Movie prime

ଅଭିନେତା ଶ୍ରୀତମ ଦାସ କାହିଁକି କାନ୍ଦିଲେ ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ ଦୁଃଖ ଖବର

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଶ୍ରୀତମ ଦାସଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଆପଣମାନେ ଏହି ଅଭିନେତା ଜଣଙ୍କର ଅନେକ ଫିଲ୍ମ୍ ମଧ୍ୟ ଦେଖିଥିବେ।
Bb
ଏକ ଦୁଃଖଦ ଖବର ବିଷୟରେ ଆପଣମାନେ ଜାଣିପାରିବେ । ଅଭିନେତା ଶ୍ରୀତମ ଦାସ ଏହି ଭିଡିଓ ମାଧ୍ୟମରେ ଅନେକ କଥା କହିଛନ୍ତି । ସେ କହିଛନ୍ତି ଆଜି ହେଉଛି ଏକ ବଡ ଦୁଃଖର ଦିନ । ବିଶିଷ୍ଟ ଅଭିନେତା ଯିଏ କି ବଡ଼ଭାଇ ସମାନ ତାଙ୍କର ଦେହାନ୍ତ ଘଟିଛି ।
ବିଶିଷ୍ଟ ଅଭିନେତା ଚକ୍ରଧର ଜେନା ଆଉ ଏହି ଦୁନିଆରେ ନାହାଁନ୍ତି । ସେ ସବୁଦିନ ପାଇଁ ଏହ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏବେ ଏହି ଖବର ଆସି ପହଞ୍ଚିଛି । 
ଅଭିନେତା ଚକ୍ରଧର ଜେନା ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆଉ ସେଠାରେ ତାଙ୍କର ଦେହାନ୍ତ ହୋଇଛି । ସେ ୧୯୮୮ ମସିହାରେ ଏନଏସଡି ପାସ କରିଥିଲେ । ତା ପରେ ପରେ ସେ ହଲିଉଡ୍ ସିନେମା ମଧ୍ୟ କରିଥିଲେ ।
Vh
ହଲିଉଡ୍ ସିନେମା ସିଧ୍ୟମ ଜୟ ଏବଂ ଇଲେକ୍ଟ୍ରି ମୁନରେ ଅଭିନୟ କରିଥିଲେ । ସେ ଓଡ଼ିଆ ଫିଲ୍ମ୍ ମଧ୍ୟ କରିଛନ୍ତି । ତାଙ୍କର ଓଡ଼ିଆ ଫିଲ୍ମ୍ ଥିଲା ପଥର ଖସୁଛି ବଡ ଦେଉଳେ । ଏମିତି ଅନେକ ଓଡ଼ିଆ ସିନେମା ଏହି ଅଭିନେତା ଜଣକ କରିଛନ୍ତି । 
ଏହି ଅଭିନେତା ଜଣଙ୍କର ଅଭିନୟ ବହୁତ ସୁନ୍ଦର ହୋଇଥାଏ । ଏହି ଅଭିନେତା ଜଣକ ଅନେକ ଫିଲ୍ମରେ ଅଭିନୟ କରିବା ସହ ଲୋକଙ୍କ ଭଲପାଇବା ଜିତିଛନ୍ତି । ସେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।
ଏହି ଅଭିନେତା ଜଣଙ୍କର ମୃ-ତ୍ୟୁ ଖବର ଏବେ ସମସ୍ତଙ୍କ ମନରେ ଦୁଃଖ ଦେଉଛି । ଏହି ଅଭିନେତା ଜଣଙ୍କର ଅଭିନୟ ଦେଖି ଲୋକମାନେ ଖୁସି ହୋଇଥାନ୍ତି । ଏହି ଖବର ଏବେ ସିନେମା ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।