Movie prime

ମୋ ସ୍ବାମୀ ମାରିଚି ସତୀଶ କୌଶିକ କୁ, ୧୫ କୋଟି ମାଗିଥିଲା ସେ ଦେଲେନି ବୋଲି ବିଷ ଦେଇ ଦେଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବଲିଉଡ ର ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ ସତିଶ କୌସିକ ଆଉ ଆମ ଗହଣରେ ଉପସ୍ଥିତ ନାହାଁନ୍ତି। ତାଙ୍କର ୬୭ ବର୍ଷ ବୟସରେ ପରଲୋକ ଘଟିଛି।
ତାଙ୍କ ବିୟୋଗରେ ସାରା ବଲିଉଡ ଜଗତ ଏବେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛି। ଆଉ ଏବେ ଏହି ଅଭିନେତା ଜଣକ ଙ୍କ ନିଧନ ପରେ ଦିଲ୍ଲୀ ର ଏକ ମହିଳା ଏକ ଏଭଳି ଅଭିଯୋଗ ଆଣିଛନ୍ତି ଯାହାକି ଏବେ ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ମହିଳା ଜଣକ ନାମ ହେଉଛି ସାନି ମାଲୁ। ସେ ନିଜ ସ୍ଵାମୀ ଉପରେ ସତିଶ କୌସିକ୍ ଙ୍କୁ ହ-ତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି।ସତିଶ କୌସିକ ଙ୍କ ନିଧନ ମଧ୍ୟ ନଅ ମାର୍ଚ୍ଚ ରେ ହୋଇଛି। ମହିଳା ଜଣକ ଙ୍କ ସ୍ଵାମୀ ଙ୍କ ନାମ ହେଉଛି ବିକାଶ ମାଲୁ।
ସତିଶ କୌସିକ ମଧ୍ୟ ହୋଲି ଯେଉଁ ଫାର୍ମ ହାଉସ ରେ ପାଳନ କରିଥିଲେ ତାହା ମଧ୍ୟ ବିକାଶ ମାଲୁ ଙ୍କର ଥିଲା। ଏବେ ତାଙ୍କ ସ୍ତ୍ରୀ ପୋଲିସ ଙ୍କୁ ଏକ ଚିଠି ଦ୍ବାରା ଏଭଳି ଅଭିଯୋଗ ଆଣି ଆରୋପ ଲଗାଇଛନ୍ତି।
ହେଲେ ଦିଲ୍ଲୀ ପୋଲିସ ଏହା କହିଥିଲେ କି ପୋଷ୍ଟ ମୋର୍ଟମ୍ ରିପୋର୍ଟ ରେ ଏହା ଦର୍ଶା ଯାଇଛି କି ତାଙ୍କ ମୃ-ତ୍ୟୁ ହୃଦଘାତ ଯୋଗୁଁ ହୋଇଥିଲା। ମହିଳା ଜଣକ ମଧ୍ୟ ବିକାଶ ଙ୍କ ନାମରେ ଅଭିଯୋଗ ଆଣିଥିଲେ କି ସେ ତାଙ୍କୁ ବ-ଳା-ତ୍କା-ର କରିଛନ୍ତି।
ପୋଲିସ ମଧ୍ୟ ମହିଳା ଙ୍କୁ ଏହା ଶାନ୍ତ୍ବନା ପ୍ରଦାନ କରିଛନ୍ତି କି ଏବେ ଏହି କେସ ର ସେ ଶୁଣାଣି ମଧ୍ୟ କରିବେ। ଏହି ମହିଳା ଜଣକୁ ତାଙ୍କ ମାମଲା ଦାଖଲ କରିବା ପାଇଁ ମଧ୍ଯ ଡକା ଯିବ।
ହେଲେ ସତିଶ କୌସିକ ଙ୍କ ପରିବାର ଏଭଳି କୌଣସି ପ୍ରକାରର ଆରୋପ ଲଗାଇ ନାହାଁନ୍ତି। ମହିଳା ଜଣକ ଏହା ମଧ୍ୟ କହିଛନ୍ତି କି ସତିଶ କୌସିକ ବିଦେଶ ରେ ବିକାଶ ଙ୍କ ଠାରୁ ୧୫ କୋଟି ଟଙ୍କା ନେବା ପାଇଁ ଯାଇଥିଲେ।
ଏହାପରେ ସେହି ୧୫ କୋଟି ଟଙ୍କା ଫେରାଇ ଦେବା ପାଇଁ ମଧ୍ୟ କହିଥିଲେ। ଏବେ ବିକାଶ ଙ୍କ ସ୍ତ୍ରୀ ଏହା ସନ୍ଦେହ କରୁଛନ୍ତି କି ବୋଧ ହୁଏ ସତିଶ କୌସିକ ତାଙ୍କ ସ୍ବାମୀ ଙ୍କୁ ୧୫ କୋଟି ଟଙ୍କା ନଫେରାଇବା କାରଣରୁ ସେ ତାଙ୍କୁ ମାରି ଥାଇ ପାରନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.