Movie prime

ଘର ଭାଙ୍ଗିଦେଲେ ସରପଞ୍ଚ ମହିଳା ଆଣିଲେ ସାଙ୍ଘାତିକ ଅଭିଯୋଗ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ଦେଖନ୍ତୁ Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର, ସବୁ ଅଞ୍ଚଳର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି ଅନେକ ଖବର ପାଇପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବ ।ଆଉ ଏହାସହ ପ୍ରଶ୍ନ ବି ଆସିବ । ଏବେ ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ।
ଏହି ଭିଡିଓରେ ଦେଖିପାରିବେ କି ଗୋଟିଏ ପରିବାରର ମହିଳା ଜଣକ ଗଣମାଧ୍ୟମ ଆଗରେ କିଛି କହୁଛନ୍ତି । ସେ କହୁଛନ୍ତି ତାଙ୍କ ଘରେ ସରପଞ୍ଚ ଏବଂ ତାଙ୍କ ଗାଁ ଲୋକ ପଶି ସବୁକିଛି ଭାଙ୍ଗି ଦେଲେ । ଆଉ ଏହାପରେ ସେ ତାଙ୍କ ପୁଅକୁ ଡାକିଲେ ।
ଆଉ ତାଙ୍କ ପୁତୁରା ବି ଆସିଲେ । ସରପଞ୍ଚ ତାଙ୍କ ପୁତୁରାକୁ ବାଡେଇଲେ ଆଉ ତାଙ୍କ ପୁଅ ସହି ପାରିଲା ନାହିଁ ଏହାପରେ ତାଙ୍କ ପୁଅ ଏକ ଛୁରୀ ଧରି ସରପଞ୍ଚର ହାତ କାଟିଦେଲା । ଏହାପରେ ସେହି ଗାଁ ସରପଞ୍ଚ ଆଉ ଗାଁଲୋକ ମିଶି ତାଙ୍କ ଘରେ ଥିବା ସବୁ ଜିନିଷ ଭାଙ୍ଗି ଦେଇଛନ୍ତି । 
ସେହି ସରପଞ୍ଚ ଆଉ ଗାଁଲୋକ ମଦ ପିଇ ଘରେ ଥିବା ଫ୍ରିଜ, ଟିଭି, ଏସି, ୱାଶିଂ ମେସିନ, ଖଟ, ହାଣ୍ଡି ଆଦି ସବୁ ଶାବଳ ଆଉ କୁରାଢି, କଟୁରୀ ଏବଂ ସବୁ ଭାଙ୍ଗି ଦେଇଛନ୍ତି । ଘରେ ଆଉ କିଛି ନାହିଁ ସବୁ ଭାଙ୍ଗି ଦେଇଛନ୍ତି ।
ଆଗରୁ ଏମିତି ବି ହୋଇଥିଲା ଆଉ ସେତେବେଳେ ଥାନାରେ ଅଭିଯୋଗ କରିଥିଲେ ମହିଳା ଆଉ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ସେହି ମହିଳା ଜଣକ କହିଛନ୍ତି କି ତାଙ୍କ ପୁଅ ଜାଣି ଜାଣି ଛୁରୀରେ ହାତ କାଟି ନାହାଁନ୍ତି । ତାଙ୍କ ପୁଅ ଭୋଜି କରି ଫେରିଥିଲା । 
ଆଉ ତା ହାତରେ ଛୁିରୀ ଧରିଥିଲା ତାହା ତାଙ୍କ ହାତରେ ବାଜିଗଲା । ଏବେ ଏହି ଘଟଣାକୁ ନେଇ ମହିଳା ଜଣକ ଆଇଆଇସିଙ୍କୁ କଲ୍ କରିଥିଲେ । ଆଉ ଏବେ ତାଙ୍କ ପୁଅ ଥାନାରେ ଅଛନ୍ତି ।
ସରପଞ୍ଚ ଇଲେକ୍ସନ ସମୟରେ ସେହି ମହିଳାଙ୍କ ପୁଅ ସେହି ବ୍ୟକ୍ତିଙ୍କ ବିପକ୍ଷରେ ଥିବାରୁ ସେମାନେ ତାଙ୍କ ଉପରେ ରାଗ ରଖି ଏଭଳି କାମ କରିଛନ୍ତି ବୋଲି କହିଛନ୍ତି ମହିଳା ।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏବେ ମହିଳା ଜଣକ କହିଛନ୍ତି ସରପଞ୍ଚ ଗାଁ ଲୋକ ଏବଂ ତାଙ୍କ ପୁଅ ଯଦି ଭୁଲ କରିଛି ତାଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଉ ଏବଂ ତାଙ୍କୁ ତାଙ୍କ ଘର ସାମଗ୍ରୀ ନଷ୍ଟର ପ୍ରାପ୍ୟ ମିଳୁ ।