Movie prime

୭ ମହଲାରୁ ଡେଇଁ ପଡ଼ି ଜୀବନ ହାରିଦେଲେ ଏହି ପ୍ରସିଦ୍ଧ Youtuber ଦେଖନ୍ତୁ କଣ ହେଇଥିଲା ଏମିତି

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ଅଞ୍ଚଳର ଖବର ପାଇପାରିବେ।
ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣିଲେ ଆପଣ ଅନେକ କଥା ଭାବିବେ । ଏବେ ପ୍ରେମ କରି ଏଭଳି କିଛି କାମ କରିଛନ୍ତି ଏହି ଦମ୍ପତ୍ତି । ଆଜିକାଲି ଦୁନିଆରେ ଲିଭ୍ ଇନ୍ ରିଲେସନରେ ରହିବା ସତେ ଯେପରି ଏକ ସାଧାରଣ କଥା ହୋଇଗଲାଣି ।
Hh
ଯୁବକ ଆଉ ଯୁବତୀ ପ୍ରେମ କରି ଲିଭ୍ ଇନରେ ରହୁଛନ୍ତି ଆଉ ଏହାପରେ ତାଙ୍କ ମଧ୍ୟରେ ଝଗଡ଼ା ହେଲେ ଏଭଳି କିଛି କାମ କରି ଦେଉଛନ୍ତି । ଆପଣମାନେ ପ୍ରସିଦ୍ଧ ୟୁଟ୍ୟୁବରଙ୍କୁ ନେଇ ଆସିଥିବା ଖବର ଏବେ ଜାଣିପାରିବେ ।
ଏହି ପ୍ରସିଦ୍ଧ ୟୁଟ୍ୟୁବର ଏବେ ଆଉ ଏହି ଦୁନିଆରେ ନାହାଁନ୍ତି । ସେମାନେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ୭ ମହଲା ଉପରୁ ଡେଇଁ ପଡ଼ିଲେ ୟୁଟ୍ୟୁବର । ରାତିରେ ଏଭଳି କିଛି ଘଟଣା ଘଟିଲା ଆଉ ସକାଳେ ଏଭଳି ନିଷ୍ପତ୍ତି ନେଲେ ।
ଏହି ଫେମସ୍ ୟୁଟ୍ୟୁବରଙ୍କର ଗୋଟିଏ ଭିଡିଓରେ ଲକ୍ଷେ ଲକ୍ଷେ ଭ୍ୟୁ ଆସେ । ଏହି ୟୁଟ୍ୟୁବର ଏବେ ଆଉ ନାହାଁନ୍ତି । ୟୁଟ୍ୟୁବ ଅଛନ୍ତି କିନ୍ତୁ ୟୁଟ୍ୟୁବର ନାହାଁନ୍ତି । ଆପଣମାନେ ଆଉ ଏହି ୟୁଟ୍ୟୁବରଙ୍କୁ ଦେଖିପାରିବେ ନାହିଁ ।
Gg
ଏହି ୟୁଟ୍ୟୁବର ଉଭୟଙ୍କ ସହିତ ଝଗଡ଼ା କରିବା ପରେ ଏଭଳି କାମ କରିଥିଲେ । ଏହି ୟୁଟ୍ୟୁବର ହେଉଛନ୍ତି ଗରବିତ୍ ଏବଂ ନନ୍ଦିନୀ । ଗୁରମିତ୍ ଏବଂ ନନ୍ଦିନୀଙ୍କର ବ୍ୟକ୍ତିଗତ ଚ୍ୟାନେଲ ରହିଛି । ଏବେ ସେମାନେ ଆଉ ଏହି ଦୁନିଆରେ ନାହାଁନ୍ତି । 
ସେମାନେ ଛୋଟ ଛୋଟ ଫିଲ୍ମ୍ ସବୁ ପ୍ରସ୍ତୁତ କରିଥାନ୍ତି । ଏବେ କିଛିଦିନ ତଳେ ସେମାନେ ତାଙ୍କ ଟିମ୍ ସହ ଡେରାଡୁନରୁ ବାହାଦୁରଗଡ ଆସିଥିଲେ । ସେମାନେ ସେହି ଅଞ୍ଚଳର ଏକ ହୋଟେଲରେ ରହୁଥିଲେ । ଶନିବାର ଦିନ ଉଭୟଙ୍କ ମଧ୍ୟରେ କୌଣସି କଥା ପାଇଁ ଝଗଡ଼ା ହୋଇଥିଲା ଆଉ ଏହି ଝଗଡ଼ା ଏକ ଭୟଙ୍କର ରୂପ ନେଇଥିଲା ।
ଏବେ ଏହି ଦମ୍ପତି ସବୁଦିନ ପାଇଁ ଚାଲି ଯାଇଛନ୍ତି । ୭ ମହଲାରେ ରହୁଥିଲେ ଆଉ ସେଠାରୁ ସେ ତଳକୁ ଡେଇଁ ପଡ଼ିଲେ । ଏବେ ଏହି କଥାକୁ ନେଇ ପୋଲିସ ତଦନ୍ତ କରୁଛି । ତଦନ୍ତ ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ।