Movie prime

ମୁଁହ କ୍ୟାନ୍ସର ରେ ସତ୍ଵକି ମିଶ୍ର ଅବସ୍ଥା ଗୁରୁତର : ଜମା ଗୁଟଖା ଖାଓନି ଭାଇ ମାନେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ଅଲିଉଡ ଜଗତରୁ ଅନେକ ଖବର ସାମ୍ନା କୁ ଆସିବାରେ ଲାଗିଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
Special Report
ଅଳିଉଡ ଜଗତରେ କଳାକାର ମାନଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ଅନେକ ଖବର ଆସିଥାଏ ଆଉ ତାହା ସମ୍ପର୍କରେ ଖୁବ୍ ଚର୍ଚ୍ଚା ମଧ୍ଯ ହେଉଥିବାର ଦେଖିବାକୁ ମିଳିଥାଏ। ଏବେ ଅଭିନେତା ସାତ୍ୱକି ମିଶ୍ର ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କ ରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଅଭିନେତା ସାତ୍ୱକି ମିଶ୍ର ଖୁବ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଛନ୍ତି। ଆଉ ତାଙ୍କର ଅଭିନୟ ମାଧ୍ୟମରେ ହିଁ ସେ ଲୋକ ମାନଙ୍କର ହୃଦୟକୁ ଜିତି ଛନ୍ତି। ଲୋକ ମାନେ ମଧ୍ୟ ତାଙ୍କର ଅଭିନୟ କୁ ଖୁବ୍ ପସନ୍ଦ କରି ଥାଆନ୍ତି।
ଏବେ ନିକଟରେ ସେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରିଛନ୍ତି ଆଉ ଏହି ଭିଡିଓ ଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
Special Report
ଅଭିନେତା ସାତ୍ୱକି ମିଶ୍ର ଦୀର୍ଘ ଦିନ ଧରି ମୁଖ କର୍କଟ ରୋଗରେ ପୀଡିତ ଥିଲେ। ସେ ଦୀର୍ଘ ଦୁଇ ବର୍ଷ ଧରି ଅନେକ ଯନ୍ତ୍ରଣା ସହି ଆସିଛନ୍ତି। ଆଉ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା।
ସେଥିପାଇଁ ସେହି ପରିସ୍ଥିତି ରେ ତାଙ୍କୁ ଖୁବ୍ କଷ୍ଟ ମଧ୍ୟ ହୋଇଛି। ସେଥିପାଇଁ ସେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି ବର୍ତ୍ତମାନ ର ଯୁବପିଢୀ ଙ୍କୁ ଏକ ବାର୍ତା ପ୍ରଦାନ କରିଛନ୍ତି। ସେ ତବାଖୁ ଖାଇବାକୁ ସଂପୂର୍ଣ୍ଣ ଭାବରେ ବାରଣ କରିଛନ୍ତି।
ତବାଖୁ ଖାଇବାର ପରିଣାମ କଣ ତାହା ସେ ନିଜେ ହିଁ ବୁଝିଛନ୍ତି। ଆଉ ଏହା ତାଙ୍କ ପାଇଁ ଖୁବ୍ କଷ୍ଟ ଦାୟକ ମଧ୍ଯ ଥିଲା। ସେ ଯେଉଁ କଷ୍ଟ ଭୋଗିଛନ୍ତି ତାହା ସେ ଆଉ କାହାକୁ ଭୋଗିବା କୁ ଦେବାକୁ ଚାହୁଁ ନାହାଁନ୍ତି।
ସେଥିପାଇଁ ସେ ତବାଖୁ ଖାଇବାକୁ ସଂପୂର୍ଣ୍ଣ ଭାବରେ ବାରଣ କରିଛନ୍ତି। ନିଶ୍ଚିତ ଭାବରେ ସେ ଏକ ଖୁବ ଭଲ ବାର୍ତା ପ୍ରଦାନ କରିଛନ୍ତି। ଯଦି ଆପଣ ଏହାକୁ ମାନିବେ ତେବେ ଏହା ଭବିଷ୍ୟତରେ ଆପଣଙ୍କୁ ନିଶ୍ଚିତ ସହାୟକ ହେବ।