Movie prime

ଟ୍ରେନରେ Ac ଟିକେଟ କାଟି ଚଢ଼ି ପାରିଲେନି ବୋଲି ଟ୍ରେନ କାଚ ଭାଙ୍ଗିଦେଲେ ଦେଖନ୍ତୁ ଘଟିଗଲା କେତେବଡ ଅ-ଘ-ଟ-ଣ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ଭାରତୀୟ ରେଳ ଯାତ୍ରା ସମୟରେ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ବେଳେବେଳେ ଏତେ ଭିଡ଼ ଥାଏ ଯେ ଲୋକମାନେ ଶୌଚାଳୟକୁ ଯିବା କଷ୍ଟକର ହୋଇଯାଏ। 
ତେବେ ବନ୍ଧୁଗଣ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯାହା ଇଣ୍ଟରନେଟ୍ ରେ ଧୂଆଁ ଭଳି ବ୍ୟାପିବାରେ ଲାଗିଛି। ତେବେ ବନ୍ଧୁଗଣ ଏସି ଟିକେଟ କରି ବି ଚଢିପାରିନତିଲେ ଟ୍ରେନ। ଟିକେଟ କରିନଥିବା ଯାତ୍ରୀ ତାଙ୍କୁ ଚଢିବାକୁ ଦେଇନଥିଲେ।
Bh
ଆଉ ପରିଣାମ ସ୍ୱରୂପ ଯାତ୍ରୀ ଜଣକ ଅଜବ କାରନାମା କରି ଦେଖାଇଥିଲେ। ଯାହାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଏସି ଟିକେଟ କରି ମଧ୍ୟ ସେ ଚଢ଼ିପାରିନଥିଲେ ଟ୍ରେନ। 
ଆଉ ଟିକେଟ କରିନଥିବା ଯାତ୍ରୀ ତାଙ୍କୁ ଚଢିବାକୁ ଦେଇନଥିଲେ। ଫଳରେ ଯାତ୍ରୀ ଜଣକ ଭୀଷଣ ରାଗି ଯାଇ ଟ୍ରେନ ଝରକାର କାଚ ଭାଙ୍ଗି ଦେଇଥିଲେ। ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ଟ୍ରେନରେ ଏସି ଟିକେଟ କାଢି ଥିବା ବେଳେ ଟିକେଟ କରିନଥିବା ଲୋକେ ତାଙ୍କୁ ଚଢାଇ ଦେଇନଥିଲେ।
ଫଳରେ ରାଗି ଯାଇ ଯାତ୍ରୀ ଜଣକ ଟ୍ରେନ କାଚ ଭାଙ୍ଗି ଦେଇଥିଲେ। ଏହାପରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯାହାର ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.