Movie prime

ମୋଦୀ ସରକାର କଲେ ବଡ ଘୋଷଣା ଦେଖନ୍ତୁ ମହିଳା ମାନଙ୍କୁ ମିଳିବ ନଗଦ ୫୦୦୦୦/- ଟଙ୍କା ଦେଖନ୍ତୁ କେମିତି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ବନ୍ଧୁଗଣ ମୋଦୀ ଘୋଷଣା କରିଛନ୍ତି ସବୁ ମହିଳା ମାନଙ୍କୁ ମିଳିବ ୫୦ ହଜାର ଭାଉଚ୍ଚର୍। ଖାଲି ସେତିକି ନୁହେଁ ଭତା ବଢିବ ୩୦୦୦ ଟଙ୍କା। ୨୦୨୪ ନିର୍ବାଚନ ଓଡିଶାରେ ବିଜୟ ହାସଲ କଲେ ଆରମ୍ଭ ହେବ ସୁଭଦ୍ରା ଯୋଜନା। ଯେଉଁଥିରେ ପ୍ରତ୍ୟେକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା ନଗଦ ଭାଉଚର
ଯାହାକୁ ସେମାନେ ୨ ବର୍ଷ ଭିତରେ ଖର୍ଚ୍ଚ କରିପାରିବେ। ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ନିରାଶ୍ରୟ ମାନଙ୍କୁ ୩୦୦୦ ଟଙ୍କା ମାସିକ ପେନସନ ପ୍ରଦାନ କରାଯିବ। କୃଷକ ମାନଙ୍କ ପାଇଁ ମଧ୍ୟ ବଡ ଘୋଷଣା ମଧ୍ୟ କରିଛନ୍ତି। 
ଆଜି ପର୍ଯ୍ୟନ୍ତ କୃଷକ ମାନଙ୍କୁ ସେମାନଙ୍କର ଧାନର ଉପଯୁକ୍ତ ମୂଲ୍ୟ ମିଳି ପାରିଲା ନାହିଁ। ହେଲେ ୨୦୨୪ ନିର୍ବାଚନ ବିଜୟ ହାସଲ କଲା ପରେ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବଢିବ। ସେହି ଟଙ୍କା ୨୪ ଘଣ୍ଟା ମଧ୍ୟରେ କୃଷକ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବ।
Hh
ଏହା ସହିତ ରାଜ୍ୟରେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଦିଦି ସୃଷ୍ଟି ହେବ। ବିଜେପି ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତିଟି ଶ୍ରେଣୀର ଲୋକଙ୍କୁ ୭୦ ବର୍ଷ ବୟସ ପରେ ସ୍ବାସ୍ଥ୍ୟ ବିମାନ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ସହ ୧୦୦ ଦିନ ମଧ୍ୟରେ ଦେଶରେ ସବୁଠାରୁ ବଡ ସ୍ବାସ୍ଥ୍ୟ ବିମା ଯୋଜନା ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବାକୁ ଯାଉଛି। 
ଏହାକୁ ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ଲୋକେ ଲାଭ ଉଠାଇ ପାରିବେ। ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଆହୁରି ମଧ୍ୟ କହିଥିଲେ ଯେ, ବିଜେପି ଜଗନ୍ନାଥ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବ।
ରତ୍ନଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତି କରି ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ନିର୍ବାଚନ ପୂର୍ବରୁ ଏମିତି କିଛି କଥା ଘୋଷଣା କରିଛନ୍ତି ମୋଦୀ ସରକାର। ଯାହାକୁ ନେଇ ଏବେ ଓଡ଼ିଶା ରାଜନୀତିରେ ହଟହଟା ସୃଷ୍ଟି ହୋଇଛି।