Movie prime

ଦେଖନ୍ତୁ ହଠାତ୍ ଜିମରେ Exercise କରୁଥିବା ବେଳେ ହେଲା ବ୍ରେନ୍ ଷ୍ଟ୍ରୋକ ଆଉ ଏହା ପରେ ହେଲା କିଛି ଏମିତି ..

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି।
ଆପଣମାନେ ସମସ୍ତେ ତ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଲୋକମାନେ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ଜିମ ଯାଇଥାନ୍ତି । ଆଉ ଜିମରେ ସେମାନେ ଏକ୍ସରସାଇଜ କରି ନିଜ ଶରୀରକୁ ଫିଟ୍ କରିଥାନ୍ତି । 
Bb
ଏବେ ଏହି ଜିମକୁ ନେଇ କିଛି ଖବର ଆସିଛି । ଜିମ କରୁଥିବା ସମୟରେ ହଠାତ୍ ଆସିଲା ବ୍ରେନ୍ ଷ୍ଟ୍ରୋକ । ଏହି ବଡି ବିଲ୍ଡର ଜଣକ ହଠାତ୍ ମୁଣ୍ଡକୁ ଧରି ତଳେ ପଡିଗଲେ । ଏବେ ପ୍ରଶ୍ନ ଆସୁଛି କି କାହିଁକି ଜିମରେ ଏକ୍ସରସାଇଜ ସମୟରେ ଚାଲି ଯାଉଛି ଜୀବନ ?
ଏବେ ପୁଣି ଜଣେ ଯୁବକ ଯାହାଙ୍କର ଜିମ କରୁ କରୁ ଦେହାନ୍ତ ହୋଇଛି । ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ବାରଣାସୀର ଏକ ଜିମରେ । ସିଦ୍ଧଗିରି ଅଞ୍ଚଳରେ ଥିବା ଏକ ଜିମ୍ ସେଣ୍ଟରରେ ଜିମ କରୁଥିଲେ ଜଣେ ୩୨ ବର୍ଷୀୟ ଯୁବକ ।
ଏହି ୩୨ ବର୍ଷୀୟ ଯୁବକ ଜିମରେ ବ୍ୟାୟାମ କରୁଥିବା ବେଳେ ହଠାତ୍ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହୋଇଥିଲା । ଆଉ ଏହାପରେ ଯୁବକ ଜଣଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲକୁ ନିଆ ଯାଇଥିଲା । ଆଉ ସ୍ଥାନୀୟ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।
Hn
ଏହି ଯୁବକ ଜଣଙ୍କର ଏଭଳି ଅବସ୍ଥା ହେବାର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଏହି ସିସିଟିଭି ଫୁଟେଜ ଦ୍ଵାରା ଆପଣମାନେ ଏହା ଦେଖିପାରିବେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଦୀପକ ଗୁପ୍ତା । ସେ ବାରଣାସୀ ପିତଗଞ୍ଜର ବିରୋଧୀ ଅଞ୍ଚଳର ବାସିନ୍ଦା ଥିଲେ ।
ସବୁଦିନ ଭଳି ଗୁରୁବାର ଦିନ ସକାଳେ ସେ ବ୍ୟାୟାମ କରିବା ପାଇଁ ଏହି ଜିମକୁ ଆସିଥିଲେ । ଆଉ ସେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହୋଇଥିଲା । ଆଉ ଏହାପରେ ସେ ଖସି ପଡ଼ିଥିଲେ । ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।
ଏହାପରେ ସେଠାରେ ଥିବା ଅନ୍ୟ ଯୁବକମାନେ ତାଙ୍କୁ ସଂଗେସଂଗେ ମେଡ଼ିକାଲକୁ ନେଇ ଯାଇଥିଲେ । ଏହି ଘଟଣା ଜିମରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ସେ ଜିମରେ ଆଖି ବୁଜି ଦେଇଥିଲେ । ଏବେ ଦୀପକଙ୍କ ଅକାଳ ବିୟୋଗ ପରେ ତାଙ୍କର ଘରଲୋକେ ଦୁଃଖରେ ମର୍ମାହତ ଅଛନ୍ତି ।