Movie prime

୨୯ ମାଓବାଦୀଙ୍କ କେମିତି ଗଲା ଜୀବନ ଦେଖନ୍ତୁ ଭିଜୁଆଲ ଦେଖାଇଲେ ଯବାନ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆକ୍ରମଣ ପୂର୍ବରୁ ତିଆରି ହୋଇଥିଲା ପୁରା ବ୍ଲୁ ପ୍ରିଣ୍ଟ। ଯବାନ ମାନଙ୍କୁ ପୁରା ଟ୍ରେନିଂ ଦିଆଯାଇଥିଲା। କେମିତି ଯୁଦ୍ଧ କରିବ। ମାଓବାଦୀ ମନଙ୍କୁ କେମିତି ମାରିବ ସବୁକୁ ପାଣି ଭଳି ପିଦେଇଥିଲେ ଯବାନ ମାନେ।
ଯାହାକୁ ସାମ୍ନାକୁ ଆଣିଛନ୍ତି ବିଏସ୍‌ଏଫ୍ ଡିଆଇଜି ଆଲୋକ ସିଂ। ସୂଚନା ଅନୁସାରେ, କାଙ୍କେର ଛୋଟେବେତିୟା ପୋଲିସ ଷ୍ଟେସନ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଅବସ୍ଥିତି ବିଷୟରେ ଖବକର ପାଇଥିଲା ସୁରକ୍ଷାକର୍ମୀ। 
Hh
ଏହାପରେ ଡିଆରଜି ଯବାନ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ଏହି ସମୟରେ ମାଓବାଦୀଙ୍କ ତରଫରୁ ଅଚାନକ ଆକ୍ରମଣ ହୋଇଥିଲା। ଯାହାର ଜବାବରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗୁଳି ଚଳାଇବାକୁ ପଡ଼ିଥିଲା।
ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅୁସାରେ, ଏହି ଗୁଳୁ ବିନିମୟରେ ୨୯ ମାଓବାଦୀ ନିହତ ହୋଇଛନ୍ତି। ତେବେ ଆଗକୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ହେବାର ଅନୁମାନ କରିଛନ୍ତି ସ୍ଥାନୀୟ ଏସପି କଲ୍ୟାଣ ଇଲ୍ଲିସେଲା। 
ଭାରତୀୟ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ଦେଖିବାକୁ ମିଳିଛି। ଫଳରେ ଯବାନଙ୍କ ଗୁଳିରେ ୨୯ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି। ତେବେ ଏହି ଅପରେସନରେ ୨ ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜାଣିବାକୁ ମିଳିଛି।
Hh
ସେମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡିକାଲରେ ବର୍ତ୍ତି କରାଯାଇଛି। ସେପଟେ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଥିବା ବେଳେ ମାଓ କ୍ୟାମ୍ପ ନଷ୍ଟ କରିବାରେ ଅଧିକ ଫୋର୍ସ ମୁତୟନ କରାଯାଉଛି।
ତେବେ ଏନକାଉଣ୍ଟରରେ ମାଓ ସଂଗଠନର କିଛି ଟପ୍ ଲିଡର ମଧ୍ୟ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ନକ୍ସଲ ସଂଗଠନର କୁଖ୍ୟାତ ଲିଡର ଶଙ୍କର ରାଓ ଥିବା ଚିହ୍ନଟ କରାଯାଇଛି।
ଏହି ଶଙ୍କରକୁ ଧରାଇଦେବା ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହାବ୍ୟତୀତ ମରଶରୀର ପାଖରୁ ଏକେ-୪୭ ଏବଂ ଇନସାସ ରାଇଫଲ ଭଳି ହତିଆର ମଧ୍ୟ ଜବତ କରିଛି ପୋଲିସ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.