Movie prime

ବୁଢ଼ା ଶଶୁର ମୋ ଇଜ୍ଜତ୍ ସାରିଦେଲା ଆଉ ମତେ ଦାଣ୍ଡ ରେ ଛିଡ଼ା କରି ବର୍ବାଦ କରିଦେଲା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆପଣମାନେ ସମସ୍ତେ ଜାଣିଥିବେ ଆଜିକା ଦୁନିଆରେ ଲୋକମାନେ ଏଭଳି ସବୁ କାମ କରିବା ପୂର୍ବରୁ ଟିକେ ଭାବନ୍ତି ନାହିଁ । ଏଭଳି ସବୁ କାମ କରିବା ସତରେ ବହୁତ ନିନ୍ଦନୀୟ ଅଟେ ।
ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ଦେଖିପାରିବେ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । 
ଆପଣମାନେ ଏହି ଭିଡିଓରେ ଶଶୁର ଆଉ ବୋହୂର ଏଭଳି କାମ ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ । ଏହି ଘଟଣାଟି ହେଉଛି କିଛି ଟଙ୍କା ପାଇଁ ନିଜ ବୋହୂ ଆଉ ନାତୁଣୀକୁ ପର କରିଦେଇଛି ଶଶୁର ।
ଶଶୁର ହେଉଛନ୍ତି ବାପା ସମାନ । ଏହି ଘଟଣାରେ ଶଶୁର ବାପା ସମାନ ହୋଇ କିଛି ଟଙ୍କା ପାଇଁ ଝିଅ ସମାନ ବୋହୂକୁ ପର କରିଦେଇଛି । ଏହି ବୋହୂ ଜଣକ ହେଉଛନ୍ତି କାଞ୍ଚନ ରେଡ୍ଡୀ ଆଉ ସେ ହରିଶ୍ଚନ୍ଦ୍ର ରେଡ୍ଡୀଙ୍କୁ ବିବାହ କରିଥିଲେ । 
ହସଖୁସିରେ ସୁନାର ସଂସାର ଚାଲିଥିଲା । ତାଙ୍କର ଏକ କନ୍ୟା ସନ୍ତାନ ବି ଅଛି । ଆଉ ତାଙ୍କ ଝିଅକୁ ୬ ବର୍ଷ ହୋଇଗଲାଣି । କିନ୍ତୁ ତାଙ୍କ ସ୍ବାମୀ ନିକଟରେ ମୃ-ତ୍ୟୁବରଣ କରିଛନ୍ତି । କାଞ୍ଚନ ରେଡ୍ଡୀଙ୍କ ସ୍ବାମୀ କୋଏଦର ଏକ ତୈଳ କମ୍ପାନୀରେ କାମ କରୁଥିଲେ ।
ସେ ୧୪ ଜାନୁଆରୀ ୨୦୨୨ ମସିହାରେ କମ୍ପାନୀରେ କାମ କରୁଥିବା ସମୟରେ ନିଆଁ ଲାଗି ତାଙ୍କର ମୃ-ତ୍ୟୁ ହୋଇଥିଲା । ତାଙ୍କର ଇନ୍ସୁରାନ୍ସ ଟଙ୍କା ୧୪ ଲକ୍ଷ ହୋଇଥିଲା । ଆଉ ସବୁ ତାଙ୍କ ଶଶୁର ନେଇ ଯାଇଥିଲେ ।
ଏହି ଘଟଣାକୁ ନେଇ କାଞ୍ଚନ ଯେତେବେଳେ ପୋଲିସ ଥାନାରେ ଅଭିଯୋଗ କରିଥିଲେ ସେତେବେଳେ ତାଙ୍କ ଶଶୁର ତାଙ୍କୁ ୪ ଲକ୍ଷ ଟଙ୍କା ଦେଇଥିଲେ ।
କିନ୍ତୁ ତାଙ୍କ ଝିଅର ପାଠପଢା , ଭବିଷ୍ୟତ ଏବଂ ସେ ଚଳିବା ପାଇଁ ଏତିକି ଟଙ୍କା ଯଥେଷ୍ଟ ନୁହେଁ ବୋଲି କାଞ୍ଚନ କହିଛନ୍ତି । ପୁଣି ତାଙ୍କ ଶଶୁର ତାଙ୍କୁ ଘରୁ ବାହାର କରି ଦେଇଛନ୍ତି ।
ଏବେ ବହୁତ ଅସୁବିଧାରେ ଅଛନ୍ତି କାଞ୍ଚନ । ଏହିସବୁ ଅଭିଯୋଗ ଆଣି ଏବେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି କାଞ୍ଚନ । ଏବେ ସେ ତାଙ୍କ ସ୍ବାମୀଙ୍କ ଫଟୋକୁ ଧରି କାନ୍ଦୁଛନ୍ତି । ତାଙ୍କୁ ନ୍ୟାୟ ମିଳିବା ଉଚିତ୍ ।