Movie prime

ଜନ୍ମାଷ୍ଟମୀ ରେ ସ୍ବାମୀ ଛାଡ଼ି ସାରଥୀ ପାଖକୁ ଦଉଡ଼ିଲେ ମହିଳା ଭକ୍ତ, କଣ ପୁଣି ଆଣ୍ଠୁଆ ଗୋପାଳ ଲୀଳା କରିଦେଲେ କି ଭଣ୍ଡ ସାରଥୀ ?

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜନ୍ମାଷ୍ଟମୀ ପର ଦିନ ସବୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଏହାର ପର ଦିନ କୁ ନନ୍ଦ ଉତ୍ସବ ଭାବରେ ପାଳନ କରନ୍ତି। ହିନ୍ଦୁ ହିସାବରେ ଏହି ଉତ୍ସବ ବହୁତ ଆଡମ୍ବର ସହକାରେ ପାଳନ କରାଯାଇ ଥାଏ।
Special report
ହେଲେ ଯାହାର ପୂଜାର୍ଚ୍ଚନା ବିଧିରେ ଅଛି ଏବେ ଲୋକମାନେ ତାଙ୍କର ପୂଜାର୍ଚ୍ଚନା ସଂପୂର୍ଣ୍ଣ ଭାବରେ ଏବେ ଭୂଲି ଯାଇଛନ୍ତି। ହେଲେ ପୂଜା କରାଯାଇଛି ତାଙ୍କୁ ଯେଉଁ ମାନେ କି ଯାଦୁ ଜାଣିଛନ୍ତି।
ଏହି ପ୍ରକାରର ବ୍ୟକ୍ତି ବିଶେଷ ମାନଙ୍କୁ ଯେଉଁ ପ୍ରକାରର ପୂଜାର୍ଚ୍ଚନା ଚାଲିଛି ଯେଉଁଠାରେ କି ଈଶ୍ୱର ଙ୍କୁ ବାଦ ଦିଆ ଯାଇ ପାଖଣ୍ଡ ମାନଙ୍କୁ ବେଶୀ ଗୁରୁତ୍ଵ ଦିଆ ଯାଇଛି। ଆଉ ସେଥିପାଇଁ ମଧ୍ୟ ଆଜି ଆମର ଏହି ଅବସ୍ଥା ହୋଇଛି।
ସେହି ଲୋକ ଯିଏକି ତୁଳସୀ ପତ୍ର କୁ ପାଦ ରେ ମାଡ଼ିଥିଲେ ନାରୀ ମାନଙ୍କ ସହ ଏଭଳି କିଛି କରିଥିଲେ ଯାହା ପାଇଁ ସେ ଜେଲ ମଧ୍ୟ ଯାଇଥିଲେ। ପୂରା ଓଡ଼ିଶା ରେ ଏଥିପାଇଁ ଚହଳ ସୃଷ୍ଟି ହୋଇଥିଲା ।
Special report
ହେଲେ ଆଜି ମଧ୍ୟ ତାଙ୍କୁ ଭଗବାନ୍ ଙ୍କ ଆସନରେ ବସାଯାଇ ପୂଜାର୍ଚ୍ଚନା କରାଯାଉଛି। ଏତେ କଥା ହେଲା ପରେ ମଧ୍ୟ ଲୋକ ମାନଙ୍କ ଆଖି ଖୋଲୁ ନାହିଁ। ଆଉ ଯାହାର ଫାଇଦା ଉଠାଇ ସେମାନେ ଲୋକ ମାନଙ୍କୁ ଲୁଟି ଚାଲିଛନ୍ତି।
ଗୋଟେ ମ୍ୟାଟ୍ରିକ ଫେଲ୍ ଲୋକ ପୂରା ଓଡ଼ିଶା ଲୋକଙ୍କୁ ଭୁଆଁ ବୁଲାଇ ଦେଲା। ହେଲେ ତାହାର ସତ୍ୟ ଏବେ କେହି ଜାଣି ପାରୁ ନାହାଁନ୍ତି। ଆଣ୍ଠୁଆ ଗୋପାଳ ସାଜି ସେ ସମସ୍ତଙ୍କୁ ଭୁଆଁ ବୁଲାଇ ଦେଲେ।
ଆଉ ସେହି ଲୋକର ପୂଜାର୍ଚ୍ଚନା ଆଜି ମଧ୍ଯ ଚାଲିଛି। ଏହା ଦେଖିବା ପରେ ଏବେ ଖୁବ୍ ଆଶ୍ଚର୍ଯ୍ୟ ମଧ୍ଯ ଲାଗୁଛି। ସେଥିପାଇଁ ଏହି ପାଖଣ୍ଡ ମାନଙ୍କ ଠାରୁ ଦୂରରେ ରୁହନ୍ତୁ।
କାରଣ ଆମର ଈଶ୍ୱର ହେଉଛନ୍ତି ଏକ ଆଉ ତାଙ୍କୁ ହିଁ ଆମେ ପୂଜାର୍ଚ୍ଚନା କରିବା ଏକାନ୍ତ ଆବଶ୍ୟକ ଅଟେ। ତାଙ୍କ ଛଡ଼ା ଆଉ କାହାକୁ ପୂଜାର୍ଚ୍ଚନା କରିବା ଉଚିତ ନୁହେଁ ବୋଲି କୁହା ଯାଇଛି। ତେବେ ଆପଣ ମାନଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।