Movie prime

ହେ ଭଗବାନ, ରିଲ୍ କରୁଥିଲେ ହେଲେ ଅଚାନକ ଏମିତି ଆସିଯିବ ମୃତ୍ୟୁ ବୋଲି ନିଜେ ବି ଜାଣି ନଥିଲେ, ଗୋଟେ ଝଟକା ରେ ମୁଣ୍ଡ ହୋଇଗଲା ଦୁଇ ଫାଳ ଆଉ ଚାଲିଗଲା ସରପଞ୍ଚ ଙ୍କ ଜୀବନ !

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଆଜିକା ଦୁନିଆରେ ଘଟିଥିବା ଘଟଣା ବିଷୟରେ ଜାଣି ପାରୁଥିବେ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଘଟଣା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଦୁନିଆରେ ବାଇକ୍ ଚଲାଇଲେ ବି ଡର ଲାଗିଥାଏ ।
କେତେବେଳେ କାହା ସହ କଣ ଯେ ଦୁର୍ଘଟଣା ଘଟିବ ସେକଥା କିଏ ଜାଣିଛି । ପ୍ରତିଦିନ ଦୁର୍ଘଟଣାରେ କେତେ ଯେ ଲୋକଙ୍କର ଦେହାନ୍ତ ଘଟୁଛି ତାହାର ହିସାବ ନାହିଁ । ଏବେ ଘରୁ ବାଇକ୍ ଧରି ବାହାରିଲେ ମନରେ ଭୟ ଆସିଥାଏ ।
Special report
ଏବେ ଆଉ ଏକ କଥା ସାମ୍ନାକୁ ଆସିଛି । ଏବେ ଏହି ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୁଣି ଦୁର୍ଘଟଣାର ଶିକାର ହେଲେ ଜଣେ ସରପଞ୍ଚ । ଦୁର୍ଘଟଣାରେ ସରପଞ୍ଚଙ୍କ ଜୀବନ ଚାଲିଗଲା । ଆଉ ଏବେ ଏହା ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । 
ଏହି ଘଟଣା ଏବେ ସାମ୍ନାକୁ ଆସୁଛି । ସରପଞ୍ଚଙ୍କ ମୁଣ୍ଡ ଦୁଇଫାଳ ହୋଇଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି । ମୃ-ତ୍ୟୁ କେତେବେଳେ ଆସେ ସେକଥା କିଏ ଜାଣିଛି । ମୃ-ତ୍ୟୁ କେଉଁ ସମୟରେ ଆଉ କାହା ସହ ହେବ ସେକଥା କିଏ ଜାଣିଛି ।
ଜୀବନ ହେଉଛି ପାଣି ଫୋଟକା । କେତେବେଳେ କାହାର ପ୍ରାଣ ବାୟୁ ଉଡ଼ିଯିବ ସେକଥା କିଏ ଜାଣିଛି । ବାହାଘର ଭୋଜିରେ ଯୋଗ ଦେବା ପାଇଁ ସରପଞ୍ଚ ମ୍ୟାଡାମ ବାହାରିଥିଲେ । ବହୁତ ହସଖୁସିରେ ସେ ବାହାରିଥିଲେ । ଆଉ ତାଙ୍କର ଜୀବନ ଦୁର୍ଘଟଣାରେ ଚାଲି ଯାଇଛି ।
ଏହି ସରପଞ୍ଚଙ୍କର ଗାଡ଼ିକୁ ଟ୍ରକ୍ ଆସି ଧକ୍କା କରିଲା । ଆଉ ଏହାପରେ ସେହି ଦୁର୍ଘଟଣାରେ ସରପଞ୍ଚ ମ୍ୟାଡାମଙ୍କ ଜୀବନ ଚାଲିଗଲା । ଏବେ ଗ୍ରାମବାସୀଙ୍କ ଦୁଃଖ କିଏ ଶୁଣିବ । ଏହି ସରପଞ୍ଚଙ୍କ ନାମ ହେଉଛି ଦୀପା ବେହେରା ।
ସେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ରାମଚରିତପୁର ଗ୍ରାମର ସରପଞ୍ଚ ଥିଲେ । ସେ ବାଇକରେ ବାହାଘରରେ ଯୋଗ ଦେବା ପାଇଁ ତାଙ୍କ ଭାଇଙ୍କ ସହିତ ଯାଉଥିଲେ । ଆଉ ଏକ ହାଇୱା ଟ୍ରକ୍ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ।
ଏହାପରେ ଏହା ସରପଞ୍ଚ ମ୍ୟାଡାମଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଆଉ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏବେ ଏହି ଘଟଣାର ଯାଞ୍ଚ କରାଯାଉଛି । ଗାଡ଼ି ଡ୍ରାଇଭରକୁ ଖୋଜା ଯାଉଛି ।