Movie prime

ଶଶୁର ସାଜିଲା ସୈତାନ୍ ଦେଖନ୍ତୁ କେମିତି ବୋହୂ ଶୋଇବା ପରେ କଲା ଏମିତି କାମ ସ୍ଵାମୀ ବି କହିଲା....

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତିବର୍ଷ ଦୁ-ଷ୍କ-ର୍ମ ଘଟଣା ବଢି ବଢି ଚାଲିଛି। ଯାହାଫଳରେ ନାରୀଙ୍କ ପ୍ରତି ଅସଦାଚରଣ ମାମଲା ଥମିବାର ନା ନେଉନାହିଁ। ଆଉ ଦୁ-ଷ୍କ-ର୍ମ ମାମଲାରେ ମୃ-ତ୍ୟୁ-ଦ-ଣ୍ଡ-ର ବ୍ୟବସ୍ଥା କରାଯିବା ସହିତ କଠୋରରୁ କଠୋର ଦଣ୍ଡ ବିଧାନ କରାଗଲା ଯାଏଁ
Special report
ଏସବୁ ଘଟଣା କମିବ ନଚେତ୍ ଏମିତି ଘଟଣା ପ୍ରତିଦିନ ଘଟିଚାଲିଥିବ। ତେବେ ବନ୍ଧୁଗଣ ଶ୍ୱଶୁର ବିରୋଧରେ ବୋହୂ ଆଣିଲା ସାଙ୍ଘାତିକ ଅଭିଯୋଗ। ଘରେ କେହି ନଥିବାର ସୁଯୋଗ ନେଇ ବୋହୂକୁ ଦୁ-ଷ୍କ-ର୍ମ କଲା ଶ୍ୱଶୁର।
ତେବେ ଗତ ଜୁଲାଇ ୫ ତାରିଖରେ ଦୁ-ଷ୍କ-ର୍ମ କରିଥିବା ନେଇ ଜଣେ ବୋହୂ ନିଜ ଶ୍ୱଶୁରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ୫୦ ବର୍ଷୀୟ ବୟସ୍କ ଶ୍ୱଶୁର ତାଙ୍କୁ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ।
Special report
ସୂଚନା ଅନୁଯାୟୀ ୨୩ ବର୍ଷୀୟ ମହିଳା ଜଣକ ପୁଣି ୭ ମାସର ଗ-ର୍ଭ-ବ-ତୀ ଅଛନ୍ତି। ମହିଳା ଜଣକ କହିଛନ୍ତି, ଯେତେବେଳେ ସେ ଏନେଇ ତାଙ୍କ ସ୍ୱାମୀଙ୍କୁ ଜଣାଇଲେ କି, ତାଙ୍କ ପିତା ତାଙ୍କ ସହ ସମ୍ପର୍କ ରଖିଛନ୍ତି ବୋଲି। 
ମହିଳାଙ୍କ ସ୍ୱାମୀ କହିଥିଲେ କି ଏବେ ସେମାନେ ଦୁହେଁ ଏକାଠି ରହିବା ଆଉ ସମ୍ଭବ ନୁହେଁ। କାରଣ ସେ ବର୍ତ୍ତମାନ ତାଙ୍କ ପିତାଙ୍କ ପତ୍ନୀ ହୋଇସାରିଛି। ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ପତ୍ନୀ ଭାବେ ଗ୍ରହଣ ନ କରିବା ସହ ଘରୁ ବାହାର କରିଦେଇଛନ୍ତି।
Special report
ସମ୍ମାନ, ଲୋକଲଜ୍ଜାକୁ ଡରି ସେ ଆଜି ପର୍ଯ୍ୟନ୍ତ ଚୁପ୍ ରହିଥିଲେ। ବାରମ୍ବାର ନିବେଦନ ସତ୍ତ୍ୱେ ତାଙ୍କର କୌଣସି ଦୋଷ ନ ଥିଲେ ବି ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ଫେରାଇ ଆଣିବାକୁ ମନା କରିଦେଇଥିଲେ। 
ସେଥିପାଇଁ ଶେଷରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏପଟେ ପୀଡିତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରେକର୍ଡ କରାଯାଇଥିବା ସହିତ ଉଭୟ ଶ୍ୱଶୁର ଏବଂ ସ୍ୱାମୀକୁ ଗିରଫ କରିଛି ପୋଲିସ୍।
ଅନ୍ୟପକ୍ଷରେ ବୋହୂ ସମ୍ପତ୍ତି ଲୋଭରେ ଏସବୁ କରୁଥିବାର ପାଲଟା ଅଭିଯୋଗ କରିଛନ୍ତି ଶ୍ୱଶୂର। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।