Movie prime

ଆସିଗଲା ମୋଦୀ ଙ୍କ ନୂଆ ଯୋଜନା : ଏଣିକି ଶୋଇ ଶୋଇ ମିଳିବ ମାସକୁ ୩୦୦୦, ଏପଟେ ନବୀନ ଙ୍କ ମାଗଣା ରାସନ୍, ଆଉ ସେପଟେ ମୋଦୀ ଙ୍କ ମାଗଣା ଟଙ୍କା! ଆଉ କଣ ଦରକାର୍ ଓଡ଼ିଶା ବାସୀ?

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି କିଛି ସରକାରୀ ଯୋଜନା ସମ୍ପର୍କ ରେ କହିବାକୁ ଯାଉଛୁ ଯେଉଁଥିରେ କି ଆମକୁ ମାଗଣାରେ ପଇସା ମିଳୁଛି।
ସରକାର ଙ୍କ ତରଫ ରୁ ଅନେକ ସ୍କିମ ଅଛି ମାତ୍ର ସେଥି ମଧ୍ୟରୁ ଆମେ କିଛି ଅଳ୍ପ ସ୍କିମ ସମ୍ପର୍କରେ ଜାଣିଛୁ।ତେବେ ଆଜି ଆମେ ଜାଣି ପାରିବା ସରକାର ଙ୍କ
ଏଭଳି କେଉଁ ଯୋଜନା ଅଛି ଯେଉଁଥିରେ କି ଆମକୁ ଲକ୍ଷ ଲକ୍ଷ ଟଙ୍କା ମିଳି ପାରିବ। ତେବେ ଚାଲନ୍ତୁ ଜାଣିବା ସେହି ସ୍କିମ ସମ୍ପର୍କ ରେ,
(୧) ଇ- ଶ୍ରମ କାର୍ଡ - ଏହି କାର୍ଡ ର ଆବେଦନ ପାଇଁ ଏକ ଇ- ଶ୍ରମ କାର୍ଡ ର ପୋର୍ଟାଲ ମଧ୍ୟ ଅଛି। ଆଉ ଏଥିରେ ୧୮ କୋଟି ରୁ ଅଧିକ ଲୋକ ମାନେ ମଧ୍ୟ ଆବେଦନ କରି ସାରିଛନ୍ତି। ଏଥିରେ ଅଧିକ ସଂଖ୍ୟକ ମହିଳା ଅଛନ୍ତି।
ଏହା ସମ୍ପୂର୍ଣ୍ଣ ଭାରତବାସୀ ମାନଙ୍କ ପାଇଁ ହିଁ ପ୍ରଯୁଜ୍ୟ ଅଟେ। ଏହି କାର୍ଡ ରେ ମଧ୍ୟ ପିଏମ୍ ସୁରକ୍ଷା ବିମା ଯୋଜନା ଦ୍ବାରା ୨ ଲକ୍ଷ ଟଙ୍କା ମେଡିକାଲ ସୁବିଧା ମିଳିଥାଏ। ଏହି କାର୍ଡ ଦ୍ବାରା ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ମଧ୍ଯ ଆବେଦନ କରି ପାରିବେ ଯାହା ଦ୍ୱାରା ୩୦୦୦ ଟଙ୍କା ପେନସନ ମଧ୍ଯ ମିଳିବ।
(୨) ସ୍କିଲ ଇଣ୍ଡିଆ ସ୍କିମ - ଯଦି ଆପଣ ବେରୋଜଗାର ଅଛନ୍ତି ଓ ଆପଣଙ୍କ ନିକଟରେ କୌଣସି ଚାକିରୀ ନାହିଁ କିନ୍ତୁ ଆପଣ ନୁଆ ନୁଆ ସ୍କିଲ୍ ଶିଖିବାକୁ ଚାହୁଁଛନ୍ତି,
ମାତ୍ର ଆପଣଙ୍କ ନିକଟରେ ସେତିକି ପରିମାଣର ଅର୍ଥ ନାହିଁ ତେବେ ଏହି ସ୍କିମ ଦ୍ବାରା ଆପଣଙ୍କୁ ମାଗଣାରେ ସ୍କିଲ୍ ଟ୍ରେନିଂ ଦିଆ ଯିବ। ଆଉ ଏହା ଦ୍ବାରା ଆପଣ ମାନେ ଚାକିରୀ ପାଇଁ ପ୍ରଯୁଜ୍ୟ ହୋଇ ପାରିବେ।
(୩) ଷ୍ଟାଣ୍ଡ ଅପ୍ ଇଣ୍ଡିଆ ସ୍କିମ - ଏହା ମହିଳା , ଅନୁସୂଚିତ ଜାତି ଓ ଜନଜାତି ର ଲୋକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ଏହି ସ୍ମିମ ପାଇଁ ମହିଳା ମାନେ ଯେକୌଣସି ସମ୍ପ୍ରଦାୟ ର ହେଲେ ମଧ୍ଯ ସେମାନେ ଯୋଗ୍ୟ ଅଟନ୍ତି ହେଲେ ପୁରୁଷ ମାନେ କେବଳ ଅନୁସୂଚିତ ଜାତି ଓ ଜନଜାତି ର ହେଲେ ହିଁ ଯୋଗ୍ୟ ହେବେ।
ଏହି ସ୍କିମ ଦ୍ବାରା ଆପଣ ଯେକୌଣି ବ୍ୟାଙ୍କ୍ ରୁ ଦଶ ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ଖୁବ ସହଜରେ ଋଣ ନେଇ ପାରିବେ। ଏହା ଆପଣ ଆପଣଙ୍କ ବିଯିନେଶ ବାବଦ କୁ ନେଇ ପାରିବେ। ମାତ୍ର କୃଷି କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ନେଇ ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.