Movie prime

ପବିତ୍ର ଅକ୍ଷୟ ତୃତୀୟାରେ ନିଜର ବୋହୂ ହେବାର କର୍ତ୍ତବ୍ୟ ଯଥେଷ୍ଟ ଭାବେ ପୁରଣ କରୁଛନ୍ତି ଝିଲିକ ଦେଖନ୍ତୁ ଏହି ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଓଲିଉଡର ଏକ ଆଗ ଧାଡ଼ିର ଅଭିନେତ୍ରୀ। ତାଙ୍କର ଏଭଳି ଅନେକ ଓଡିଆ ଫିଲ୍ମ୍ ଅଛି ଯାହାକି ସୁପର୍ ହିଟ୍ ମଧ୍ଯ ହୋଇଛି।
ଦର୍ଶକ ମାନେ ପରଦା ଉପରେ ତାଙ୍କୁ ଦେଖିବାକୁ ଖୁବ ପଶନ୍ଦ ମଧ୍ଯ କରନ୍ତି। ଏବଂ ସେ ଜଣେ ବଙ୍ଗୀୟ ଅଭିନେତ୍ରୀ ହୋଇଥିଲେ ମଧ୍ୟ ଏବେ ପ୍ରତ୍ୟେକ ଓଡିଆ ଙ୍କ ହୃଦୟରେ ଘର କରି ରହିଛନ୍ତି।
ତେବେ ଆପଣ ମାନେ ଏହା ଜାଣିଥିବେ କି ସେ ଯାଜପୁର ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେ଼ଇ ଙ୍କୁ ବିବାହ କରି ଏବେ ଓଡ଼ିଶାରେ ହିଁ ରହୁଛନ୍ତି। ଏବଂ ସେ ମଧ୍ୟ ଏବେ ଫିଲ୍ମ୍ ରେ ଆଉ ନଜର ଆସୁ ନାହାଁନ୍ତି ଏହା ଖବର ମିଳିଛି କି ସେ ଫିଲ୍ମ୍ ରେ ପ୍ରଯୋଜକ ଭାବରେ ହିଁ କାମ କରୁଛନ୍ତି।
ତାଙ୍କର ଯାଆଁଳା ଝିଅ ମଧ୍ୟ ଅଛି। ଏବେ ସେ ପ୍ରାୟତଃ ସମୟ ତାଙ୍କ ସହ ବିତାଉ ଥିବାର ଦେଖିବାକୁ ମିଳିଛି। ପ୍ରାୟତଃ ସମୟ ସେ ତାଙ୍କ ପରିବାର ଲୋକଙ୍କ ସହ ଅତିବାହିତ କରୁଛନ୍ତି।
ଏବଂ ସେ ସୋସିଆଲ ମିଡ଼ିଆରେ ଆକ୍ଟିଭ ମଧ୍ଯ ରହୁଛନ୍ତି। ପ୍ରତ୍ୟେକ ଦିନ ମଧ୍ୟ ସେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ତାହାକୁ ଦର୍ଶକ ମାନେ ଖୁବ ପଶନ୍ଦ ମଧ୍ୟ କରୁଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଆଉ ଆଜି ଝିଲ୍ଲିକ୍ ତାଙ୍କର ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳିଛି କି ସେ ଠାକୁର ପୂଜା କରୁଛନ୍ତି।
ଏବଂ ଏହି ଭିଡିଓ ଦେଖିବା ପରେ ଲୋକମାନେ ତାଙ୍କର ଖୁବ୍ ପ୍ରଶଂସା ମଧ୍ଯ କରିଛନ୍ତି। କହିଛନ୍ତି କି ସେ ଏକ ଭଲ ପତ୍ନୀ ଓ ଭଲ ମାଆ ହେବା ସହ ସେ ଏକ ଭଲ ଗୃହିଣୀ ମଧ୍ୟ।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହି ଭିଡିଓ କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.