Movie prime

ସ୍କୁଲ ଝିଅ ମାନଙ୍କ ସହ ହେଲା ଏମିତି କାଣ୍ଡ ଦେଖିଲେ ମୁଣ୍ଡ ଗରମ ହୋଇଯିବ ଦେଖନ୍ତୁ ଏହି ଭାଇରାଲ ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବିଦ୍ୟାଳୟ କୁ ନେଇ ଆସିଛି ଏକ ବଡ ଖବର।ଛୋଟ ଛୋଟ ପିଲା ମାନଙ୍କ ଦେହ ରେ ଭୂତ ଲାଗୁଛି।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ପଞ୍ଚାୟତ ର ଅଢୁଆ ପ୍ରାଥମିକ ବିଦ୍ୟାଳୟ ରେ।
Special report
ଏଠାରେ ପାଠ ପଢୁଥିବା ଷଷ୍ଠ ଶ୍ରେଣୀ ର ଝିଅ ମାନଂକ ପକ୍ଷରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି।କିଛି ଝିଅ ମାନେ ହଟାତ ଜୋର୍ ରେ ଚିତ୍କାର କରି କାନ୍ଦି ଉଠୁଛନ୍ତି।ଓ ଛୋଟେଇ ଛୋଟେଇ ଚାଲିଛନ୍ତି।ଏହି ଦୃଶ୍ୟ ଯେ କେହି ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ।
ସୂଚନା ଅନୁସାରେ ଅଢୁଆ ପ୍ରାଥମିକ ବିଦ୍ୟାଳୟ ରେ ଗତ ଅକ୍ଟୋବର ମାସ ଆରମ୍ଭ ରୁ କିଛି ପିଲା ମାନେ ଶ୍ରେଣୀ ରେ ପଢୁଥିବା ସମୟରେ କାନ୍ଦିବାକୁ ଲାଗୁ ଛନ୍ତି।କାନ୍ଦି କାନ୍ଦି ସେମାନେ ଗାଁ ରେ ଥିବା ବର ଗଛ ମୂଳ କୁ ଚାଲି ଯାଉଛନ୍ତି।
Special report
କହୁଛନ୍ତି କି ସେମାନେ ତିନି ଭଉଣୀ ଥିଲେ।ତାଙ୍କ ବାପା ଜଣ ଜଣକୁ ମାରି ଦେଇଛନ୍ତି।ଏ କଥା କହି କାନ୍ଦି ପକାଉ ଛନ୍ତି।ଏ ଘଟଣା କୁ ଦେଖି ସ୍କୁଲ ର ଶିକ୍ଷକ ମାନେ ଏକ ପି ଟି ଏମ୍ ସଭା ଡକାଇ ଥିଲେ।ଓ ସ୍କୁଲ ର ମୁଖ୍ୟ ଆସି ଏ ବିଷୟ ରେ ଆଲୋଚନା କରିଥିଲେ।
Special report
ଶେଷ ରେ ନିଷ୍ପତି ନିଆ ଯାଇଥିଲା ଯେ ଜଣେ ଗୁଣିଆ ଡକା ଯାଇ ପିଲା ମାନଙ୍କ ଦେହ ରୁ ଭୂତ କୁ ବାହାର କରା ଯିବ।ପିଲା ମାନଙ୍କ ର ମା କହିଛନ୍ତି କି ସବୁ ଦିନ ରାତିରେ ତାଙ୍କ ଝିଅ ର ବେକ କୁ କିଏ ଚିପି ଦେଉଛି।ଧଳା ଶାଢ଼ୀ ପିନ୍ଧି ତାର ସାମ୍ନା କୁ ଚାଲି ଆସୁଛି।
Special report
ଗତ କିଛି ଦିନ ହେବ ୫ ରୁ ୭ ଜଣ ପିଲା ବିଦ୍ୟାଳୟ ରେ ମଧ୍ୟ ଏଭଳି ଅସ୍ବାଭାବିକ ବ୍ୟବହାର କରିଛନ୍ତି।ଏହାକୁ ନେଇ ଉଭୟ ଶିକ୍ଷକ ଓ ପିଲା ମାନଙ୍କ ପିତାମାତା ମାନେ ଚିନ୍ତିତ ଅଛନ୍ତି।
ଏବେ ସେଠାରେ ଗୁଣିଆ ଆସି ପିଲା ମାନଙ୍କୁ ଝଡ଼ା ଫୁଙ୍କା କରୁଛି।ସନ୍ଦେହ କରା ଯାଉଛି କି ସେଠାରେ ଭୂତ ପ୍ରେତ ର କିଛି ପ୍ରଭାବ ପଡିଛି।ତିନି ଜଣ ଝିଅ କୁ ବୋଧ ହୁଏ ମାରି ଦିଆ ଯାଇଛି ବୋଲି ସେଠାକାର ଲୋକ ମାନେ ଚର୍ଚ୍ଚା କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.