Movie prime

ସରିଲା ଖରା ଏବେ ଛେଚିବ ପ୍ରବଳ ବର୍ଷା ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା Weather News latest

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି କଥା ଜାଣି ପାରୁଛନ୍ତି । ପାଣିପାଗ ବିଷୟରେ ଆସିଥିବା ଖବର ଆପଣମାନେ ଜାଣିପାରିବେ ।
Special report
ପାଗରେ ହେବ ପରିବର୍ତ୍ତନ । ଖରା ହେଉଥିଲା ଏବେ ବର୍ଷା ହେବ । ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ମାତ୍ରାରେ ବର୍ଷା ହେବ ଆଉ ଏହି ବର୍ଷାରେ ଘରୁ ବାହାରି ହେବ ନାହିଁ । ଏବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।
ନିକଟରେ ଏଭଳି ପାଗ ହୋଇଥିଲା । ବର୍ଷା ସାଂଗକୁ ଶୀତ ହେଉଥିଲା । ଦେହ କାଲୁଆ ମାରି ନେଉଥିଲା । ଠିକ୍ ଏବେ ସେପରି ବର୍ଷା ହେବ ବୋଲି ଖବର ଆସିଛି । ଖରା ନୁହେଁ ବର୍ଷା ହେବ । ବର୍ଷା ଆସୁଛି ଆଉ ବର୍ଷା ହେବାର ସମ୍ଭାବନା ମଧ୍ୟ ଅଛି ।
Special Report
ଆଉ ଏହି ବର୍ଷା କାରଣରୁ ପାଗ ଏଭଳି ମେଘୁଆ ରହିଛି । ଦୁଇଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳିଛି । ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।
ଉତ୍ତର ଆଉ ପଶ୍ଚିମ ଓଡ଼ିଶାରେ ୧୦ ରୁ ୧୨ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୦ ତାରିଖରେ ବା ଆଉ ଦୁଇଦିନ ପରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ ।
Special report
୧୧ ତାରିଖରେ ବର୍ଷାର ପରିମାଣ ଟିକେ ବଢିବ ଆଉ ୧୨ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ବର୍ଷା ଛେଚି ପକାଇବ ବୋଲି ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସବୁ ସୂଚନା ଦେଇଛି ।
Special report
ଖରା ଦିନ ନ ଆସୁଣୁ ପ୍ରବଳ ଖରା ହେଉଥିଲା । ଆଉ ଫେବୃଆରୀ ମାସରେ ମାର୍ଚ୍ଚ ଏପ୍ରିଲ ମାସ ଭଳି ଖରା ଅନୁଭୂତ ହେଉଥିଲା । ଏବେ ଏହି ବର୍ଷା ହେବାର ଖବର ଆସିବା ପରେ ଲୋକମାନେ ଟିକେ ଆଶ୍ୱସ୍ତି ଅନୁଭବ କରୁଛନ୍ତି ।
୧୦ ତାରିଖରେ ହାଲୁକା ବର୍ଷା ହେବ ଆଉ ୧୧ ତାରିଖରେ ବର୍ଷା ପରିମାଣ ଟିକେ ବଢିବ, ଆଉ ୧୨ ଏବଂ ୧୩ ତାରିଖରେ ବର୍ଷା ପ୍ରବଳ ପରିମାଣରେ ହେବ । ଆଉ ମାତ୍ର ଦୁଇଦିନ ପାଗ ଶୁଖିଲା ରହିବ ଆଉ ତାପରଦିନ ଠାରୁ ଦୁଇ ତିନିଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।