Movie prime

ସ୍କୁଲ ଭିତରୁ ଟେକି ନେଇ ଝିଅ କୁ ଧନ୍ଦାବାଲି ବନେଇ ଦେଲା ଯୁବକ ହେଲେ ସେଇ ଝିଅ ଏତେ ବର୍ଷ ପରେ ଫେରିଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍କୁଲ୍ ପାଠ ପଢିବାକୁ ଯାଇ ହଜି ଯାଇଥିଲା ଝିଅ। ଆଉ ସେହି ଦିନ ଠାରୁ ଦୀର୍ଘ ୨୦ ବର୍ଷ ହେବ ଝିଅ ନା ନିଜ ବାପା ମାଆ ଙ୍କୁ ଦେଖିଥିଲା ନା ତାର ବାପା ମାଆ ତାକୁ ଦେଖିଥିଲେ।
Special report
ହେଲେ ଏବେ ବାପା ମାଆଙ୍କୁ ମିଳି ଯାଇଛି ତାଙ୍କର ସେହି ହଜିଲା ଝିଅ। ଝିଅର ନାମ ହେଉଛି ପୁଜା ଯିଏକି ପାଠ ପଢିବା ପାଇଁ ଭିରୁଟ ସ୍କୁଲ୍ କୁ ବାହାରି ଯାଇଥିଲା। ହେଲେ ସେ ଝିଅ ଆଉ ଘରକୁ ଫେରି ନଥିଲା।
ବାପା ମାଆ ବନ୍ଧୁ ବାନ୍ଧବ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନେ ତାଙ୍କର ହଜିଲା ଝିଅକୁ ପାଇ ନଥିଲେ। ଆଉ ଦେଖୁଦେଖୁ ଏହି ଖୋଜାଖୋଜି ମଧ୍ୟରେ ଦୀର୍ଘ ୨୦ ବର୍ଷ ବିତି ଯାଇଥିଲା। ହେଲେ ଝିଅଟିର କିଛି ପତ୍ତା ମିଳି ନଥିଲା।
ହେଲେ ଝିଅଟି କୁ ନିଜ ବାପା ଖୋଜିଖୋଜୀ ଆରପାରି କୁ ଚାଲି ଯାଇଥିଲେ। ହେଲେ ତାଙ୍କର ଝିଅକୁ ପାଇ ନଥିଲେ। ବାପା ଚାଲିଯିବା ପରେ ମାଆ ମଧ୍ୟ ତାଙ୍କ ଝିଅକୁ ପାଇବା ଆଶା ଛାଡ଼ି ଦେଇଥିଲେ।
Special report
ହେଲେ ପୂଜା ମନରେ କିନ୍ତୁ ବିଶ୍ଵାସ ଥିଲା ଯେ ତାକୁ ତାର ବାପା ମାଆ ନିଶ୍ଚିତ ଭାବରେ ମିଳିବେ ବୋଲି। ଆଜି ସେହି ଆଶା ଝିଅ ଟିର ସତ୍ୟତା ରେ ପରିଣତ ହୋଇଛି।
ଦୀର୍ଘ ସମୟର ଅପେକ୍ଷା ର ଆଜି ଅନ୍ତ ଘଟିଛି ଆଉ ଏତେ ଦିନ ପରେ ନିଜ ଆଖି ଆଗରେ ମାଆ କୁ ଦେଖି ପୁଜାର ଆଖିର ଲୁହ ଆଉ ଅଟକି ରହୁ ନାହିଁ। ମନରେ ରହିଥିବା ସେହି ୨୦ ବର୍ଷର କୋହ ଅଜି କୁହା ଭାବରେ ଝରି ପଡ଼ୁଛି।
ଆଉ ଝିଅ ଆଖିରେ କୁହ ଦେଖିବା ପରେ ମାଆ ତାକୁ ଆଦରରେ କୋଳେଇ ମଧ୍ଯ ନେଇ ଯାଉଛି। ସ୍କୁଲ୍ ରୁ ଫେରିବା ସମୟରେ ବାପା କୁ ନପାଇ ଦଲାଲ ହାବୁଡ଼ରେ ପଡ଼ି ଯାଇଥିଲା ପୁଜା।
ଦଲାଲ ଜଣକ ପୁଜା କୁ ନେଇ ଶିଶୁ ଶ୍ରମିକ ଭାବରେ କାମ କରଉ ଥିଲା। ଏହାପରେ ଜଣେ ସ ଦୃଦୟ ମହିଳାଙ୍କ ନଜର ପୂଜା ଉପରେ ପଡିଥିଲା ଆଉ ପୂଜା ମଧ୍ୟ ତାଙ୍କର ବାପା ମା ଙ୍କ ସମ୍ପର୍କରେ ସବୁ ସତ କଥା କହି ଦେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.