Movie prime

ଶେଷରେ କ୍ୟାନ୍ସର ପୀଡ଼ିତ ସାତ୍ୱକି କହିଲେ ନିଜ ମନ ର କଥା, ମୋ ସ୍ତ୍ରୀ ମୋ ପାଇଁ ଭଗବାନ୍ ... ବହୁତ୍ ସାହାଯ୍ୟ କଲାଣି...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଅଭିନେତା ସାତ୍ଵକି ମିଶ୍ର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ହେଉଛନ୍ତି ଓଲିଉଡ଼ ଜଗତର ଜଣେ ବରିଷ୍ଠ ଅଭିନେତା। ସେ ଓଲିଉଡ଼ କୁ ମଧ୍ୟ ଅନେକ ଗୁଡିଏ ହିଟ ସିନେମା ମାନ ଭେଟି ଦେଇଛନ୍ତି।
Special report
ଗତ କିଛି ବର୍ଷ ହେବ ସେ ମୁଖ କର୍କଟ ରୋଗରେ ପିଡୀତ ଥିଲେ। ହେଲେ ସେ ଏବେ ଏହି ରୋଗରୁ ସମ୍ପୁର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରି ସାରିଛନ୍ତି। ଏବେ ସେ ଏଭଳି କିଛି କହିଛନ୍ତି ଯାହା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ପ୍ରଥମେ ସେ କହିଥିଲେ କି ନିଜେ ସୁସ୍ଥ ରହିବା ସହ ଆମ ପରିସରକୁ ମଧ୍ୟ ସୁସ୍ଥ ରଖିବା କଥା ସେ କହିଥିଲେ। ଭଲ ପରିବେଶ ସୃଷ୍ଟି କଲେ ହିଁ ଭଲ ସ୍ବାସ୍ଥ୍ୟ ସୃଷ୍ଟି ହେବ।
ସେ କହିଛନ୍ତି କି ତାଙ୍କର ଖରାପ୍ ଅଭ୍ୟାସ ଥିଲା ତାହା ହେଉଛି ସବୁବେଳେ ସେ ପାନ ଓ ଗୁଟକା ଖାଉଥିଲେ। ସେଥିପାଇଁ ସେ କର୍କଟ ରୋଗରେ ପୀଡିତ ହେଲେ। ସେ ଜୀବନରେ କାହାକୁ ହେଲେ ମଧ୍ୟ ଡରି ନାହାଁନ୍ତି।ସେଥିପାଇଁ ତାଙ୍କୁ ଯେଉଁ ରୋଗ ହେଲା ତାକୁ ମଧ୍ୟ ସେ ଡରି ନଥିଲେ।
Special report
ସାହସର ସହ ସେହି ରୋଗର ସାମ୍ନା କରିଥିଲେ। ଆଉ ତାଙ୍କୁ ସାହାସ ଜଗାଇ ଥିଲେ ଆଉ କେହି ନୁହେଁ ବରଂ ତାଙ୍କର ସ୍ତ୍ରୀ। ଭଗବାନ କିଏ ସେ ଜାଣି ନାହାଁନ୍ତି ହେଲେ ମଣିଷ ରୂପୀ ଭଗବାନ ତାଙ୍କ ସ୍ତ୍ରୀ କୁ ସେ ତାଙ୍କର ପାଖରେ ପାଇଛନ୍ତି।
ତାଙ୍କ ସ୍ତ୍ରୀ ହିଁ ଜୀବନ ସାରା ତାଙ୍କର ସାଥ ଦେବେ ବୋଲି ଶପଥ ନେଇଥିଲେ ଆଉ ଶେଷରେ ତାଙ୍କୁ ମୃ-ତ୍ୟୁ ମୂଖରୁ ମଧ୍ୟ ବଞ୍ଚେଇ ଦେଲେ। ତାଙ୍କ ଉପକାର କେବେ ହେଲେ ମଧ୍ୟ ଜୀବନରେ ସେ ସୁଜି ପାରିବେ ନାହିଁ।
ସମସ୍ତଙ୍କୁ ସେ ଏହା ଉପଦେଶ ଦେଇଥିଲେ କି ଯାହାର ଯେଉଁ ଖରାପ୍ ଅଭ୍ୟାସ ରହିଛି ତାହାକୁ ଛାଡ଼ିବା ପାଇଁ। ଯେତିକି ଖରାପ୍ ଜିନିଷ ତାହା ଜଲଦି ମଣିଷକୁ ଖୁବ ଆକର୍ଷିତ କରିଥାଏ।
ଯିଏ ସଞ୍ଜତ ରେ ରହିବ ସେ ହିଁ ଭଲ ମଣିଷ ହୋଇ ପାରିବ ବୋଲି ସତ୍ୱକି ମିଶ୍ର କହିଥିଲେ। ତେବେ ତାଙ୍କର ଏହି ଉପଦେଶ ଆପଣଙ୍କୁ କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.