Movie prime

Sushant singh rajput ଙ୍କୁ ଯେମିତି ଭାବେ ମାରିଥିଲେ ସେମିତି ଯୋଜନା କରି ସତୀଶ ଙ୍କୁ ରାସ୍ତା ରୁ ହଟେଇ ଦେଲେନି ତ bollywood ମାଫିଆ ମାନେ? ପରିବାର ଲୋକ ଙ୍କ ସନ୍ଦେହ

 
Special report
ବଲିଉଡ ଅଭିନେତା ତଥା ନିର୍ଦେଶକ ସତିଶ କୌଶିକ ଙ୍କ ମୃ-ତ୍ୟୁ ଘଟଣାକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି।ସତିଶ ଙ୍କ ବନ୍ଧୁ ବିକାଶ ଙ୍କ ପତ୍ନୀ ଙ୍କ ବୟାନ ପରେ ସତିଶ ଙ୍କ ମୃ-ତ୍ୟୁ କୁ ନେଇ ସନ୍ଦେହ ଆହୁରି ବଢୁଛି।
ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ସତିଶ କୌଶିକ ଙ୍କ ଶେଷ କଥା ଶୁଣିବାକୁ ମିଳିଛି।ଅନ୍ତିମ ମୁହୂର୍ତ୍ତ ରେ ସେ ନିଜ ମ୍ୟାନେଜର ଙ୍କୁ କହିଥିଲେ ଯେ ସେ ମରିବାକୁ ଚାହୁଁ ନାହାଁନ୍ତି।
ବରଂ ସେ ତାଙ୍କ ଝିଅଙ୍କ ପାଇଁ ବଞ୍ଚିବାକୁ ଚାହୁଁଛନ୍ତି।ସେହି ମୃ-ତ୍ୟୁ ର ରାତିରେ କଣ ଘଟିଲା,ଆଉ ତାପରେ ସେଦିନ ରାତିରେ ତାଙ୍କର ସବୁ ଆଶା ସରିଗଲା।
ସମସ୍ତଙ୍କୁ ଛାଡ଼ି ସତିଶ କୌଶିକ ଚାଲିଗଲେ।ରାତି ୧୨:୩୦ ସମୟରେ ସତିଶ କୌଶିକ ନିଜ ମ୍ୟାନେଜର ଙ୍କୁ ଡାକିଥିଲେ।ନିଃଶ୍ୱାସ ନେବାକୁ କଷ୍ଟ ହେଉଥିବା କଥା କହିଥିଲେ।
ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯିବା ପାଇଁ ସତିଶ ତାଙ୍କ ମ୍ୟାନେଜର ଙ୍କୁ ଅନୁରୋଧ ମଧ୍ୟ କରିଥିଲେ।ହେଲେ ଡାକ୍ତରଖାନା ଯାଉଥିବା ସମୟରେ ରାସ୍ତାରେ ତାଙ୍କ ଯନ୍ତ୍ରଣା ହେବାରେ ଲାଗିଲା।
ହସ୍ପିଟାଲ ରେ ପହଞ୍ଚି ବାର କିଛି ସମୟ ପୂର୍ବରୁ ସତିଶ ନିସ୍ତେଜ୍ ହୋଇ ଯାଇଥିଲେ।ନିସ୍ତେଜ୍ ହେବା ପୂର୍ବରୁ ସେ ତାଙ୍କ ମନର କଥା ମ୍ୟାନେଜର ଙ୍କୁ କହିଥିଲେ। କହିଥିଲେ ଯେ ସେ ମରିବାକୁ ଚାହୁଁ ନାହାଁନ୍ତି ତାଙ୍କୁ ବଞ୍ଚାଇ ଦିଅ।
ସତିଶ କୌଶିକ ଙ୍କ ମୃ-ତ୍ୟୁ ରେ ଦିନକୁ ଦିନ ରହସ୍ୟ ହେବାରେ ଲାଗିଛି।ସେ ତାଙ୍କ ଝିଅଙ୍କ ପାଇଁ ବଞ୍ଚିବାକୁ ଚାହୁଁଛନ୍ତି।ଏହା ମଧ୍ୟ କହିଥିଲେ ଯେ ସେ ମରି ଯିବେ କି?ତାଙ୍କର ଯଦି କିଛି ହୋଇଯିବ ତାହେଲେ ତାଙ୍କ ଝିଅ ଆଉ ପତ୍ନୀ ଙ୍କ ର ଯତ୍ନ ନେବ।
ଆଉ ଏହା ଥିଲା ଅଭିନେତା ତଥା ନିର୍ଦେଶକ ସତିଶ କୌଶିକ ଙ୍କ ଶେଷ ଇଚ୍ଛା।ତେବେ ଏହାରି ମଧ୍ୟରେ ଆଉ ଏକ କଥା ମଧ୍ୟ ସାମ୍ନାକୁ ଆସିଛି।ତାହା ପୁଣି ୧୫ କୋଟି ଟଙ୍କା ପାଇଁ ସତିଶ ଙ୍କୁ ହ-ତ୍ୟା କରାଯାଇଛି।
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।