Movie prime

ଆଉ ନାହାନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ ଦେଖନ୍ତୁ ଏହି କାରଣ ପାଇଁ ଅଚାନକ ହେଲା ପରଲୋକ

 
Ft
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତର ସବୁ ଖବର ସୋସିଆଲ ମିଡ଼ିଆ ଦ୍ଵାରା ପାଇ ପାରୁଛନ୍ତି । ଏବେ ଜଣେ ଅଭିନେତ୍ରୀଙ୍କ ବିଷୟରେ ଆପଣମାନେ ଜାଣିପାରିବେ ।
Gg
ଆପଣମାନେ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣ ସମସ୍ତଙ୍କ ପାଇଁ ଦୁଃଖଦ ଖବର ଆସିଛି । ପୁଣି ଓଲିଉଡ ଜଗତକୁ ନେଇ ଏକ ଦୁଃଖଦ ଖବର ଆସିଛି । ଆଉ ନାହାନ୍ତି ଏହି ଅଭିନେତ୍ରୀ ଜଣକ ।
ଯେଉଁ ଅଭିନେତ୍ରୀ ଦିନେ ସମସ୍ତଙ୍କୁ ହସାଉଥିଲେ ଆଉ ଆଜି ସେ ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଶୋକ ସାଗରରେ ଭସାଇ ଦେଇ ଚାଲି ଯାଇଛନ୍ତି । ଅଭିନେତ୍ରୀ ଜଣକ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । 
ଏହି ପ୍ରସିଦ୍ଧ ଓଡ଼ିଆ ଅଭିନେତ୍ରୀ ଜଣଙ୍କର ଦେହାନ୍ତ ହୋଇଛି । ପୁଣି ଓଡ଼ିଆ ସିନେମା ଜଗତ ପାଇଁ ଏକ ବଡ ଦୁଃଖଦ ଖବର ଆସିଛି । ଆମ ଦେଶ ହେଉଛି କଳା ଆଉ ସଂସ୍କୃତିର ଦେଶ । ଆମ ଦେଶରେ ଅନେକ କଳାକାର ଅଛନ୍ତି ଆଉ ଏହି କଳାକାରମାନେ ଲୋକମାନଙ୍କୁ ହସାଇ ଥାଆନ୍ତି ।
Gh
ଆଜି ଜଣେ ଅଭିନେତ୍ରୀ ସବୁଦିନ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତ ଆଉ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଓଲିଉଡ ଜଗତର ଜଣେ ପରେ ଜଣେ ଅଭିନେତ୍ରୀ ଚାଲି ଯାଉଛନ୍ତି ।
ଜଣଙ୍କ ପରେ ଜଣେ କଳାକାରଙ୍କ ଦେହାନ୍ତ ଘଟୁଛି । ଆଉ ଏବେ ପୁଣି ଜଣେ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି । ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ଆକାଶବାଣୀ ଏବଂ ଅନେକ ଫିଲ୍ମରେ ଏହି ଅଭିନେତ୍ରୀ ଜଣକ ଅଭିନୟ କରିଛନ୍ତି।
ଅଭିନେତ୍ରୀ ଝରଣା ଦାସ ଅନେକ ଶୋ ଆଉ ଫିଲ୍ମରେ ଆଉ ଷ୍ଟେଜ ଶୋରେ କାମ କରିଛନ୍ତି । ଅନେକ ମଞ୍ଚରେ ସେ ତାଙ୍କ କଳା ଦେଖାଇ ପାରିଛନ୍ତି । ସେ ୮୨ ବର୍ଷ ବୟସରେ ମୃ-ତ୍ୟୁବରଣ କରିଛନ୍ତି । ଏବେ ତାଙ୍କ ମୃ-ତ୍ୟୁରେ ସମସ୍ତେ ଭାଙ୍ଗି ପଡିଛନ୍ତି ।