Movie prime

ମୁଁ ତୋର ସ୍ଵାମୀ ହେଲେ ମୁଁ ତୋର ସ୍କୁଲ ପ୍ରେମିକ , ସ୍ଵାମୀ କୁ ଶେଷ କରି ମୋ ପାଖକୁ ଚାଲିଆ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ସମ୍ପର୍କ ରେ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ବା
ହା ହୋଇଥିବା ନିଜ ସ୍କୁଲ ସମୟର ପ୍ରେମିକା କୁ ନେଇ ନୁଆ ଦୁନିଆ ଟିଏ ଗଢିବେ ବୋଲି ଭାବି ନେଇଥିଲେ କମଳକାନ୍ତ। ଏଥି ପାଇଁ ମଧ୍ୟ ଦୁହେଁ ଦୁହିଁକୁ ଫୁଲ ମାଳ ମଧ୍ୟ ପକାଇ ଦେଇଥିଲେ।
ହେଲେ ଦୀପିକା ଙ୍କ ସ୍ଵାମୀ ମେଡିକାଲ ରେ ଯେତେବେଳେ ଅସୁସ୍ଥ ହୋଇଗଲେ ଓ କହିଲେ କି ଦୀପିକା ବିନା ସେ ବଞ୍ଚି ପାରିବେନି,
ସେତେବେଳେ ଦୀପିକା ମନ ପୁଣି ଥରେ ବଦଳି ଯାଇଥିଲା। ଆଉ ତାଙ୍କ ସ୍ଵାମୀ ପାଇଁ ତାଙ୍କ ଆଖିରେ ପୁଣି ଥରେ ଲୁହ ଆସିଗଲା ଏବେ ପୁଣି ଥରେ ତାଙ୍କ ସ୍ବାମୀ ପାଖକୁ ଫେରି ଯିବାକୁ କହୁଛନ୍ତି ଦୀପିକା।
ଆଉ ଏପଟେ କମଳକାନ୍ତ ମଧ୍ୟ ଏକଥା କୁ ସହି ପାରୁ ନାହାଁନ୍ତି। ଫୁଲମାଳ ପକାଇବା ସହ ଅନେକ କିଛି ସ୍ବପ୍ନ ଦେଖିଥିଲେ କମଳାକାନ୍ତ ହେଲେ ଏବେ ପ୍ରେମିକା ଫେରି ଯାଉଛି ତାର ସ୍ଵାମୀ ପାଖକୁ।
କମଳକାନ୍ତ ତା ପ୍ରେମିକା ବେକରେ ଫୁଲମାଳ ପକାଇ ଖୁବ ଖୁସୀ ହୋଇ ଯାଇଥିଲା। ସେ ଭାବୁଥିଲା କି ତାର ପ୍ରେମିକା ସହ ସେ ନୁଆ ଦୁନିଆ ଟିଏ ଗଢ଼ିବ ହେଲେ ଏବେ ତାର ସବୁ ଆଶା ଭାଙ୍ଗି ଚୁନା ହୋଇଗଲା।
କାରଣ ଏବେ ଦୀପିକା ଙ୍କ ସ୍ୱାମୀ ଙ୍କ ଦେହ ଖରାପ୍ କଥା ଶୁଣି ତାଙ୍କ ସ୍ୱାମୀ ଙ୍କ ନିକଟକୁ ଫେରି ଯିବା ପାଇଁ ଚାହୁଁଛନ୍ତି ଦୀପିକା। ଏଥିପାଇଁ କମଳକାନ୍ତ ସଂପୂର୍ଣ୍ଣ ଭାବରେ ନୀରବ ହୋଇ ଯାଇଛନ୍ତି।
ତାଙ୍କ ଆଖି ଧାର ମଧ୍ୟ ଛଳଛଳ ହୋଇ ଯାଇଛି। ଆପଣ ମାନେ ଜାଣିଥିବେ କି କୁହା ଯାଏ ପ୍ରେମରେ ସମସ୍ତେ ଅନ୍ଧ ହୋଇ ଯାଆନ୍ତି। ଆଜି ସେଭଳି କିଛି ପରିଲକ୍ଷିତ ହୋଇଛି।
ଏହି ତିନି ତିନୋଟି ଜୀବନ ପ୍ରେମରେ ଫସି ଯାଇଛନ୍ତି। କଣ କରିବେ କିଛି ବୁଦ୍ଧି ବାଟ ଦେଖା ଯାଉ ନାହିଁ। ତେବେ ଆପଣଙ୍କୁ ଏହି ଘଟଣା ଶୁଣି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।