Movie prime

ଦେଖନ୍ତୁ ଏମିତି କଣ ହେଲାଯେ ସ୍କୁଲରେ ପାଠ ପଢ଼ାଉଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ!!

 
Jh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ପାଇ ପାରୁଛନ୍ତି । ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ଜୀବନ ଆଉ ତାଙ୍କ ପାଠପଢା ଏବଂ ସେମାନେ ଏବେ କଣ କରୁଛନ୍ତି ଏଭଳି ଅନେକ କଥା ଆପଣମାନେ ଜାଣି ପାରୁଛନ୍ତି ।
Hh
ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି ।
ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଏବେ ସ୍କୁଲରେ ଦେଖିବାକୁ ମିଳିଛି । ଏହି ଅଭିନେତ୍ରୀ ଜଣକ ସ୍କୁଲରେ ଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଲା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ଅନେକ କଥା ଆସୁଛି ।
ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବେ କେଉଁ ପରିସ୍ଥିତିରେ ପଡି ସ୍କୁଲରେ ପାଠ ପଢ଼ାଉଛନ୍ତି ଏବଂ ତାଙ୍କର କଣ ହୋଇଛି ଏଭଳି ଅନେକ କଥା ଏବେ ଆସୁଛି । ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଅଭିନୟ ଦେଖିବାକୁ ଲୋକମାନେ ଭଲ ପାଆନ୍ତି କିନ୍ତୁ
Bb
ଏହି କିଛିଦିନ ହେବ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଅଭିନୟ ଦେଖିବାକୁ ମିଳି ନାହିଁ । ଆଉ ତାଙ୍କର କିଛି ଫିଲ୍ମ୍ ଆସି ନାହିଁ । ଏବେ ସେ ତାଙ୍କ ଗାଁରେ ଅଛନ୍ତି ବୋଲି ଜଣାପଡିଛି । ଅଭିନେତ୍ରୀ ଜଣକ ତାଙ୍କ ଗାଁରେ ଥିବାର ଭିଡିଓ ମଧ୍ୟ ଆସିଛି । 
ଏବେ ଯେଉଁ ଫଟୋ ସାମ୍ନାକୁ ଆସିଛି ସେହି ଫଟୋରେ ଅଭିନେତ୍ରୀ ଜଣକ ଶିକ୍ଷୟତ୍ରୀ ଭଳି ଦେଖା ଯାଉଥିଲେ । ଏଲିନା ସାମନ୍ତରାୟ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ ପାଠ ପଢ଼ାଉଥିବାର ନଜର ଆସିଛନ୍ତି । ଏହି ଅଭିନେତ୍ରୀ ଜଣକ ଷଷ୍ଠ, ସପ୍ତମ ପିଲାଙ୍କୁ ପାଠ ପଢ଼ାଉଛନ୍ତି ବୋଲି ଖବର ଆସିଛି ।
ଅଭିନେତ୍ରୀ ଜଣକ ସ୍କୁଲରେ ପାଠ ପଢ଼ାଇବା ଖବର ସତ କିନ୍ତୁ ଏହା ପ୍ରକୃତରେ ବା ସତ୍ୟ ନୁହେଁ । ଏଲିନା ସାମନ୍ତରାୟଙ୍କ ଅଭିନୀତ ଆଗକୁ ଏକ ଫିଲ୍ମ୍ ଆସିବାକୁ ଯାଉଛି । ଆଉ ଏହି ଫିଲ୍ମର ସୁଟିଂ ସେଟର ଏହି ଦୃଶ୍ୟ ବୋଲି ଜଣାପଡିଛି ।