Movie prime

ପରିବା ବିକାଳୀଙ୍କ ଝିଅ ହେଲେ ସାରା ରାଜ୍ୟ ସ୍ତରରେ ଟପ୍ପର ଦେଖନ୍ତୁ ଶେଷରେ କଣ କହିଲେ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ବନ୍ଧୁଗଣ ପରିବା ବିକାଳିଙ୍କ ଝିଅ ପୁରା ରାଜ୍ୟରେ ହେଲେ ଟପର୍। ଝିଅ ଜିନଦ ପରଉଇନ ଏବେ ପୁରା ରାଜ୍ୟରେ ଟପର ହେଇଛନ୍ତି। ଝାଡ଼ଖଣ୍ଡ ଏକାଡେମୀ ପରିସଦର ଦ୍ଵାଦଶ କଳା ପରୀକ୍ଷାରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
Hh
ସରକାରୀ ବାଳିକା +୨ ହାଇସ୍କୁଲର ଛାତ୍ରୀ ଅଟନ୍ତି। ଜିନଦ ପରଉଇନ ରାଜ୍ୟ ସହର ଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ତାଙ୍କ ଗାଁ ଅଟେ। ତେବେ ସେ ସରକାରୀ ସ୍କୁଲରେ ପଢୁଥିବା ବେଳେ ଦ୍ବାଦଶ କଳା ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ହାସଲ କରିଛନ୍ତି। 
ବନ୍ଧୁଗଣ ତେବେ ଜିନଦ ଏବେ ସ୍ବପ୍ନ ବା ଲକ୍ଷ୍ୟ ରଖିଛନ୍ତି ଯେ ୟୁପିଏସି ପଢ଼ି ଆଇଏସ ହେବେ। କାରଣ ଗରିବ ପରିବେଶରେ ଜିନଦ ବଢିଥିଲେ ସୁଧା ବାପା ମା କେବେବି ଝିଅର ସ୍ବପ୍ନକୁ ଅଧାରେ ରଖିବାକୁ ଦେଇ ନାହାଁନ୍ତି।
ଆଉ ତାଙ୍କ ବାପା ବି କହିଛନ୍ତି ଝିଅ ପାଠପଢାରେ ସେ ପଇସା ଖର୍ଚ୍ଚ କରିବେ ବୋଲି। ଆଉ କହିଛନ୍ତି ଯେ, "ପ୍ରତିଦିନ ବଜାରରେ ମୁଁ ପରିବା ବିକ୍ରୀ କରୁଛି ସତ କିନ୍ତୁ ଝିଅର ଆଜି ଏହି ସଫଳତା ତାଙ୍କର ସବୁ କଷ୍ଟ ଦୂର କରିଦେଇଛି"।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.