Movie prime

ସରକାରୀ ଚାକିରିଆ ଙ୍କ ପାଇଁ ସରକାର ଆଣିଲେ ବହୁତ୍ ବଡ଼ ଖୁସି ଖବର ! ମାଗଣା ରେ ଉଠେଇ ପାରିବେ ୭ ଲକ୍ଷ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଅନେକ ବିଷୟରେ ଜାଣିପାରିବେ । ସରକାର ଆଉ ଏକ ନିୟମ ବାହାର କରିଛନ୍ତି । ସରକାରୀ ଚାକିରୀ କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଭଲ ଅଟେ । 
ସରକାରୀ ଚାକିରୀ କରୁଥିବା ଲୋକଙ୍କ ପାଇଁ ଆସିଛି ବଡ ଖୁସି ଖବର । ଖବରଟି ହେଉଛି ଇପିଏଫଓ ସମ୍ବନ୍ଧିତ । ଏବେ ସରକାରୀ କର୍ମଚାରୀଙ୍କୁ ୭ ଲକ୍ଷ ଟଙ୍କା ମିଳିବାର ଫାଇଦା ମିଳିଛି ।
ଇପିଏଫଓ ତରଫରୁ ଏବେ ସମସ୍ତ ସରକାରୀ ଚାକିରିଆଙ୍କ ପାଇଁ ଏହି ସୁବିଧା ବାହାର କରାଯାଇଛି । ଯେଉଁଥିରେ ଆପଣଙ୍କୁ ପୁରା ୭ ଲକ୍ଷ ଟଙ୍କାର ଫାଇଦା ମିଳିବ । ଯଦି ଆପଣ ଇପିଏଫଓ ସବସ୍କ୍ରାଇବର୍ ତାହେଲେ ଆପଣ ଏହି ସୁବିଧା ପାଇପାରିବେ ।
ଇପିଏଫଓ ଅର୍ଥାତ୍ କର୍ମଚାରୀ ଭବିଷ୍ୟ ନୀତି ସଂଗଠନ ନିଜ ସବସ୍କ୍ରାଇବରମାନଙ୍କ ପାଇଁ ଏକ ସୂଚନା ଜାରି କରିଛି । ସମସ୍ତଙ୍କୁ ଏବେ ଇ ନୋମିନେସନ୍ ଭରିବାକୁ କୁହାଯାଇଛି ।
ଯଦି ଆପଣ ଏହି ଫର୍ମକୁ ଭରିବେ ନାହିଁ ତାହେଲେ ଆପଣ ଏହି ୭ ଲକ୍ଷ ଟଙ୍କା ପାଇପାରିବେ ନାହିଁ । ଏହା ହେଉଛି ଏକ ଜୀବନ ବୀମା ଯୋଜନା । ଏହି ଯୋଜନାରେ ମିଳିବ ୭ ଲକ୍ଷ ଟଙ୍କା । ତେଣୁ ଆଗୁଆ ସଚେତନ ହୋଇ ଏହି କାମକୁ ସାରି ଦିଅନ୍ତୁ । 
ଅନଲାଇନରେ ଆପଣ ଏହାର ଇ ନୋମିନେଶନ କରିପାରିବେ । ପ୍ରଥମେ ଆପଣ ଏହାର ଅଫିସିଆଲ୍ ୱେବସାଇଟ www. epf. ind. gov. in କୁ ଯାଆନ୍ତୁ । ଏଠାରେ ଦିଆଯାଇଥିବା ସର୍ଭିସ୍ ଉପରେ କ୍ଲିକ କରନ୍ତୁ ।
ଏହାପରେ for employes ରେ କ୍ଲିକ୍ କରନ୍ତୁ । ଏବେ member UAN ରେ ଅନଲାଇନ୍ ସର୍ଭିସ୍ ଉପରେ କ୍ଲିକ୍ କରନ୍ତୁ । ଏବେ UAN ଏବଂ ପାସୱାର୍ଡ ଏଣ୍ଟର କରନ୍ତୁ । ଏହାପରେ ଇ ନୋମିନେସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଏହି ଭିଡିଓରେ କହିଥିବା ଅନୁଯାୟୀ କରନ୍ତୁ । ଆପଣ ଏମିତି କରିଲେ ଏହି ସୁବିଧା ପାଇପାରିବେ ।