Movie prime

ସ୍ତ୍ରୀକୁ ଛାଡ଼ି ଶାଶୁକୁ କୋଳରେ ବସାଇ ଚୁମା ଦେଉଥିଲା ସ୍ଵାମୀ ଦେଖିଦେଲା ସ୍ତ୍ରୀ ଦେଖନ୍ତୁ ତା ପରେ କଣ ହେଲା Exclusive

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
Special Report
ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି। ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। 
ସମସ୍ତେ ନିଜସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି।
Special Report
ତେବେ ବନ୍ଧୁଗଣ ବର୍ତ୍ତମାନ ପ୍ରେମ ସଂପର୍କକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଭିଡିଓଟିରେ ଆପଣ ମାନେ ଜଣେ ବ୍ୟକ୍ତିଙ୍କୁ ଦେଖିଥିବେ ସେହି ବ୍ୟକ୍ତି ଜଣକ ଘରେ ସ୍ତ୍ରୀ ଥାଉ ଥାଉ ନିଜ ଶାଶୁକୁ ପ୍ରେମ କରି ବସିଥିଲେ। 
ଶାଶୁର ସ୍ବାମୀ ମାରି ଯାଇଥିବା ବେଳେ ଜ୍ବାଇଁ ଜଣକ ଶାଶୁକୁ ପ୍ରେମ କରି ବସିଥିଲେ। ପ୍ରଥମେ ସ୍ତ୍ରୀ ଜାଣି ପାରୁନଥିଲେ ସ୍ୱାମୀର କଳାକାରନାମା ବିଷୟରେ କିନ୍ତୁ ଆଜି ସବୁ କଳାକାରନାମା ଧରାପଡ଼ିଛି।
Special Report
ସ୍ବାମୀ ସ୍ତ୍ରୀ ଆଉ ପିଲା ଛୁଆ ସମସ୍ତେ ମିଶି ଆସିଥିଲେ ବୁଲି ଶାଶୁ ଘରକୁ। ଆଉ ସେପଟ ସ୍ତ୍ରୀ ରୋଷେଇ ଘରେ କାମ କରୁ କରୁ ଏପଟେ ଜ୍ବାଇଁ ଶାଶୁ ମିଶି ପ୍ରେମ କରୁଥିଲେ। 
ଆଉ ଯେତେବେଳେ ସ୍ତ୍ରୀ ବେଡ଼ରୁମ ଭିତରକୁ ପସି ଆସିଥିଲେ ସେତେବଳେ ସ୍ବାମୀ ଆଉ ନିଜ ମାକୁ ଅ-ସଂ-ଯ-ତ ଅବସ୍ଥାରେ ଦେଖିଦେଇଥିଲେ। ଆଉ ତା'ପରେ ସ୍ତ୍ରୀ ପଡୋଶୀ ଘର ଲୋକଙ୍କୁ ଡ଼ାକି ଗଛରେ ବାନ୍ଧି ପକାଇ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଝାଡୁରେ ପଟିଥିଲେ।
ଆଉ ସ୍ବାମୀକୁ ସ୍ତ୍ରୀ ପିଟିବା ସମୟରେ ଗାଁ ଲୋକେ ଫୋନରେ ଭିଡିଓ ମଧ୍ୟ କରିଦେଇଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।