Movie prime

ଲାଞ୍ଚ ନେଇ କାନ୍ଦିଲେ ARI ମ୍ୟାଡାମ ଦେଖନ୍ତୁ ଧରା ପଡ଼ିବା ପରେ କଣ କହିଲେ - Exclusive

 
Hu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
ଏବେ ଜଣେ ARI ମ୍ୟାଡାମଙ୍କୁ ନେଇ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଯୁଗରେ ଏଭଳି ସବୁ ଘଟଣା ଘଟୁଛି ଯାହା ଆପଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିବ । ଏବେ ଏହି ଭିଡିଓରେ ଆପଣମାନେ ଏହା ଦେଖିପାରିବେ ।
Jj
ସରକାରୀ ଚାକିରିଆମାନେ ଲାଞ୍ଚ ନେବା ଏକ ଅପରାଧ ଅଟେ । କିନ୍ତୁ ଅଧିକ ଟଙ୍କା ଆଶାରେ ସରକାରୀ ଚାକିରୀ କରୁଥିବା ଲୋକମାନେ ଏଭଳି ସବୁ କାମ କରନ୍ତି ଯାହା ସତରେ ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ସରକାରୀ ଚାକିରୀ କରିଲେ ପରିବାର ଏବଂ ସ୍ଥାନୀୟ ଲୋକମାନେ ଖୁସି ହୋଇ ଯାଆନ୍ତି କିନ୍ତୁ ଯଦି ସେହି ଚାକିରୀ କରିଥିବା ଲୋକ ଏଭଳି କାମ କରିବ ତାହେଲେ ଏହି ସମାଜ ଆଉ କାହାକୁ ଦୋଷ ଦେବ । ଏହି ARI ମ୍ୟାଡାମ ଲାଞ୍ଚ ନେଉଥିଲେ । 
ଥରେ ନୁହେଁ କି ଦୁଇଥର ନୁହେଁ ବରଂ ଅନେକ ଥର ଏହି ମ୍ୟାଡାମ ଜଣକ ଲାଞ୍ଚ ନେଇଥିଲେ । ଏବେ ଲାଞ୍ଚ ନେବା ସମୟରେ ଏହି ARI ମ୍ୟାଡାମ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମାତ୍ର ୧୦ ହଜାର ଟଙ୍କା ଆଜି ARI ମ୍ୟାଡାମଙ୍କୁ କନ୍ଦାଇ ଦେଇଛି।
Yh
ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ARI ମ୍ୟାଡାମଙ୍କୁ କୌଣସି ସ୍ଥାନକୁ ନିଆ ଯାଇଥିଲା । ଆଉ ସେଠାରେ ସେ ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି । ଏହି ARI ମ୍ୟାଡାମ ଏବେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଆଉ ତାଙ୍କ ସହିତ ତାଙ୍କ ସହଯୋଗୀ ମଧ୍ୟ ରହିଛି ।
ARI ମ୍ୟାଡାମଙ୍କ ନାଁରେ ଅଭିଯୋଗ ଆସିବା ପରେ ତାଙ୍କ ଉପରେ ଏବେ କାର୍ଯ୍ୟାନୁଷ୍ଠାନ ହେଉଛି । ଏବେ ARI ମ୍ୟାଡାମ ଏବଂ ତାଙ୍କ ସହଯୋଗୀ ଚିନ୍ତାରେ ବସିଛନ୍ତି । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ ବେଲ ଗାଁର । ଏହି ଗାଁର ARI ମ୍ୟାଡାମ ରେଶମା
ମାଝୀ ଏବଂ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦ ଜମି ନୋଟିସ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ବାସୁଦେବ ରଣାଙ୍କ ଜମି ପାଇଁ ତାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ଏବେ ୧୦ ହଜାର ଟଙ୍କା ଲାଞ୍ଚ ପାଇଁ ହଟହଟା ହେଲେ ARI ମ୍ୟାଡାମ ।