Movie prime

ସତ ମାନିଲେ ରବିନା ଟଣ୍ଡନ, ସେଦିନ ଅକ୍ଷୟ ମୋର ସବୁ ସାରି ଦେଇ ଥିଲେ

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ଙ୍କୁ କିଏ ବା ନ ଜାଣେ।ସେ ୯୦ ଦଶକ ରେ ବଲିଉଡ ର ଜଣେ ଆଗ ଧାଡ଼ି ର କଳାକାର ଥିଲେ।ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଲୋକ ଙ୍କୁ ବହୁତ ପସନ୍ଦ ଆସୁଥିଲା।କିନ୍ତୁ ବିବାହ ପରେ ସେ ବଲିଉଡ ଠାରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ।
Special report
ଅନ୍ୟପଟେ ଅକ୍ଷୟ କୁମାର ଙ୍କୁ ସମସ୍ତେ ଖିଲାଡ଼ି ରୁପେ ଜାଣି ଛନ୍ତି। ଅକ୍ଷୟ କୁମାର ଓ ରଵିନା ଙ୍କ ପ୍ରେମ କାହାଣୀ ବିଷୟ ରେ ସମସ୍ତେ ଜାଣି ଥିବେ।ସେ ସମୟ ରେ ଏ ଦୁହେଁ ଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା।ଆଜି ଏମାନେ ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି।
ଅକ୍ଷୟ କୁମାର ବହୁତ ବର୍ଷ ହେଲାଣି ଭାରତ ରେ ରହିଲେଣି।ଏବେ ତାଙ୍କୁ ଭାରତୀୟ ବୋଲି ପରିଚୟ ମିଳି ସାରିଛି।ସେ ସମୟ ରେ ରବୀନା ଙ୍କ ସହିତ ତାଙ୍କର ସମ୍ପର୍କ ଶେଷ ହେବା ପରେ ସେ ଟ୍ୱିଙ୍କେଲ ଖାନା ଙ୍କୁ ବିବାହ କରିଥିଲେ।
Special report
ବିବାହ ପରେ ଅକ୍ଷୟ ଏବଂ ତାଙ୍କ ପତ୍ନୀ ବହୁତ ଖୁସି ରେ ଅଛନ୍ତି।ଏବେ ତାଙ୍କର ସନ୍ତାନ ମଧ୍ୟ ଜନ୍ମ ହୋଇ ସାରିଲେଣି।ସେହି ଭଳି ରବୀନା ମଧ୍ୟ ନିଜର ନୂଆ ପରିବାର ସୃଷ୍ଟି କରି ସାରିଲେଣି।ଉଭୟ ନିଜ ନିଜ ର ପରିବାର କୁ ନେଇ ଏବେ ବେଶ୍ ଖୁସୀ ରେ ଅଛନ୍ତି।
ଏବେ ଶୁଣା ଯାଉଚି କି ଦୀର୍ଘ ୧୯ ବର୍ଷ ପରେ ପୁଣି ସେମାନେ ଏକାଠି ହେବାକୁ ଯାଉଛନ୍ତି।ସେମାନେ କିପରି ଏକାଠି ହେବେ ସେହି ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବୁ।ସୂଚନା ଅନୁସାରେ ଆଗକୁ ଅକ୍ଷୟ କୁମାର ଓ ରବୀନା ଟଣ୍ଡନ ଙ୍କ ଏକ ନୂତନ ଫିଲ୍ମ ଆସିବାକୁ ଯାଉଛି।
ଯେଉଁଥିରେ ସେମାନେ ଦୀର୍ଘ ୧୯ ବର୍ଷ ପରେ କାମ କରିବେ।ଏଥିପାଇଁ ତାଙ୍କ ପ୍ରଶଂସକ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି।ସେମାନେ ପୁଣି ଥରେ ସେମାନଙ୍କ ପ୍ରିୟ ଯୋଡି କୁ ଏକାଠି ଦେଖିବେ।
Special report
ସେହି ଫିଲ୍ମ ଟି ହେଉଛି ୱେଲକମ ୩।ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇ ସାରିଛି।ଆଉ କିଛି ଦିନ ମଧ୍ୟ ଏହି ଫିଲ୍ମ ଟି ରିଲିଜ ହେବ।ଯେଉଁଥି ପାଇଁ ଏବେ ଠୁ ତାଙ୍କ ପ୍ରଶଂସକ ମାନେ ଦିନ ଗଣିବା ଆରମ୍ଭ କଲେଣି।
ସେ ସମୟ ରେ ଏହି ଦୁଇ ଯୋଡି ଙ୍କୁ ଖୁବ୍ ପ୍ରଶଂସା କରା ଯାଉଥିଲା।ଏବେ ଦେଖିବାକୁ ବାକି ରହିଲା ଉଭୟ ସେ ଫିଲ୍ମ ରେ କିଭଳି କମାଲ ଦେଖାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.