ପୁଣି ଗୀତ ଗାଇ ଭାଇରାଲ ହେଲେ ଲୋକପ୍ରିୟ ଗୀତିକାର ସସ୍ମିତା ଦେଖନ୍ତୁ ଏହି ଅତି ସୁନ୍ଦର ଗୀତ
Jul 31, 2023, 14:23 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ଜାଣିପାରୁଥିବେ।

ଏହାସହିତ ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ମଧ୍ୟ ପାଇପାରିବେ।ଆପଣମାନେ ସମସ୍ତେ ଜଣେ ମହିଳାଙ୍କ ବିଷୟରେ ଅନେକ ଖବର ଆସିଥିବାର ଦେଖିଥିବେ।
ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଭାଇରାଲ ସିଙ୍ଗର ସସ୍ମିତାଙ୍କୁ ଜାଣିଥିବେ। ଭାଇରାଲ ସସ୍ମିତା ଜେନା ଯାହାଙ୍କର ଗୀତକୁ ଅନେକ ଲୋକେ ଭଲ ପାଉଛନ୍ତି। ଏହି ମହିଳା ଜଣକ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଭିକ୍ଷା ମାଗି ନିଜ ଝିଅର ପେଟ ପୋଷୁଥିଲେ।

ଏହି ମହିଳା ଜଣଙ୍କର ସ୍ବାମୀ ମଦ ପିଅନ୍ତି ଆଉ ସେ ଜଣେ ଚୋର ଆଉ ଡକାୟତ ସେଥିପାଇଁ ସେ ତାଙ୍କୁ ଛାଡି ପଳାଇ ଆସିଥିଲେ । ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ। ତାଙ୍କର ୫ ଜଣ ଭଉଣୀ ଅଛନ୍ତି।
ସସ୍ମିତା ମିଡ଼ିଆ ଜରିଆରେ ତାଙ୍କ ଦୁଃଖ କଥା କହିବା ପରେ ସେ ଏବେ ଗୀତ ଗାଉଛନ୍ତି। ଅତି କମ୍ ସମୟରେ ଲୋକେ ତାଙ୍କୁ ଏତେ ପ୍ରେମ ଦେଇଛନ୍ତି କି ତାଙ୍କର ସବୁଗୀତ ମିଲିୟନ୍ସ ଛୁଇଁଛି। ତାଙ୍କୁ ଏବେ ଷ୍ଟୁଡିଓରେ ଗୀତ ଗାଇବାର ସୁଯୋଗ ମିଳିଛି।

ଆଉ ଏବେ ସସ୍ମିତା ଗୀତ ମଧ୍ୟ ଗାଉଛନ୍ତି। ସସ୍ମିତାଙ୍କ ଗୀତକୁ ବହୁ ସଂଖ୍ୟାକ ଲୋକେ ପସନ୍ଦ କରନ୍ତି ଏବଂ ପ୍ରୋଡ୍ୟୁସର ମଧ୍ୟ ସସ୍ମିତାକୁ ନେଇକି ଗୋଟିଏ ପରେ ଗୋଟିଏ ନୂତନ ଗୀତକରି ଚାଲୁଛନ୍ତି। ଆଉ ଏବେ ସସ୍ମିତାଙ୍କର ଏକ ନୂଆ ଗୀତ ସାମ୍ନାକୁ ଆସିଛି।
ଏବେ ତାଙ୍କର ନୂଆ ଗୀତ ଟି ହେଉଛି “ଧନ ଲୋ ଧନଠକି ତୁ ଦେଲୁ” ଯାହା ରେକର୍ଡ କରାଯାଉଛି। ଆଉ ଏହି ଭିଡିଓ ମାଧ୍ୟମରେ ଆପଣ ଏହାକୁ ଶୁଣିପାରିବେ। ଏହି ଗୀତ ବହୁତ ସୁନ୍ଦର ହୋଇଛି।
ଏବଂ ବର୍ତ୍ତମାନ ଏହି ଗୀତକୁ ସମସ୍ତେ ଭଲପାଇବା ଦେଇଛନ୍ତି। ଏହି ଗୀତଟି ସସ୍ମିତା ଜେନାଙ୍କ କଣ୍ଠରୁ ଶୁଣିବା ପାଇଁ ମଧ୍ୟ ଖୁବ୍ ସୁନ୍ଦର ଲାଗୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସସ୍ମିତା ଜେନାଙ୍କ ଏହି ସ୍ୟାଡ ଗୀତଟି ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି।