Movie prime

ଦେଖନ୍ତୁ ମା ରୂପା ପିଣ୍ଟୁଙ୍କ ଭିଡିଓ ଦେଖିଲା ବେଳେ କାହିଁକି ମାଙ୍କ ଫୋନ ଫୋପାଡି ଦେଇଥିଲେ ସଜିତ କହିଲେ ସତ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ ।
ଆପଣମାନେ ସମସ୍ତେ ୟୁଟ୍ୟୁବର ସଜିତ ସ୍ୱାଇଁଙ୍କୁ ତ ଜାଣିଥିବେ । ଏହି ୟୁଟ୍ୟୁବର ରୂପା ଆଉ ପିଣ୍ଟୁଙ୍କୁ ନେଇ କିଛି କଥା କହିଛନ୍ତି । ଏବେ ଏହି ୟୁଟ୍ୟୁବର ଜଣକ କଣ ସବୁ କହିଛନ୍ତି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Hh
ସଜିତ ସ୍ୱାଇଁ ପୂର୍ବରୁ ଅନେକ ଭିଡିଓ କରୁଥିଲେ ଆଉ ସେ ଏହାପରେ ଟିକଟକ କରୁଥିଲେ କିନ୍ତୁ ଏବେ ଆଉ କିଛି କରୁ ନାହାନ୍ତି । ସେ ଜାଣିନଥିଲେ କି ୟୁଟ୍ୟୁବରୁ ଏବଂ ଇନଷ୍ଟାଗ୍ରାମରୁ ଏତେ ଟଙ୍କା ଲୋକମାନେ ପାଇବେ ।
ଆଉ ଅନେକ ଲୋକ ଏହି ୟୁଟ୍ୟୁବରୁ ଏବଂ ଇନଷ୍ଟାଗ୍ରାମରୁ ଟଙ୍କା ପାଇ ବଡଲୋକ ହୋଇଗଲେଣି । ଏଭଳି ୟୁଜର୍ସ ଅଛନ୍ତି ଯେଉଁମାନେ ୟୁଟ୍ୟୁବରେ ଅନେକ ପ୍ରକାରର କଥାକୁ ନେଇ ଭିଡିଓ କରୁଛନ୍ତି । ଆଉ ଅନେକ କିଛି ମିଛ କଥା ବି କହୁଛନ୍ତି । ସେମାନେ ବହୁତ ପ୍ରସିଦ୍ଧ ହୋଇ ଯାଉଛନ୍ତି । 
ସଜିତ ସ୍ୱାଇଁ କହିଛନ୍ତି ଲକଡାଉନ୍ ସମୟରେ ତାଙ୍କ ମାଆ ରୂପା ଆଉ ପିଣ୍ଟୁଙ୍କ ଭିଡିଓ ଦେଖୁଥିଲେ । ଏହାପରେ ସେ ମୋବାଇଲ୍ ନେଇ ଫୋପାଡି ଦେଇଥିଲେ । ତାର ଅର୍ଥ ନୁହେଁ କି ରୂପା ଆଉ ପିଣ୍ଟୁ ତାଙ୍କୁ ଭଲ ଲାଗନ୍ତି ନାହିଁ । ସେମାନଙ୍କୁ ସେ ଭଲପାଆନ୍ତି ।
Hh
ଆଜିକାଲି ଲୋକମାନେ ଯିଏ ଯାହା ପାରୁଛନ୍ତି ତାହା କହି ଭିଡିଓ ବନାଇ ଦେଉଛନ୍ତି । କିଏ କହୁଛି ତାଙ୍କ ସ୍ତ୍ରୀ ରୋଷେଇ କରୁଛି, ଆଉ କିଏ କହୁଛି ଆମର ଘର ତିଆରି ହେଉଛି ତ ଆଉ କେହି କେହି କହୁଛନ୍ତି ତାଙ୍କ ସ୍ତ୍ରୀ ଚାଲୁଥିଲେ ପଡିଗଲେ ଏଭଳି ଅନେକ ପ୍ରକାରର ଭିଡିଓ ଆପଣମାନେ ଦେଖି ପାରୁଥିବେ ।
ଏହି ଭିଡିଓ ସବୁ ଅନେକ ପରିମାଣରେ ମଧ୍ୟ ଭାଇରାଲ ହେବା ସହ ଅନେକ ଲାଇକ ଆସୁଛି । ଏମିତି ସବୁ କଣ୍ଟେକ୍ଟ୍ ଆଜିକାଲି ପକାଇ ଭିଡିଓ କରୁଛନ୍ତି । ଏହି ସଜିତ ସ୍ୱାଇଁ ପ୍ରେମ ଏବଂ ଧୋକା ଏବଂ ଅନ୍ୟାନ୍ୟ ସବୁ କଥାକୁ ନେଇ ଅନେକ ଭିଡିଓ କରିଛନ୍ତି ଆଉ ତାଙ୍କର ଏହି ଭିଡିଓ କମ୍ ଲୋକ ଦେଖିଥାନ୍ତି କିନ୍ତୁ ଯେଉଁ ଭିଡିଓରେ କିଛି କଥା ନଥିବ ସେ ଭିଡିଓ ଅଧିକ ଲୋକ ଦେଖିଥାନ୍ତି ।
ସେ ପ୍ରେମ ଘଟଣାରେ ୩୦୦ ରୁ ୪୦୦ ଜଣଙ୍କ ସହିତ କଥା ହେଇଛନ୍ତି ଆଉ ତାଙ୍କୁ ବୁଝାଇଥାନ୍ତି । ସେ ଜୀବନରେ ଧୋକା ଖାଇଛନ୍ତି ଆଉ ଏବେ ସେ ମୋଟିଭେଟର ହୋଇ ଯାଇଛନ୍ତି । ସେ ତାଙ୍କ ପ୍ରେମିକାଙ୍କୁ ପରୀ ବୋଲି ଡାକୁଛନ୍ତି । ଏଭଳି ଅନେକ କଥା ସଜିତ ସ୍ୱାଇଁ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.