ ଉଠିଛି। ଯେଉଁ ଆଶାୟୀ ଙ୍କ ତାଲିକା ପ୍ରକାଶ ପାଇଛି ସେମାନେ ଜେତେ ମାର୍କ ରଖି ଚାକିରୀ ପାଇଛନ୍ତି ତାହା ମଧ୍ୟ ସେମାନେ ଜାଣି ପାରୁ ନାହାଁନ୍ତି।
କେତେ ମାର୍କ ରେ ସେମାନେ କଟି ଯାଇଛନ୍ତି ତାହା ମଧ୍ୟ ତାଙ୍କୁ ଜଣା ପଡି ପାରୁ ନାହିଁ। ସେଥିପାଇଁ ଏହାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠିଛି। ପରିଚାଳନା ଗତ ତୃଟି କ ବିଭ୍ରାଟ କୁ ନେଇ ମଧ୍ୟ ପ୍ରଶ୍ନ ଉଠା ଯାଇଛି।
ଓସେପା କର୍ମଚାରୀ ମାନେ କହିଥିଲେ କି ସ୍ବଚ୍ଛତା ର ସହ ଏହି ପରୀକ୍ଷା ନିୟନ୍ତ୍ରଣ କରାଯାଇ ଥିଲା। ହେଲେ ଆଶାୟୀ ମାନେ ଏହା ମାନିବାକୁ ନାରାଜ। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.