Movie prime

ଶସ୍ତା ରେ ଗୋରୁ ମିଳୁଥିଲା ବୋଲି ପଞ୍ଚୁକ ରେ ଖାଇଗଲା ଯୁବକ...

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଖାସି ମାଂସ ଖାଇବା ପାଇଁ ସମସ୍ତଙ୍କ ମନ ରେ ଇଚ୍ଛା ଥାଏ।ହେଲେ ଏହାର ମୂଲ୍ୟ ଅଧିକ ଥିବାରୁ ସାଧାରଣ ଲୋକ ମାନେ ଏହାକୁ ବହୁତ କମ୍ ପରିମାଣ ରେ କିଣି ଥାଆନ୍ତି।ଯଦି ଏହାର ମୂଲ୍ୟ କମି ଯାଏ ତେବେ ପ୍ରାୟ ପ୍ରତ୍ୟେକ ଲୋକ ଏହି ଖାସି ମାଂସ କୁ କିଣିବାକୁ ଯିବେ।
Special Report
ଏବେ ପଞ୍ଚୁକ ଚାଲୁ ଅଛି।ଜଣେ ବ୍ୟକ୍ତି ଖାସି ମାଂସ କହି ଗୋରୁ ମାଂସ କୁ ଗାଁ ରେ ନେଇ ବିକ୍ରୀ କରିଛନ୍ତି।ଅନେକ ଦିନ ଧରି ସେହି ବ୍ୟକ୍ତି ଜଣକ ଏପରି ଗାଁ ରେ ଖାସି ମାଂସ ବିକ୍ରୀ କରୁଥିଲେ।
ହେଲେ ଶେଷ ରେ ତାଙ୍କର ସବୁ ମିଛ ଧରା ପଡ଼ି ଯାଇଛି।ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରେ।ସେଠାରେ କିଛି ବ୍ୟକ୍ତି ପଶ୍ଚିମବଙ୍ଗ ରୁ ବାଲେଶ୍ଵର ଦେଇ ମୟୂରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଛନ୍ତି।
ସେମାନେ ସମସ୍ତେ ବାଂଲାଦେଶୀ ଅଟନ୍ତି।ସେମାନଙ୍କ ଲକ୍ଷ୍ୟ ହେଉଛି ହିନ୍ଦୁ ଧର୍ମ କୁ ଖରାପ କରିବା।ସେମାନେ ଗାଁ ରେ ବୁଲି ବୁଲି କମ୍ ଟଙ୍କା ରେ ଖାସି ମାଂସ ଵିକୁ ଥିଲେ।
Special Report
ଲୋକ ମାନେ କମ୍ ମୂଲ୍ୟ ରେ ଖାସି ମାଂସ ଖାଇବା ଇଚ୍ଛା ରେ ଗୋରୁ ମାଂସ କୁ ଖାଉ ଥିଲେ।ଏହାକୁ ଜାଣି ପାରି ଥିଲେ ହିନ୍ଦୁ ମହାସଭା।ସେମାନେ ପୋଲିସ କୁ ଏ ବିଷୟ ରେ ସୂଚନା ଦେଇଥିଲେ।
ପୋଲିସ ସେହି ଗାଁ ରେ ପହଞ୍ଚି ସେହି ବ୍ୟକ୍ତି ମାନଙ୍କୁ ଗିରଫ କରିଥିଲେ।ଓ ତାଙ୍କୁ ଏବେ ପଚରା ଉଚରା କରୁଛନ୍ତି।ସେମାନେ ନିଜ ଭୁଲ କୁ ମାନି ନେଇଛନ୍ତି।ସେମାନେ ସମସ୍ତେ ବାଂଲାଦେଶ ରୁ ଆସିଥିବା ସୂଚନା ଦେଇଛନ୍ତି।
ପୋଲିସ ମାନେ ଏହାକୁ ନେଇ ଅଧିକ ରୁ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।ଓଡ଼ିଶା ର ବିଭିନ୍ନ ଜିଲ୍ଲାର ସେମାନେ ପ୍ରବେଶ କରି ନିଜ ସାମ୍ରାଜ୍ୟ ବିସ୍ତାର କରି ଚାଲି ଛନ୍ତି।ଆଗକୁ ଦେଖିବାକୁ ବାକି ରହିଲା କେବେ ସେମାନେ ସମସ୍ତେ ପୋଲିସ ହାତ ରେ ଧରା ପଡୁ ଛନ୍ତି।